ଭୁବନେଶ୍ୱର: କର୍କଟ ରୋଗ ପାଇଁ ଅକାଳରେ ଝଡ଼ିଗଲେ ଆଲବମ୍ କୁଇନ୍ ଦୀପା ସାହୁ। ୨ ବର୍ଷରୁ ଅଧିକ ସମୟ ଧରି କର୍କଟ ସହ ନିରବଚ୍ଛିନ୍ନ ଲଢେଇ ପରେ ୩୮ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଓଡ଼ିଶା ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ। ଅଭିନେତ୍ରୀ...
ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍। ଶୂନଶାନ୍, ଖାଁ ଖାଁ କ୍ୟାପିଟାଲ୍। ହେଲେ ଏହି କୋଳାହଳ ଶୂନ୍ୟ ସହରରେ କିନ୍ତୁ ସକ୍ରିୟ ଅପରାଧୀ ଗନ୍ ପଏଣ୍ଟରେ ଲୁଟ୍ ତ କରୁଛନ୍ତି, ତାସହ ଘର ଭିତରେ ପଶି କରୁଛନ୍ତି ମରଣାନ୍ତକ ଆକ୍ରମଣ। ରବିବାର ସକାଳ ପ୍ରାୟ ୭ଟା। ଖାରବେଳ ନଗର ଥାନା ଅନ୍ତର୍ଗତ...
ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍। MDM(ମିଡ୍ ଡେ ମିଲ୍) ରାସନ୍ ସହ ପିଲାଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ଯୋଗାଇବେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ MDMର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ। ପିଲାଙ୍କୁ ଆଇରନ୍ ଫୋଲିକ୍...
ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକାଙ୍କ ମୃତଦେହ ମିଳିବା ପରେ ଏନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାରଲୋକେ। ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି ମୃତକଙ୍କ ବାପା। ସେହିଭଳି ଭଉଣୀ ମଧ୍ୟ ଏନେଇ ସନ୍ଦେହ ପ୍ରକାଶ କରିବା ସହ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ମୃତ ନାବାଲିକାଙ୍କ ଭଉଣୀ କହିଛନ୍ତି...
ବଲାଙ୍ଗିର: ବଲାଙ୍ଗିରରେ ବଜ୍ରାଘାତ ଘଟି ୩ ଜଣଙ୍କ ମୃତ୍ୟୁ। ମୃତକ ତିନିଜଣ ମହିଳା ଅଟନ୍ତି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଚାଷ କାମ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଯାଇଛି। ତେବେ ସୌଭାଗ୍ୟବଶତଃ ଅନ୍ୟ ୧୦...
କଟକ: କଟକ ସହରରେ ଆଉ ୪୧ କରୋନା ଆକ୍ରାନ୍ତ ଚିହ୍ନଟ। ୪୧ ମଧ୍ୟରୁ ୩୯ କ୍ୱାରେଣ୍ଟିନ ଓ ୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କେଉଁ ଅଞ୍ଚଳରୁ ଲୋକାଲ କେସ୍: ଦିୱାନ ବଜାରରୁ ଆଉ ୧୫ କରୋନା...
ଭୁବନେଶ୍ୱର: ଓଡ଼ିଶାରେ ବଢ଼ି ନାହିଁ ବାଘ ସଂଖ୍ୟା। ୨୦୧୪ରୁ ଏବେ ଯାଏ ବାଘ ବଢ଼ି ନାହାନ୍ତି। ୨୦୧୮ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ରିପୋର୍ଟ ଅନୁସାରେ ଦେଶରେ ରହିଛନ୍ତି ୨ ହଜାର ୯୬୭ଟି ବାଘ। ୨୦୧୪ରେ ୨...
ପୁରୀ: ପାଠ ପଢୁଥିଲା ବେଳେ ବ୍ଲାଷ୍ଟ ହେଲା ମୋବାଇଲ। ଅନ୍ଲାଇନ୍ରେ ପାଠପଢା ଚାଲୁଥିବା ବେଳେ ମୋବାଇଲ ଫାଟି ଗଲା। ଏଥିରେ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳରେ। ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚଳ...
ଭୁବନେଶ୍ୱର: ଚିନ୍ତା ବଢାଇଲା ରାଜ୍ୟ ରାଜଧାନୀ, ଆଜି କରୋନା ଆକ୍ରାନ୍ତ ସଂଖ୍ୟାରେ ଭୁବନେଶ୍ୱର ଡବଲ ସେଞ୍ଚୁରୀ। ହୁ ହୁ ହୋଇ ବଢୁଛି ଲୋକାଲ କେସ୍। ଆଜି ଭୁବନେଶ୍ୱରରେ ଆଉ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧୫୦ ଓ ୬୫ ଲୋକାଲ କେସ୍ ରହିଛି।...
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲୁଛି କରୋନା ଆକ୍ରାନ୍ତ। ଏହାକୁ ଆଖି ଆଗରେ ରଖି ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ ଜାରି କରାଯାଉଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ ୧୦ ଦିନ ପାଇଁ ଲକ୍ଡାଉନ୍ ଜାରି କରାଯାଇଛି। କନ୍ଧମାଳ ଜିଲ୍ଲାକୁ ୧୦ ଦିନ ଲକଡାଉନ୍ ବୋଲି...
