ଭୁବନେଶ୍ୱର : ସମ୍ବଲପୁର ଯାଏ ସଂପ୍ରସାରିତ ହୋଇଛି ଗଣ୍ଡୱାନା ଏକ୍ସପ୍ରେସ୍। ସମ୍ବଲପୁରବାସୀଙ୍କୁ ଏହା କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଭେଟି ବୋଲି ଆଲୋଚନା ହେଉଛି। ଝାରସୁଗୁଡ଼ା ରୋଡ୍ ଦେଇ ଗଣ୍ଡଓ୍ୱାନା ଏକ୍ସପ୍ରେସ ସମ୍ବଲପୁର ଆସିବ। ଏନେଇ ଭୁବନେଶ୍ୱରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘୋଷଣା କରିଛନ୍ତି। ପୂର୍ବରୁ ଗଣ୍ଡଓ୍ୱାନା ଏକ୍ସପ୍ରେସ୍...
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ତିମିରିଆ ଗାଁରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଗତକାଲି ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। କିଛି ଦୁର୍ବୃତ୍ତ ମଦ୍ୟପାନ କରି ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିବା ଲୋକେ କହିଛନ୍ତି। ଏହି ଘଟଣାକୁ ନେଇ ତିମିରିଆ ଗାଁରେ ଉତ୍ତେଜନା...
ଭୁବନେଶ୍ୱର: ଓଡ଼ିଶାରେ ରେଲୱେର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟ୍ରେ ଯଥେଷ୍ଟ ଅର୍ଥ ପ୍ରଦାନ କରୁଛନ୍ତି। ତେବେ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ପରିମାଣର ଜମି ଯୋଗାଉ ନାହାନ୍ତି। ଭୁବନେଶ୍ୱର ରେଲୱେ ପ୍ରେକ୍ଷାଳୟରେ ଉଭୟ ରେଲୱେ ଏବଂ ସଂଚାର ମନ୍ତ୍ରାଳୟର ବିଭିନ୍ନ ଯାତ୍ରୀ ସେବା ଓ...
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତରେ ଥିବା ଆମପାଣି ଘାଟିରେ ଏକ ଚଳନ୍ତା ଟାଟା ମ୍ୟାଜିକ୍ରେ ନିଆଁ ଲାଗି ଯାଇଛି। ତେବେ ଗାଡ଼ିରେ ଥିବା ୧୦ରୁ ଅଧିକ ଯାତ୍ରୀ ଡେଇଁ ପଡ଼ିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଛି। ଗାଡ଼ିଟି ଘାଟି ଚଢ଼ୁଥିବା ବେଳେ ହଠାତ୍ ନିଆଁ...
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଇଥାଡ଼ିହରେ ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁନି ଗୋଛାୟତ। ତାଙ୍କ ଘର ନଦୀଗାଁ ପଞ୍ଚାୟତ ପାଟଣା ଗାଁରେ ବୋଲି ଜଣାପଡ଼ିଛି। ସେ ଗାଁର ଗୋଠପଡ଼ିଆ ନିକଟରେ ଥିବା ଏକ ଇଟାଭାଟିରେ କାମ...
ଭୁବନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ହ୍ୟୁମାନଙ୍କ ସହ ଅନ୍ୟ ଦଳର ଆଉ କିଛି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ଦଳ ଅଧିକ...
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଆଜି ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସେ ଭୁବନେଶ୍ୱର ରେଳବାଇ ପ୍ରେକ୍ଷାଳୟରେ ବିଏସ୍ଏନଏଲ୍ ଓ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନଠାରେ...
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଅସୁରା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାର ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଡମ୍ପରକୁ ‘ଡଲଫିନ୍’...