• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sdm
ଅଧା ବାଟରେ ପ୍ରସବ ଯନ୍ତ୍ରଣା, ନିଜ ଗାଡ଼ିରେ ମେଡିକାଲ ନେଲେ ଏସଡିଏମ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଛି। ଏନେଇ ସବୁକିଛି ଠପ୍‌ ହୋଇଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ବରୱାନୀଠାରେ ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କର...

monkey
ଜୀବନ ଓ ମୃତ୍ୟୁର ଅଧାଫାଶରେ ଝୁଲୁଥିଲା ଛୁଆ, ବଞ୍ଚାଇପାରିଲା କି ମା'? ଦେଖନ୍ତୁ ପୂରା ଭିଡିଓ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ଗୁଡିକୁ ସେୟାର କରାଯାଇଥିବା ଦେଖିବାକୁ ମିଳୁଛି। ଏମିତି ଏକ ଭିଡିଓଟିକୁ ଆଇଏଫ୍ଏସ୍ ଅଧିକାରୀ ପରବିନ୍‌ କାସୱାନ୍ ନିଜ ଟ୍ୱିଟ୍‌ରେ ସେୟାର କରିଥିଲେ। ଭିଡିଓଟି ପ୍ରାୟ ଗୋଟେ ମିନିଟ୍‌ର ଜଣାପଡୁଛି। ଏହି ଭିଡିଓରେ ମାଙ୍କଡଟିର ପରିବାର ଥିବା ଜଣାପଡୁଛି। ମାଙ୍କଡ...

adviser
କରୋନା ଯୋଦ୍ଧାଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: କୋଭିଡ -୧୯ ହସ୍ପପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି ଜାରି ହେଲା ଆଡଭାଇଜରୀ। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, କୋଭିଡ -୧୯ ହସ୍ପିଟାଲରେ କାର୍ଯ୍ୟରତ  ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତର ଭୟ ଅଧିକ ରହିଛି।  ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ...

DEADBODY
ଶ୍ରମିକଙ୍କ ମୃତଦେହକୁ ଗାଁରେ ପଶିବାକୁ ଦେଲା ନାହିଁ ପ୍ରଶାସନ

ମାଲକାନାଗିରି: ପେଟପଟଣା ପାଇଁ  ମୂଲ ଲାଗିବାକୁ ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳକ ମୃତଦେହ ହୋଇ ଫେରିଲା ଘରକୁ।  ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ମୃତ୍ୟୁବରଣ କରିବା ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଅଣାଯାଉଥିଲା। ତେବେ ମୋଟୁ ସୀମାରେ ନିୟୋଜିତ କର୍ମଚାରୀ ଆମ୍ବୁଲାନ୍ସକୁ ଛାଡ଼ିନଥିବା...

truck
ଯନ୍ତ୍ରଣାର ଅନ୍ତ ନାହିଁ : ଟ୍ରକ ଧକ୍କାରେ ପୁଣି ୫ ଶ୍ରମିକଙ୍କ ମୃତ୍ୟୁ

ଭୋପାଲ: ଆଜି ଗୋଟିଏ ଦିନରେ ଏହା ହେଉଛି ତୃତୀୟ ଟ୍ରକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲି ଯାଇଛି ପୁଣି ୫ ଶ୍ରମିକଙ୍କ ଜୀବନ।  ଘଟଣାଟି ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ଘଟିଛି। ମଧ୍ୟପ୍ରଦେଶର ଦଲବତପୁରରୁ ଶ୍ରମିକମାନଙ୍କୁ ନେଇ ଏକ ଟ୍ରକ୍‌  ଛତ୍ରପୁର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

snake
କ୍ୱାରେଣ୍ଟିନ୍‌ ସେଣ୍ଟରରେ ସାପ କାମୁଡାରେ ବାଳକର ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍‌ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ କିଛି ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ  ରଖାଯାଉଛି। ଏହି ସମୟରେ ବାହାରୁ ଫେରିଥିବା ଜଣେ ୧୬ ବର୍ଷର ବାଳକକୁ ନିଜ ଗାଁ ସ୍କୁଲର...

kadua
କାଦୁଆ ଅଞ୍ଚଳକୁ ୪୮ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକାବିଲା ଲାଗି ସରପଞ୍ଚମାନଙ୍କୁ ମିଳିଥିବା ଜିଲ୍ଲାପାଳ କ୍ଷମତା ବଳରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କାଦୁଆ ସରପଞ୍ଚ ନିଜ ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ଏହି ଅଞ୍ଚଳକୁ ସୁରତ, ମହାରାଷ୍ଟର...