ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିବା ରାଜଭବନ ସୂତ୍ରରୁ ସୂଚନା ଦିଆଯାଇଛି। କିଛି ବ୍ୟସ୍ତ, ବିବ୍ରତ ହେବାର ନାହିଁ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତିରେ ରାଜ୍ୟପାଳ ହସ୍ପିଟାଲରେ ରହିବେ ଓ...
ଆସ୍କା: ଗୋଟିଏ ପରିବାରର ୩ ଜଣଙ୍କ ମୁଣ୍ଡ ନେଲା କରୋନା। ଗୋଟିଏ ପରିବାର ବାପା, ମା ଓ ପୁଅର ମୃତ୍ୟୁ କରୋନା ଯୋଗୁଁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନଏସିରେ। ସୂଚନା ଅନୁସାରେ ଏହି ଅଞ୍ଚଳରେ ରହୁଥିବା ଏକ ପରିବାର ଲୋକଙ୍କ ଠାରୁ...
କନ୍ଧମାଳ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ମୃତ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ପୋଲିସ ସହ ମୁହାଁମୁହିଁ ବେଳେ ୨ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ନକ୍ସଲଙ୍କ ଉପସ୍ଥିତି ସୂଚନା ପାଇ ପୋଲିସ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ଉଭୟ ଓଡ଼ିଶା ପୋଲିସର...
ଭୁବନେଶ୍ୱର: ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ବି ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ। ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ଚାହିଁଲେ ହୋମ୍ ଆଇସୋଲେସନ୍ରେ ରହିପାରିବେ। ତେବେ ଏମାନଙ୍କର ଅନ୍ୟ କୌଣସି ଜଟିଳ ରୋଗ ନଥିଲେ ହିଁ ହୋମ୍ ଆଇସୋଲେସନ୍କୁ ଅନୁମତି ଦିଆଯାଇପାରିବ। ଏନେଇ SRCଙ୍କ...
ଫୁଲବାଣୀ: ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଆହ୍ୱାନ। କନ୍ଧମାଳରେ ମାଓ ମୁକାବିଲା ସମୀକ୍ଷା କରିବା ଅବସରରେ ପୋଲିସ ଡିଜି ଅଭୟ ଏଭଳି ଆହ୍ୱାନ ଦେଇଛନ୍ତି। କନ୍ଧମାଳରେ ମାଓ ମୁକାବିଲା ପୋଲିସ ଡିଜି ଅଭୟ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟସ୍ରୋତକୁ ଆସନ୍ତୁ,...
ଧର୍ମଗଡ଼: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବତୀଙ୍କ ପ୍ରତାରଣା। ପ୍ରେମିକା ବିବାହ ପାଇଁ ଜିଦ୍ କରିବାରୁ ପୋଲ ତଳକୁ ଠେଲିଦେଲା ପ୍ରେମିକ। ସୌଭାଗ୍ୟ କ୍ରମେ ପ୍ରେମିକା ବଞ୍ଚିଯାଇଛି ସତ ହେଲେ ଘଟଣାର ୧୦ ଦିନ ପରେ ବି ଅଭିଯୁକ୍ତର ଟେର ପାଉନି ପୋଲିସ। ଏପଟେ ନ୍ୟାୟ ପାଇଁ...
ଭୁବନେଶ୍ୱର: ରାଜଧାନୀରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ୨୦୭ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କେଉଁ ଅଞ୍ଚଳରେ ହେଲେ ଚିହ୍ନଟ:- ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫...
ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହେଲେ ଆଉ ୮୦୮ ଜଣ। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୫,୨୦୦ରେ ପହଞ୍ଚିଛି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଆକ୍ରାନ୍ତ ସୁସ୍ଥ...
କଟକ: ଆଜି କଟକ ସହରରୁ ଆଉ ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ରୁ ୭୫ ହୋମ୍ କ୍ୱାରେଣ୍ଟିନ ରହିଥିବା ବେଳେ ୩ ଜଣ ସରକାରୀ କ୍ୱାରେଣ୍ଟିନ୍ ଓ ଅନ୍ୟ ଜଣେ ପେଡ୍ କ୍ୱାରେଣ୍ଟିନ୍ରେ ରହିଛନ୍ତି। ୧୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କେଉଁ ଅଞ୍ଚଳରୁ ଚିହ୍ନଟ:- ଲୋକାଲ୍...