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଓ କୋଭିଡ୍ କେୟାର ସେଣ୍ଟରରେ ଖାଦ୍ୟର ମାନକୁ ନେଇ ଥମୁନି ରାଜନୀତି। ଗୋଟେ ପଟେ ରୋଗୀ ଓ ପ୍ରବାସୀଙ୍କୁ ଉତ୍ତମ ଖାଦ୍ୟ ମିଳୁଥିବା ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ଘନ ଘନ ଟ୍ୱିଟ୍ କରି ବାହାବା ସାଉଁଟିବାକୁ ପ୍ରତିଯୋଗିତା ତ ଅନ୍ୟପଟେ ଅରୁଚିକର ଖାଦ୍ୟକୁ ନେଇ...
ଭୁବନେଶ୍ୱର: ରାଜ୍ୟରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ବିଭିନ୍ନ ଡାକ୍ତରଖାନାରେ ଅଣ-କୋଭିଡ୍ ରୋଗୀ ଉପଯୁକ୍ତ ଚିକିତ୍ସା ପାଉନଥିବା ନେଇ ଆସୁଥିବା ଅଭିଯୋଗ ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୋଭିଡ୍ ସ୍ଥିତି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା।...
ଭୁବନେଶ୍ୱର: ଓଡ଼ିଶା ରେଳ ମାନଚିତ୍ରରେ ଯୋଡ଼ିହେବ କେନ୍ଦ୍ରାପଡ଼ା। ବହୁ ପ୍ରତୀକ୍ଷିତ ହରିଦାଶପୁର-ପାରାଦୀପ ନୂଆ ବ୍ରଡଗେଜ୍ ଲାଇନରେ ଖୁବଶୀଘ୍ର ଆରମ୍ଭ ହେବ ଯାତ୍ରୀ ସେବା। ଏ ନେଇ ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ୮୨ କିଲୋମିଟର...
ଝାରସୁଗୁଡ଼ା: କେବେ ଦେଖଛନ୍ତି ଭର୍ଚୁଆଲ ବାହାଘର? ଯେଉଁଠି ସାଙ୍ଗ, ସାଥୀ ଓ ପରିବାର କେହି ବି ନଥିବେ। କେବଳ ଭିଡିଓ କଲିଂ ମାଧ୍ୟମରେ ବିବାହ। ହଁ, ଏପରି ନିଆରା ଢଙ୍ଗରେ ବାହାଘର କୋଉ ବିଦେଶରେ ନୁହେଁ ବରଂ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ବର ଝାରସୁଗୁଡାରେ...
ଭୁବନେଶ୍ୱର: ମହାମାରୀ କରୋନା ସମୟରେ ଲକଡାଉନ ଓ ସଟଡାଉନ ଭିତରେ ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ବୋର୍ଡର ୨ଟି ୱେବସାଇଟ ଓ SMSରେ ମିଳିପାରିବ...
ଭୁବନେଶ୍ୱର: କରୋନା ସ୍ଥିତି ଗମ୍ଭୀର ପରେ ବିଧାୟକଙ୍କୁ ମନେ ପକାଇଲେ ସରକାର। କରୋନା ମୁକାବିଲା ଓ ପରିଚାଳନାକୁ ନେଇ ଆଜି ଅପରାହ୍ନରେ ବସିବ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ସବୁ ବିଧାୟକମାନଙ୍କୁ ନେଇ ହେବ ବୈଠକ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ...
କଟକ: କଟକ ସହରରେ ଆଜି ଆଉ ୫୬ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ କ୍ୱାରେଣ୍ଟିନ, ଅନ୍ୟ ୨ ଜଣ ଲୋକାଲ କଣ୍ଟାକ୍ଟ ରହିଛି। କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ: ଚଣ୍ଡିମନ୍ଦିର ଛକ ଖ୍ରୀଷ୍ଟିଆନ ସାହିରୁ ୨୫ ଆକ୍ରାନ୍ତ ଚିହ୍ନଟ। ମାଲଗୋଦାମ ବେହେରା ସାହିରୁ...
ଅନୁଗୋଳ: କେନାଲରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ। ଉଦ୍ଧାର କରିବାକୁ ଯାଉଥିବା ବେଳେ ଚାଲିଗଲା ଆଉ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଥାନା ଅନ୍ତର୍ଗତ ହେମସୁରପଡ଼ା ଅଞ୍ଚଳରେ। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ସେଠୀ ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି ଏକାଠି...
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ସବୁଠୁ ଶକ୍ତଶାଳୀ ଅସ୍ତ୍ର। ପ୍ଲାଜମା ଦାନ କରି ଆଶା ଦେଲେ ରାଜ୍ୟର ପ୍ରଥମ ମହିଳା। ରାଜ୍ୟର ପ୍ରଥମ ମହିଳା ଭାବେ ଏସ୍ସିବି ମେଡିକାଲର ଜଣେ ଛାତ୍ରୀ ପ୍ଲାଜମା ଦାନ କରିଛନ୍ତି। କେବଳ ସେତିକି ନୁହେଁ, ପ୍ରଥମ ମହିଳା...
ଭୁବନେଶ୍ୱର: ହୁ ହୁ ହୋଇ ବଢୁଛି ରାଜ୍ୟରେ କରୋନା ସଂକ୍ରମଣ। କରୋନା ଚେନ୍ରେ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ କରୋନା ସଂକ୍ରମଣ ବଢୁଥିବାରୁ ବଲାଙ୍ଗିର ଜିଲ୍ଲାକୁ ୪ ଦିନ ସଟଡାଉନ ଘୋଷଣା କରାଯାଇଛି। ଆସନ୍ତା ୩୧ରୁ ଅଗଷ୍ଟ ୩...