• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

asam
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଉତ୍ପାତ‌ ହେଲେ ଲାଗିବ ହତ୍ୟା ଉଦ୍ୟମ ଦଫା

ଗୁଆହାଟି: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ର ନିୟମଗୁଡକୁ କିଛି କୋହଳ କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି। କିନ୍ତୁ ସରକାରୀ ନିୟମ ଅନୁଯାୟୀ ପ୍ରବାସୀମାନେ ପ୍ରଥମେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ଅମାନିଆ ନିୟମ...

f
‘ଓଡିଶା ପ୍ରତି ପଙ୍ଗପାଳ ବିପଦ ଟଳିନି’

ଭୁବନେଶ୍ୱର: ଓଡ଼ିଶା ପ୍ରତି ପଙ୍ଗପାଳ ବିପଦ ଟଳିନି । ପଙ୍ଗପାଳ ଆତଙ୍କକୁ ନେଇ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । ଆମେ କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛୁ । ଅଗ୍ନିଶମ ବିଭାଗ ଠାରୁ ବଡ଼ ସ୍ପ୍ରେୟାର...

two death
ଏକାଠି ଆସିଥିଲେ, ଏକାଠି ହୋଇ ଗଲେ

କେନ୍ଦୁଝର: ଏକାଠି ଦୁନିଆକୁ ଆସିଥିଲେ, ଏକାଠି ହୋଇ ଦୁନିଆରୁ ମଧ୍ୟ ଚାଲିଗଲେ ଯାଆଁଳା ଭାଇ। ଆଜି ମଧ୍ୟାହ୍ନରେ ଦୁଇ ଭାଇ ସାଙ୍ଗ ହୋଇ ଖେଳୁଥିବା ବେଳେ ପାଣିରେ ବୁଡିଯାଇଛନ୍ତି। ଏଭଳି ଦୁଃଖଦ ଘଟଣାଟି କେନ୍ଦୁଝର ତୁରୁମୁଙ୍ଗା ଥାନା ନୂଆଖମମ ବାଙ୍ଗସାହିରେ ଘଟିଛି। ଖବର ଅନୁଯାୟୀ, ନୂଆଖମଣ ଗାଁର ବାଙ୍କିସାହିର...

wajid
ୱାଜିଦ୍‌ ଖାନ୍‌ଙ୍କ ପିଆନୋ ବଜାଉଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍‌ ଖାନ୍‌ ମାତ୍ର ୪୨ ବର୍ଷରେ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି। ୱାଜିଦ୍‌ଙ୍କ ପରଲୋକ ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ୱାଜିଦ୍‌ଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୱାଜିଦ୍‌ ମେଡିକାଲରେ ଥିବା ସମୟରେ ପିଆନୋ ବଜାଉଥିବାର...

elephant
ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ କଣ କହିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍‌ରେ। କିଛି ଲୋକ ସପୁରୀ...

bhata
ଶରୀରରୁ ଓଜନ ହ୍ରାସ କରିବାର ସହଜ ଉପାୟ

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଫିଟ୍‌ ରହିବାକୁ ସମସ୍ତଙ୍କର ଇଛା। ଆମେ ସମସ୍ତେ ଜାଣିଛେ, ଭାତ ଖାଇବା ଦ୍ୱାରା ଶରୀରରେ ମେଦବହୁଳତା ବଢ଼ିଥାଏ। ଏହା ହେଉଛି ଆମ ଦୈନନ୍ଦିନ ଖାଦ୍ୟର ଏକ ଅଂଶ। କାରଣ ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ। ଅନ୍ୟପଟେ ଆପଣ...

policestation
ବୃଦ୍ଧାଙ୍କୁ ହାଣି ସରପଞ୍ଚଙ୍କ ସ୍ୱାମୀ ବେଧଡକ ବୁଲୁଛନ୍ତି ବାହାରେ

କାମାକ୍ଷାନଗର: ସରପଞ୍ଚଙ୍କ ସ୍ୱାମୀ ଜଣେ ବୃଦ୍ଧଙ୍କୁ ଅମାନୁଷିକ ଭାବେ ଗୋଡ଼େଇ ଗୋଡେଇ ମାରଣାସ୍ତ୍ରରେ ହାଣିଥିବା ଅଭିଯୋଗ ହୋଇଛି। ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁନେଇବିଲି ପଞ୍ଚାୟତର ବାଲିପଡ଼ା ଗାଁରେ ଘଟିଛି। ଘଟଣାକୁ ନେଇ ବୃଦ୍ଧଙ୍କ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି। କୌଣସି କଥାକୁ କେନ୍ଦ୍ରକରି...

