• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

tiger
ବାଘ-ଝିଙ୍କ ଲଢ଼େଇ, ଜିତିଲା କିଏ?

ନୂଆଦଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଲୋକମାନେ ଘରେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ଚିତାବାଘ ଓ ଝିଙ୍କଙ୍କ ମଧ୍ୟରେ ଯୁଦ୍ଧ...

ias
ଯୁବତୀଙ୍କୁ ଚପଲ ପିନ୍ଧାଇଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। କେତେକ ଶ୍ରମିକ ଶହ ଶହ କି.ମି ଚାଲିଚାଲି ମଧ୍ୟ...

trump
କୋଭିଡ-୧୯ରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ଖାଉଥିଲେ ମ୍ୟାଲେରିଆ ଔଷଧ

ୱାଶିଂଟନ୍‌: ଆମେରିକାର ଭୟଙ୍କର ଭାବେ କ୍ଷତି ଘଟାଇଛି ମହାମାରୀ କରୋନା ଭାଇରସ୍। ଏଠାରେ ଏକ ଲକ୍ଷ ମୁହାଁ ହେଲାଣି ମୃତ୍ୟୁ ସଂଖ୍ୟା। ଏଭଳି ସ୍ଥିତିରେ କରୋନାଠୁ ରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଜିଙ୍କ୍ ସହିତ ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌ ଖାଉଛନ୍ତି। ଏନେଇ ନିଜେ ଟ୍ରମ୍ପ ଘୋଷଣା କରିବା ପରେ...

84man
୪୫ବର୍ଷ ପରେ ଫେରିଲେ ଘରକୁ, ଗ୍ରହଣ କଲେ ନାହିଁ ପରିବାର

ନୂଆଦିଲ୍ଲୀ: ଉତ୍ତରକାଶୀ ସହରରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ୪୫ ବର୍ଷ କେଉଁଆଡେ ଚାଲିଯାଇଥିଲେ। କିନ୍ତୁ ରବିବାର ଦିନ ହଠାତ୍‌ ନିଜ ଗାଁକୁ ଫେରିଥିଲେ। ବର୍ତ୍ତମାନ ବ୍ୟକ୍ତିଙ୍କ ବୟସ ୮୪ ବର୍ଷ। କିନ୍ତୁ ବୃଦ୍ଧଙ୍କ ପରିବାର ଲୋକ ତାଙ୍କୁ ସ୍ୱିକାର କରିନଥିଲେ। କରୋନା ଭୟରେ ପ୍ରଥମେ ବୁଦ୍ଧଙ୍କୁ...

bus
ବସ୍‌କୁ ପିଟିଦେଲା ଡମ୍ପର, ୩ ପ୍ରବାସୀ ଶ୍ରମିକଙ୍କ ସମେତ ୪ ମୃତ

ସୋଲାପୁର: ଦେଶରେ କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଉଛି। ଫଳରେ  ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜକୁ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି ଦିନ ହେବ ସଡ଼କ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକମାନେ...

doctor
ବଞ୍ଚିପାରିଲାନି ପୁଅ କିନ୍ତୁ ପରିବାର ଲୋକଙ୍କ ଇଚ୍ଛାକୁ ପୂରଣ କରିଦେଲେ ଅପରିଚିତ ଡାକ୍ତର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ବିଭିନ୍ନ ଅଘଟଣମାନ ଘଟୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ବ୍ୟକ୍ତି ଭଗବାନଙ୍କ ଦୂତ ଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ମଧ୍ୟ ଆସୁଛନ୍ତି। ଠିକ୍‌ ଏଭଳି...

oppo
୬ କର୍ମଚାରୀ କରୋନା ଆକ୍ରାନ୍ତ; ଖୋଲିବାର ଅଳ୍ପ ସମୟରେ ପୁଣି ବନ୍ଦ ହେଲା କମ୍ପାନୀ

ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଓପୋ ମୋବାଇଲ୍‌ ଫୋନ୍ କମ୍ପାନୀର ୬ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଘଟଣାଟି ସାମ୍ନାକୁ ଆସିବା ମାତ୍ରେ କାରଖାନାରେ ଭୟର ବାତାବରଣ ସୃଷ୍ଟି ହୋଇଥଲା ।ରିପୋର୍ଟ ଆସିବା ପରେ କାରଖାନାକୁ ବନ୍ଦ କରି ଦିଆଯାଇଛି।  କମ୍ପାନୀର କର୍ମଚାରୀମାନେ କହିଛନ୍ତି...

tiger
ରାସ୍ତାରେ ବୁଲୁଛି ବାଘ, ଜୀବନ ବଞ୍ଚାଇବାକୁ ଟ୍ରକରେ ଚଢି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାଦ୍ୱାରା ଘରେ ଲୋକମାନେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ବୁଲୁଥିବାର ଦେଖାଯାଇଛି। ରାସ୍ତାରେ ହାତୀ, ବାଘ ଓ ସିଂହ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ସେହିପରି ହାଇଦ୍ରାବାଦରେ...

ranchi
କରୋନା ମୁକାବିଲାରେ ସଫଳ ହୋଇଛି ଏହି ସହର

ରାଞ୍ଚି: କରୋନା ଭାଇରସ ଯୋଗୁ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ।  ଭାରତରେ ବି ଏହି ମହାମାରୀ ନିଜର କାୟାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। କିପରି ଏହି ମହାମାରୀଠୁ ରକ୍ଷା ପାଇବେ, ସେନେଇ ବ୍ୟବସ୍ଥା କରାଯାଉଛି। କିନ୍ତୁ ଏଭଳି ସମୟରେ...

bus
ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା, ୬ ଗୁରୁତର

ଲକ୍ଷ୍ନୌ: ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଉପାୟମାନ ଅବଲମ୍ୱନ କରୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କ ଏକ ବସ୍‌ ଉତ୍ତରପ୍ରଦେଶର...

manmit
ଲକ୍‌ଡାଉନ୍‌ରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କଲେ ବଲିଉଡର ଟେଲି ଅଭିନେତା

ମୁମ୍ୱାଇ: ଟିଭି ଅଭିନେତା ସଚିନ କୁମାରଙ୍କ ମୃତ୍ୟୁ ଏବଂ କିଛି ମାସ ପୂର୍ବରୁ ଟିଭି ଅଭିନେତା କୁଶଲ ପଞ୍ଜାବୀଙ୍କ ଆତ୍ମହତ୍ୟା ପରେ ମୁମ୍ବାଇର ଟିଭି ଜଗତରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅନେକ ସିରିଏଲରେ ପଞ୍ଜାବୀ  ଓ ଶିଖ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମନମିତ୍...