ବ୍ରହ୍ମଗିରି: ନାଟକୀୟ ଢଙ୍ଗରେ ପ୍ରେମିକାଙ୍କୁ ହତ୍ୟା। ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ। ଯୁବତୀଙ୍କୁ ହତ୍ୟା ପରେ ପୋଖରୀ ହୁଡ଼ାରେ ପ୍ରେମିକ ପୋତି ଦେଇଥିବା ଅଭିଯୋଗ। ପୋଖରୀ ହୁଡ଼ାରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ। ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ୍। ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ ଗତ...
ଭୁବନେଶ୍ୱର: କରୋନା ମହାମାରୀ ବିରୋଧରେ ସବୁଠୁ ଶକ୍ତିଶାଳୀ ଅସ୍ତ୍ର। ଦୈନିକ ବହୁ ଅମୂଲ୍ୟ ଜୀବନ ନେଉଥିବା କୋଭିଡ୍ ଦାନବର ପ୍ରତିରୋଧ ପାଇଁ ସବୁଠୁ ବଡ଼ ଢାଲ। ଗଲା କିଛି ଦିନ ଭିତରେ ରାଜ୍ୟରେ ୧୩ ଗୁରୁତର ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଂପୂର୍ଣ ସୁସ୍ଥ ଓ ଅନ୍ୟମାନଙ୍କୁ ବି ନିଶ୍ଚିତ...
ଭୁବନେଶ୍ୱର: ନିଲମ୍ବିତ ହେଲେ କଳାହାଣ୍ଡି ଡେପୁଟି କଲେକ୍ଟର OAS ଅନୀଶା ଦାସ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବଙ୍କ ଦ୍ୱାରା ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଆଗାମୀ ଆଦେଶ ଯାଏ ସେ ଜିଲ୍ଲା ମୁଖ୍ୟାଳୟରେ ରହିବେ।...
କଟକରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କଟକ ସହରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୧୧, ପେଡ୍ କ୍ୱାରେଣ୍ଟିନରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ହୋମ୍ କ୍ୱାରେଣ୍ଟିନରୁ ୩୬ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୮ ଜଣ...
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୧୦୪ ଓ ଲୋକାଲ କେସ୍ ୫୯ ରହିଛି। ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୯୧ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି BMC। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- କେବଳ ଭରତପୁର ଅଞ୍ଚଳରୁ...
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୬୪ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ୧୬, ୭୯୨ କରୋନା ଆକ୍ରାନ୍ତ ସୁସ୍ଥ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୪୩୨...
କଟକ: ମହାମାରୀ କରୋନା ବିରୋଧି ଲଢେଇରେ ଚିକିତ୍ସା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବାସ୍ତବରେ ଏହାର କେତେ ସୁଫଳ ମିଳୁଛି, ତାଙ୍କର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏସ୍ସିବି ଆଇସୋଲେସନ୍ ୱାର୍ଡରୁ ଆସିଛି ଅବ୍ୟବସ୍ଥାର ଏଭଳି ଚିତ୍ର। ଯାହା ନଦେଖିଲେ ଆପଣ ବିଶ୍ୱାସ...
ଭୁବନେଶ୍ୱର: ତାସ, କ୍ରିକେଟ, ଭଲିବଲ ଖେଳିଲେ ଏତଲା ହେବ ଓ ୧୪ ଦିନିଆ କ୍ୱାରେଣ୍ଟିନ୍ରେ ରଖାଯିବ। ସେହିପରି ଦୋକାନୀ ୫ଟି ନମାନିଲେ ମାସେ ପାଇଁ ଦୋକାନକୁ ବନ୍ଦ କରାଯିବ। ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଗଞ୍ଜାମ...
କଟକ: କଟକ SCBରେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ସୂଚନା ଦେଲେ ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା। ସେ କହିଛନ୍ତି ଯେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି। ୩୦ ବୋତଲ ପ୍ଲାଜମା ବିଭିନ୍ନ କୋଭିଡ୍...
ଭୁବନେଶ୍ୱର: ରାଜଧାନୀରେ ଜଟିଳ ରୂପ ଧାରଣ କଲାଣି କରୋନା। ଚିନ୍ତା ବଢାଉଛି ଲୋକାଲ କେସ୍। ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।...
ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଅଭିନେତ୍ରୀ ଦୀପା ସାହୁ। ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନ୍ସରରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଶତାଧିକ ଆଲବମରେ ଅଭିନୟ କରି ସେ ଚର୍ଚ୍ଚିତ ଥିଲେ। କିଛି...
ଭୁବନେଶ୍ୱର: ଭୁବନେଶ୍ୱର ସମ୍ ହସ୍ପିଟାଲରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ତଥା କୋଭାକ୍ସିନ୍ ଟୀକା ପରୀକ୍ଷଣ ମୁଖ୍ୟ ଡାକ୍ତର ଇ. ଭେଙ୍କଟରାଓ। ଓଡ଼ିଶାରେ ଆରମ୍ଭ ହୋଇଛି କୋଭାକ୍ସିନର ହ୍ୟୁମନ୍ ଟ୍ରାଏଲ। ଭୁବନେଶ୍ୱର ସମ୍ ହସ୍ପିଟାଲ୍ରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ...
କଟକ: କଟକ ସହରରେ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କ୍ୱାରେଣ୍ଟିନ, ୬ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସିଏମ୍ସି। କେଉଁ ଅଞ୍ଚଳରୁ କେତେ:- ଖଟବିନ ସାହିରୁ ଆଜି ଆଉ ୨୮ କରୋନା ଆକ୍ରାନ୍ତ ଚିହ୍ନଟ...
ବ୍ରହ୍ମପୁର: ହଜିଗଲା ମାନବିକତା, ଭୁଲି ଗଲେ କର୍ତ୍ତବ୍ୟ। କରୋନା ଡର ଏତେ ଘାରିଲା, ଗୁରୁତର ରୋଗୀଙ୍କୁ ବି ନେବାକୁ ଅମଙ୍ଗ ହେଲେ ଆମ୍ବୁଲାନ୍ସ ଡ୍ରାଇଭର୍। ଏ କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଇଲାକା ନୁହେଁ ବ୍ରହ୍ମପୁର ସହରର ପ୍ରହଲ୍ଲାଦ ନଗରରେ ଘଟିଛି ଏଭଳି ହଦୃୟ ବିଦାରକ ଘଟଣା। ମଧୁମେହରେ...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୭,୩୭୩କୁ ବୃଦ୍ଧି ହୋଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୧୬୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୭୭, ଗଜପତି ୪୩, କଟକ...