ଭୁବନେଶ୍ୱର: ପ୍ଲାଜମା ଦାନ କଥା ଆରୋଗ୍ୟଙ୍କୁ ବୁଝାଇବେ ମନ୍ତ୍ରୀ। ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀମାନେ ଜିଲ୍ଲା ବୁଲି କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ ପାଇଁ କହିବେ। କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ:- ନିରଞ୍ଜନ ପୂଜାରୀଙ୍କୁ ପୁରୀ,...
ଭୁବନେଶ୍ୱର: କରୋନା ଡ୍ୟୁଟି କରିବେ ପୋଷ୍ଟ ପିଜି ଡାକ୍ତର। ମହାମାରୀର ମୁକାବିଲା ଦିଗରେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପିଜି ପାସ୍ କରିବା ପରେ ଏବେ ୪୪୭ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଏବଂ ପେରିଫେରିରେ ଚୁକ୍ତିଭିତ୍ତିରେ ଦୁଇବର୍ଷିଆ...
ଭୁବନେଶ୍ୱର: ଘରେ ରହି କରୋନା ରୋଗୀ ହେଲେ ସୁସ୍ଥ। ହୋମ୍ ଆଇସୋଲେସନରେ ଥିବା ୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି BMC କମିଶନର। କୋଭିଡ୍ ସମୀକ୍ଷା ପରେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ ରାଜଧାନୀରେ କୋଭିଡ୍ ଟେଷ୍ଟ...
ବ୍ରହ୍ମପୁର: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନିଜ ଲକ୍ଷଣ ଲୁଚାନ୍ତୁନି, ନିୟମ ମାନନ୍ତୁ। ସବୁ କରୋନା ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରନ୍ତୁ। ସହଯୋଗ କଲେ କରୋନା ନିଶ୍ଚିତ ହାରିବ, ଆମେ ନିଶ୍ଚିତ ଜିତିବା। ଆମ ପରିଶ୍ରମ, ଉଦ୍ୟମର ଫଳ ନିଶ୍ଚିତ ଭାବେ ୧୫ ଦିନ ଭିତରେ ଦେଖିବା...
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୬୨ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୪୯ ରହିଛି। ଏଯାଏ ସହରରୁ ୧୮୨୮ ସଂକ୍ରମିତ ହୋଇଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୮୬୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୯୫୨ ଆକ୍ରାନ୍ତ ବିଭିନ୍ନ...
କଟକ: କଟକରୁ ଆଉ ୩୫ ପଜିଟିଭ ଚିହ୍ନଟ। କଟକ ସହରରୁ ଆଜି ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ସରକାରୀ, ୨୬ ହୋମ୍ କ୍ୱାରେଣ୍ଟିନ ଓ ୩ ଲୋକାଲ୍ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍ସି। କେଉଁ ଅଞ୍ଚଳରୁ ହେଲେ...
ଭୁବନେଶ୍ୱର: ରାଜଧାନୀରେ ୫୫୪ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ଆଉ ୧୫ଶହ କୋଭିଡ୍ ବେଡ୍ ବଢିବ। ବସ୍ତି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରାଯାଇଛି ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟବେକ୍ଷକ ଅନୁ ଗର୍ଗ। ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇଛନ୍ତି...
ଭୁବନେଶ୍ୱର: ଏବେବି ବିପଦମୁକ୍ତ ରହିଛି ବସ୍ତି ଅଞ୍ଚଳ। ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି। ବସ୍ତି ଅଞ୍ଚଳରୁ...
ଭୁବନେଶ୍ୱର: କରୋନା ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ। ଧର୍ମୀୟ ବ୍ୟବସ୍ଥାରେ ହେବ ଶବ ସତ୍କାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ SRC। ସମ୍ମାନର ସହ ମୃତଦେହ ନେବା ପାଇଁ ଅନୁମତି ସକାଶେ କହିଛନ୍ତି। ମୃତଦେହ ନ ଛୁଇଁ ନିଜ ନିଜର ଧର୍ମୀୟ...
ଭୁବନେଶ୍ୱର: ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୫,୯୨୮କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ...