• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

cure
ଦିନକରେ ସୁସ୍ଥ ହେଲେ ୮୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୮୭୮ କରୋନା ଆକ୍ରାନ୍ତ। ଗଂଜାମରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୮,୯୩୮କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ...

letter
'ବାଜପେୟୀ ଶୁଭ ଦେଇଥିଲେ, ମୋଦି ଉଦ୍‌‌ଘାଟନ କରନ୍ତୁ'

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ହରିଦାଶପୁର-ପାରାଦୀପ ମଧ୍ୟରେ ୮୨ କିଲୋମିଟର ରେଳପଥ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବା ପରେ ଏହି ପ୍ରକଳ୍ପର ଉଦଘାଟନ ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ...

labanya
କୋଭିଡ୍ କଟକଣା ସହ ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଭୁବନେଶ୍ୱର ୟୁନିଟ୍-୩ ପଡ଼ିଆରେ ପାଳନ ହେବ ସ୍ୱାଧୀନତା ଦିବସ। ସୀମିତ ସଂଖ୍ୟକ ଲୋକ ଓ କୋଭିଡ ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେବ ଏହି ଦିବସ। ପୋଲିସ ବାହିନୀ ତରଫରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯିବ।...

home
କରୋନା ସଂକ୍ରମଣକୁ ରୋକିପାରିବ କି ହୋମ୍ ଆଇସୋଲେସନ?

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପଡୁଛି ଅଧିକ ଚାପ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି। ଫୋକସ୍‌ରେ ରହିଛି ହୋମ ଆଇସୋଲେସନ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାକୁ ଲାଗୁ...

Untitled-1
ସୁଶାନ୍ତ ମୃତ୍ୟୁ ମାମଲା: CBIକୁ ଦେବାକୁ ମନା କଲା 'ମହା' ସରକାର

ମୁମ୍ବାଇ: ସୁଶାନ୍ତ ମୃତ୍ୟୁକୁ ନେଇ ଏବେ ବି ସସ୍‌ପେନ୍ସ ଲାଗି ରହିଛି। କେବେ ଖୋଲିବ ଏହି ଚର୍ଚ୍ଚିତ ଘଟଣାର ଗୁମର, ତା ଉପରେ ସାରା ଦେଶବାସୀଙ୍କ ନଜର। କିନ୍ତୁ ଏହି ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ତଦନ୍ତକୁ ନେଇ ଉଠିଛି ଅନେକ ପ୍ରଶ୍ନ। ସୁଶାନ୍ତ ମୃତ୍ୟୁ ଘଟଣାକୁ...

PRASUTI
ପ୍ରସୂତି ମୃତ୍ୟୁରୁ ମେଡିକାଲ୍‌ରେ ଉତ୍ତେଜନା

ବଲାଙ୍ଗିର: ପ୍ରସୂତି ମୃତ୍ୟୁରୁ ମେଡିକାଲ୍‌ରେ ଉତ୍ତେଜନା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପ୍ରସୂତି ମୃତ୍ୟୁରୁ ଉତ୍ତେଜନା ଦେଖାଦେଇଛି। ଜଣେ ପ୍ରସୂତୀଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲର ଓ୍ୱାର୍ଡ ସମ୍ମୁଖରେ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକେ। ଗତକାଲି ମାଳଗୋଦାମ ପଡାର...

myt
ସୀମାରେ ଗୁଳିମାଡ଼, ୩ ଯବାନ ସହିଦ

ମିଆଁମାର: ଉଗ୍ରବାଦୀ ଆକ୍ରମଣରେ ୩ ଯବାନ ସହିଦ, ୪ ଜଣ ଗୁରୁତର। ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ-୪ର ୩ ଯବାନ ସହିଦ ହୋଇଛନ୍ତି। ୪ ଗୁରତର ଭାବେ ଆହତ ହୋଇଛନ୍ତି। The terrorists first carried out an IED blast and then fired at the...

supreme
ସୁପ୍ରିମ୍‌କୋର୍ଟ ଗଲେ ସୁଶାନ୍ତଙ୍କ ବାପା

ମୁମ୍ବାଇ: ସୁପ୍ରିମ୍‌କୋର୍ଟ ଗଲେ ସୁଶାନ୍ତଙ୍କ ବାପା। ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟରେ କ୍ୟାଭେଟ ପିଟିସନ କଲେ ସୁଶାନ୍ତଙ୍କ ବାପା କେ.କେ ସିଂହ। ରିଆ ଚକ୍ରବର୍ତ୍ତୀଙ୍କ ପିଟିସନକୁ ଚାଲେଞ୍ଜ କରି କ୍ୟାଭେଟ କଲେ ସୁଶାନ୍ତଙ୍କ ବାପା। ସୁଶାନ୍ତଙ୍କୁ ରିଆ ହିଁ ଆତ୍ମହତ୍ୟା ପାଇଁ ଉସୁକାଇଥିବା...

admission
କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ନାମଲେଖା? ଜାଣନ୍ତୁ...

ଭୁବନେଶ୍ୱର: ରାଜ୍ୟରେ ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ ଓ...

cuttack-coorna
କଟକ ସହରରୁ ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ସହରରେ ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭ ହୋମ୍‌ କ୍ୱାରେଣ୍ଟିନ୍‌ ରହିଛି। ୨ ଟି ସରକାରୀ କ୍ୱାରେଣ୍ଟିନ୍‌ ଓ ୬ ଟି ଲୋକାଲ କଣ୍ଟାକ୍ଟ ରହିଛି। ଏମାନଙ୍କୁ ୫୫କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୪କୁ ବୃଦ୍ଧି ପାଇଛି। ଏ ନେଇ...