paradeep
କ୍ୱାରେଣ୍ଟିନ୍‌ ଗଲେ ଅମାନିଆ ପ୍ରବାସୀ

ପାରାଦୀପ: ପାରାଦୀପ ଷଣ୍ଢକୁଦରେ କରୋନା ଯୋଦ୍ଧାକୁ ପ୍ରବାସୀ ଆନ୍ଧ୍ର ଫେରନ୍ତାଙ୍କ ଆକ୍ରମଣ ଘଟଣାରେ ପ୍ରଶାସନର ତତ୍ପରତା ଦେଖାଇଛି । ଏହାପରେ ଆନ୍ଧ୍ରରୁ ପାରାଦୀପ ଆସିଥିବା ୫୧ ପ୍ରବାସୀଙ୍କୁ ଷଣ୍ଢକୁଦ ବସ୍ତିରୁ ଠାବ କରାଯାଇ ଟିଏମ୍ସିକୁ ପଠାଯାଇଛି। ପାରାଦୀପ ପୌର ପ୍ରଶାସନ ଏବଂ ଜଟାଧାରା ମୁହାଁଣ ସାମୁଦ୍ରିକ ଥାନା ପୋଲିସ...

auto
ବାହାଘର ପାଇଁ ରଖିଥିଲେ ଟଙ୍କା, କରୋନା ପ୍ରଭାବିତଙ୍କୁ ବାଣ୍ଟିଦେଲେ ଅଟୋ ଡ୍ରାଇଭର

ମୁମ୍ୱାଇ: ମହାରାଷ୍ଟ୍ର ପୁଣେରେ ଜଣେ ଅଟୋ ଡ୍ରାଇଭର ନିଜ ବାହାଘର ପାଇଁ ସଞ୍ଚୟ କରି ରଖିଥିବା ଟଙ୍କାକୁ ଅସୁବିଧା ସମୟରେ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରି ସମସ୍ତଙ୍କ ଆଖିର ତାରା ପାଲଟିଛନ୍ତି। ତାଙ୍କ ନାଁ ଅକ୍ଷୟ କୋଠୱାଲେ। ତାଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବାକୁ ନେଇ ଅକ୍ଷୟ...

sonu
ଋଣୀ କରିଦେଲେ ସୋନୁ, ଠାକୁର ଘରେ ଫଟୋ ରଖି ପୂଜା କଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ‌ଋଣ ସୁଝି ହେବନି। ହୁଏତ ତାଙ୍କ ସହାୟତା ନ ପାଇଥିଲେ ସେ ଘରକୁ ଫେରି ପାରି ନ ଥାନ୍ତେ କି ତାଙ୍କ ମା’ଙ୍କୁ ଦେଖି ପାରିନ ଥାନ୍ତେ। ଭଗବାନଙ୍କ ବଦଳରେ ଯେମିତି ସୋନୁ ଆସି ତାଙ୍କୁ ମା’ଙ୍କ ସହ ଭେଟ କରାଇ...

ଆଧାର କାର୍ଡ ଦିଅ ଚୁଟି କାଟ
ଏଠି ଚୁଟି କାଟିବା ପାଇଁ ଦେଖାଇବାକୁ ପଡ଼େ ଆଧାର କାର୍ଡ

ଚେନ୍ନାଇ: କରୋନା ଭାଇରସକୁ ନେଇ ଚାଲିଥିବା ଯୁଦ୍ଧ ମଧ୍ୟରେ ସରକାର ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ବ୍ୟବସାୟ ସଂସ୍ଥା ଖୋଲିବାକୁ ଅନୁମତି ଦେଇଛନ୍ତି। ଅନେକ ସଂସ୍ଥା ଉପରେ ରୋକ ମଧ୍ୟ ଲଗାଇଛନ୍ତି। ଯେଉଁ ସଂସ୍ଥାଗୁଡିକ ଖୋଲାଯାଇଛି, ସେମାନେ ସରକାରଙ୍କ ଅନୁମତି ନେଇ ଖୋଲିଛନ୍ତି ଏବଂ କରୋନା...