• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

crime
ଟ୍ରାକ୍ଟର ଭଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର

ବଲାଙ୍ଗିର: ଟ୍ରାକ୍ଟର ଭଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର। ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଦର୍ଲିମୁଣ୍ଡା ଗାଁରୁ। ଗାଁର ରାଉତ ଏବଂ ବନଛୋରଙ୍କର ପରିବାର ଭିତରେ ଟ୍ରାକ୍ଟର ଭଡାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉଭୟ ପରିବାରର ୫ ଜଣ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ...

amitab
ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି

ମୁମ୍ୱାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନ। ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶନିବାର ସଂଧ୍ୟାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ହସ୍ପିଟାଲର ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି। ସେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।...

jagannatha
ASIକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ, ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏନେଇ କ୍ରିଷନ କୁମାର ସେ କହିଛନ୍ତି ପଦ୍ମପାଖୁଡ଼ା ଗାଏବ...

arrest
ଗିରଫ ହେଲେ ଗୋଲ୍ଡ ସ୍ମଗଲର୍‌ ସ୍ୱପ୍ନା ସୁରେଶ

ବେଙ୍ଗାଲୁରୁ: କେରଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗିରଫ। ସ୍ୱପ୍ନାଙ୍କୁ ବେଙ୍ଗାଲୁରୁରୁ ଗିରଫ କଲା NIAର ସ୍ୱତନ୍ତ୍ର ଟିମ୍। ସ୍ୱପ୍ନାଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ହେପାଜତକୁ ନେଇଛି NIA। ସନ୍ଦୀପ ନାୟାର ନାମକ ଆଉ ଜଣେ ଅଭିଯୁକ୍ତ ମଧ୍ୟ ଗିରଫ କରାଯାଇଛି। ୧୪.୮୨ କୋଟିର...

bridge
ଓଡ଼ିଶା ଜମିରେ ବ୍ରିଜ୍ ନିର୍ମାଣ କଲା ଛତିଶଗଡ଼

ନୂଆ: ପୁଣି ଛତିଶଗଡ଼ର ଦାଦାଗିରି। ଓଡ଼ିଶା ଜମିରେ ବ୍ରିଜ୍ ତିଆରି କରି ପୁଣି ନିଜର ଦବଦବା ଜାହିର୍ କରିଛି ପଡ଼ୋଶୀ ଛତିଶଗଡ ସରକାର। ନୂଆପଡା ଜିଲ୍ଲା ସୀମାନ୍ତ ଡଙ୍ଗରିପାଲି ଗାଁ ଧାଙ୍ଗରୀନାଳ ଉପରେ ଛତିଶଗଡ ସରକାର ଏକ ବ୍ରିଜ୍ ତିଆରି କରିଥିବା ଜଣାପଡିଛି। ଏହି ବ୍ରିଜ୍ ନିର୍ମାଣ କରି...

tiger
ବାଘ ଛାଲ ଜବତ, ବେପାରୀ ଗିରଫ

ନୂଆପଡ଼ା: ପୁଣି ଥରେ ସକ୍ରିୟ ବାଘ ଛାଲ ରାକେଟ୍। ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଇନ୍ଦାଗାଁରୁ ଜବତ ହୋଇଛି କଲରାପତରିଆ ବାଘର ଛାଲ। ଛତିଶଗଡ଼ ପୋଲିସ୍ ଓ  ବନ ବିଭାଗର ମିଳିତ ଚଢ଼ାଉ ପରେ ଏହି ବାଘ ଛାଲ ଜବତ ହୋଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ...

late
'ସାମାଜିକ ଦୂରତା ମାନୁନାହାନ୍ତି, ରାଜଧାନୀ ପାଇଁ ଏବେ ୩ ଚ୍ୟାଲେଞ୍ଜ'

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା କ୍ଷେତ୍ରରେ ଏବେ ତିିନିଟି ଚ୍ୟାଲେଞ୍ଜ। ହଟସ୍ପଟ୍‌, ହସ୍ପିଟାଲ୍ ଏବଂ ସାମାଜିକ ଦୂରତା। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନ୍‌ର ପ୍ରେମଚନ୍ଦ୍ର ଚୌଧୁରୀ। ହଟସ୍ପଟ୍:- ହଟସ୍ପଟ୍ ଜିଲ୍ଲାରୁ ଲୋକେ ରାଜଧାନୀକୁ ଆସୁଛନ୍ତି। ଯାହା ଫଳରେ ଏବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ...

cure
ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୮୩୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ...

DUTEEE
'ଦୂତୀ କଥାକୁ ମୁଁ ଖୁଲାସା କରିବି'

ଭୁବନେଶ୍ୱର: ପୁଣି ଥରେ ଦୁଇ ଆଥଲେଟ୍‌ ଭଉଣୀଙ୍କ କଳିକୁ ନେଇ ଚର୍ଚ୍ଚା। ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। କାରଣ ଦୂତୀ ଏବେ ବଡ଼ ଭଉଣୀ ସରସ୍ୱତୀଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁ ଘଟଣା...

viral
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଯୁବତୀଙ୍କ ସହ ସେଲଫି ନେଇ ଅଡୁଆରେ ଦୁଇ ଅଧିକାରୀ

ବାଲିଗୁଡା: କ୍ୱାରେଣ୍ଟିନ ସେଣ୍ଟରରେ ସେଲ୍‌ଫି ନିଶା। ପ୍ରବାସୀ ଯୁବତୀଙ୍କ ସହ ଫଟୋ ଉଠାଇଲେ ଦାୟିତ୍ୱରେ ଥିବା ଦୁଇ ଅଧିକାରୀ। ସେଲଫି ଉଠାଇବା ବେଳର ଫଟୋ ଏବେ କନ୍ଧମାଳ ଜିଲ୍ଲାରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ଘଟଣା ଘଟିଛି ଜିଲ୍ଲାର...

check
କରୋନା ହଟ‌ସ୍ପଟ୍‌ ଜିଲ୍ଲାରେ ବିରାଟ ଯଜ୍ଞ କଲେ ଜନପ୍ରତିନିଧି

ଛତ୍ରପୁର: କରୋନା କଟକଣା ଭାଙ୍ଗି ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ। ପୋଲସରା ବ୍ଲକ ଜା.ଡେଙ୍ଗାପଦର ପଞ୍ଚାୟତ ନାଏବ ସରପଞ୍ଚ ଗିରଫ ହୋଇଛନ୍ତି। ମର୍ଦ୍ଦରାଜପୁର ଗାଁରେ ୫ ଶହ ଲୋକଙ୍କୁ ନେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ କରାଇଥିଲେ ଏହି ଜନପ୍ରତିନିଧି। ଏହାସହ ଗିରଫ ନାଏବ...

take
ମହାନଦୀ ଜଳ ବିବାଦ: ପକ୍ଷ ରଖିଲେ ଓଡ଼ିଶା ସମେତ ୪ ରାଜ୍ୟ

ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ବେଳେ ଆଜି ହୋଇଛି ISSUE SETTELMENT। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜବାବ ସୁଆଲ ପରେ ଦାଖଲ କରାଯାଇଥିବା ପ୍ରସଙ୍ଗରେ ସହମତି ହୋଇଛି।  ଯଦି କୌଣସି ପକ୍ଷର ଆପତ୍ତି ଥାଏ, ତେବେ ସେ ଟ୍ରିବ୍ୟୁନାଲକୁ ଅବଗତ କରିପାରିବେ। ଉଭୟ ପକ୍ଷ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।