ଭୁବନେଶ୍ୱରରୁ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୯ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ୍ ରହିଚି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:- ଏକ ଘରୋଇ ହସ୍ପିଟାଲରୁ ୭ ଆକ୍ରାନ୍ତ...

rod2
ଖେଳୁ ଖେଳୁ ୪ ବର୍ଷର ପିଲା ପାଟିରେ ପଶିଗଲା ଲୁହା ରଡ୍

ବ୍ରହ୍ମପୁର:  ଖେଳୁ ଖେଳୁ ଛୋଟ ପିଲାର ପାଟିରେ ପଶିଗଲା ରଡ୍‌। ଏଭଳି ଅଭାବନୀୟ ଘଟଣା ଘଟିଛି କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ। ଏହି ଗ୍ରାମର ଯଜ୍ଞସିନୀ ଗୌଡ଼ ନାମକ ଜଣେ ମହିଳାଙ୍କ ୪ ବର୍ଷର ପୁଅ ଖେଳୁଥିଲେ। ଖେଳୁଥିବା ସମୟରେ ଅସାବଧାନତା ବଶତଃ ପାଟିରେ ଲୁହା ରଡ୍ ପଶି...

commouniytrn
ଚିକିତ୍ସାରେ ଅବହେଳା, ଜୀବନ ହାରିଲେ ଯୁବକ

କନ୍ଧମାଳ: ଚିକିତ୍ସା ଅବହେଳା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। କନ୍ଧମାଳ ଜିଲ୍ଲା କ୍ରିଟାଙ୍ଗିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଗାଁର ଅଂଶୁମାନ ନାୟକ ନାମକ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ଧରି ଚିକିତ୍ସା...

amita-saha
ଶାହାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଜୟନ୍ତ

ଭୁବନେଶ୍ୱର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଜୟନ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇ...

river
ମହାନଦୀରେ ଭାସିଗଲେ ୩ ଭାଇଭଉଣୀ

କଟକ: ମହାନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ। କଟକ ବାଙ୍କୀ ସୁନାଦେଈ ନିକଟରେ ବାଳିକା ଜଣକ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନା ଅନୁଯାୟୀ, ସୁନାଦେଈ ନିକଟରେ ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ୩ ଭାଇଭଉଣୀ। ହେଲେ ସ୍ଥାନୀୟ ଲୋକେ...

rover
ଚନ୍ଦ୍ରପୃଷ୍ଠରେ ଠାବ ହେଲା ପ୍ରଜ୍ଞାନ!

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନର ୧୦ ମାସ ପରେ ପୁଣି ଚର୍ଚ୍ଚାରେ ରୋଭର୍ ପ୍ରଜ୍ଞାନ। ବିକ୍ରମ୍ ଲ୍ୟାଣ୍ଡର ଧ୍ୱଂସ ହେବା ସତ୍ତ୍ୱେ, ଚନ୍ଦ୍ରପୃଷ୍ଠରେ ରୋଭର୍ ପ୍ରଜ୍ଞାନ କିଛି ବାଟ ଗଡ଼ିଥିଲା ବୋଲି ଦାବି କରିଛନ୍ତି ଚେନ୍ନାଇର ଜଣେ ଯୁବ ଇଞ୍ଜିନିୟର୍ ସାନମୁଗା ସୁବ୍ରମଣ୍ୟମ। ନାସା ଦ୍ୱାରା ଉଠାଯାଇଥିବା ଫଟୋରୁ ରୋଭର୍...

rainfall
ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷିବ!

ଭୁବନେଶ୍ୱର: ଏଯାବତ ଓଡ଼ିଶାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ୱାସ। ଜୁନ୍ ୧ରୁ ଅଗଷ୍ଟ ୨ ମଧ୍ୟରେ ୪୮୮.୧ ମିମି ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷାର ପରିମାଣ ୫୮୬ ମିମି ରହିଥାଏ। ତେଣୁ...

cuttack
ବେହେରା ସାହି ଅସମ୍ଭାଳ! ଦିନକରେ କଟକ ସହରରେ ୮୭ ଆକ୍ରାନ୍ତ

କଟକ: କଟକ ସହରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୮୭ରୁ ୭୯ କ୍ୱାରେଣ୍ଟିନ, ୮ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ (ସିଏମ୍‌ସି)। କେଉଁ ଅଞ୍ଚଳରୁ କେତେ ଚିହ୍ନଟ: ୮୭ରୁ କେବଳ ମାଲଗୋଦାମ...

rakha
ଏଇ ଥିଲା ଶେଷ ରାଖୀ, ଅଧା ରହିଗଲା କଥା

ସୋର: କେତେ ନିର୍ଦ୍ଦୟ ଏ ଦଇବ! କିଏ ଜାଣିଥିଲା ହସଖୁସିରେ ଉଛୁଳି ପଡୁଥିବା ଘର ମୁହୂର୍ତ୍ତକ ଭିତରେ କାନ୍ଦ ବୋବାଳିରେ ଫାଟିଯିବ। ଭାଇ ହାତରେ ଭଉଣୀ ରାଖୀ ବାନ୍ଧିବା ବେଳେ ବୋଧହୁଏ ସେମାନେ ଜାଣିନଥିଲେ ଏଇ ଥିଲା ଶେଷ ରାଖୀ, ଆଉ ଏଇଠୁ ହିଁ ଅଧା ରହିଯିବ କଥା।...

bbsr
ଭୁବନେଶ୍ୱରରୁ ଆଉ ୮୯ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୮୯ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୬୫ କ୍ୱାରେଣ୍ଟିନ ଏବଂ ୨୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ (ବିଏମ୍‌ସି)। କେଉଁ ଅଞ୍ଚଳରୁ କେତେ:- ଆଇଗିଣିଆ ଆଳୁଗଦିରୁ ଆଉ ୧୭ ପଜିଟିଭ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।