• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

atm
ATM ଭାଙ୍ଗି ବନ୍ଧା ହେଲେ ୧୯ କଂଗ୍ରେସ କର୍ମୀ

କଟକ: ଭାରତ ବନ୍ଦ ପାଳନ ବେଳେ କଟକରେ ATM ଭଙ୍ଗାରୁଜା ଘଟଣାରେ ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବାଦାମବାଡ଼ି ପୋଲିସ୍। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା...

gold
ରତ୍ନପଥର ଚୋରା ଚାଲାଣ ପଛରେ ରହିଛି କିଏ?

ରାୟଗଡ଼ାରୁ ରତ୍ନପଥର ଜବତ ଘଟଣାକୁ ନେଇ ତେଜିଲା ରାଜନୀତି। ଜିତେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ନିକଟରୁ ବିପୁଳ ପରିମାଣର ରତ୍ନପଥର ଜବତ ଘଟଣାରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ରତ୍ନପଥର ଚୋରା ଚାଲାଣ ଘଟଣାରେ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କ ସଂପୃକ୍ତି ଥିବା କଂଗ୍ରେସ ଅଭିଯୋଗ...

satds
IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ଭୁବନେଶ୍ୱର: IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି। ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ କୋର୍ଟ ଖାରଜ କରିଛନ୍ତି। ମାଲକାନଗିରି SP ଥିବା ବେଳେ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ନକ୍ସଲ ଅପରେସନ୍ ପୁରସ୍କାର ରାଶିକୁ ନେଇ ହୋଇଥିଲା ବିବାଦ। ୨୦୦୭ରେ କ୍ୟାଡର୍ ମାଓବାଦୀ ଶ୍ରୀରାମୁଲୁ ଓଡ଼ିଶାର କିଛି...

co-win
କରୋନା ଟିକା ପାଇଁ Co-WIN ଆପ୍‌

ଭୁବନେଶ୍ୱର: ଟିକା ପାଇଁ ସ୍ୱତନ୍ତ୍ର ଆପ୍ Co-WIN କାର୍ଯ୍ୟକାରୀ ହେବ। ଏନେଇ ପ୍ରେସମିଟରେ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଆପ୍ ଦ୍ୱାରା ଜଣେ ଟିକା ପାଇଁ ନିଜକୁ ରେଜିଷ୍ଟ୍ରେସନ କରିପାରିବେ। ଗୋଷ୍ଠୀଗତ ରେଜିଷ୍ଟ୍ରେସନ ମଧ୍ୟ ଆପ୍ ଦ୍ୱାରା କରାଯାଇପାରିବ। ନିକଟରେ କେଉଁଠି ଟିକାକରଣ କେନ୍ଦ୍ର...

dasi
ଚିରନିଦ୍ରାରେ ରେଢାଖୋଲ ରାଜଉଆସର ଦାସୀ

ରେଢାଖୋଲ: ଚିର ନିଦ୍ରାରେ ରେଢାଖୋଲ ରାଜ ଉଆସର ଦାସୀ ଶଙ୍କରା ବାଇ। ବୟସର ଅପରାହ୍ନରେ କେବଳ ଦୁଖ କଷ୍ଟରେ ଜୀବନ ବିତାଉଥିଲେ ଏହି ଶତାୟୁ ଦାସୀ। ଜୀବନର ଶେଷ ସମୟରେ ପର ଲୋକଙ୍କ ହାତ ଟେକାରେ ଜୀବନ ବିତାଇ, ଶେଷରେ ରାଜ ଉଆସରୁ ଶ୍ମଶାନରେ ପହଞ୍ଚିଥିଲେ ଶଙ୍କରା ବାଇ।...

vacn
'କରୋନା ଟିକା ନେଲେ ବି ପୂର୍ବପରି ସତର୍କ ରହିବା ଜରୁରୀ'

ନୂଆଦିଲ୍ଲୀ: ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା। ୩୦ କୋଟି ଲୋକଙ୍କୁ ଦିଆଯିବ ଏହି ଭ୍ୟାକ୍ସିନ।ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ। ପ୍ରତି ଭାରତୀୟ, ଯାହାକୁ ଟିକା ଦେବା ଜରୁରୀ ଥିବ,...

tika
୨୫୦ ଟଙ୍କାରେ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ: ୨୫୦ ଟଙ୍କାରେ ମିଳିପାରେ କରୋନା ଟିକାର ଗୋଟିଏ ଡୋଜ୍।  ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିପାରେ ସିରମ ଇନଷ୍ଟିଚ୍ୟୁଟ। ଭାରତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକାର ମିଳିତ ଟିକା କୋଭିସିଲଡର ଜରୁରୀକାଳୀନ ବ୍ୟବହାର ନେଇ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆବେଦନ କରିସାରିଛି।  ଟିକା ବିତରଣ...

force
ବୁର୍ଦ୍ଦାରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ। ପୂର୍ବରୁ ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଗାଁକୁ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଗାଁ ଭିତରକୁ ପୋଲିସକୁ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ। ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି।...

sas
କୃଷକ ଆନ୍ଦୋଳନ ନେଇ ନିଜର ଆଭିମୁଖ୍ୟ ରଖିଲା ବିଜେଡି

ଭୁବନେଶ୍ୱର: କୃଷକ ଆନ୍ଦୋଳନ ନେଇ ନିଜର ଆଭିମୁଖ୍ୟ ରଖିଲା ବିଜେଡି। ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କୃଷକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆଶଙ୍କା ଓ ଦ୍ୱନ୍ଦ୍ୱ ଦୂର କରିବା ଗୁରୁତ୍ୱପୂର୍ଣ୍ଣ। ଡିସେମ୍ବର ୯ରେ ସରକାର ଓ କୃଷକଙ୍କ ମଧ୍ୟରେ ଏ ନେଇ...

aakash-pathak
ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବଙ୍କ ଦରମା କେତେ ?

ଭୁବନେଶ୍ୱର: ତଦନ୍ତ ଯେତେ ଆଗଉଛି, ଆକାଶ ପାଠକଙ୍କ ପେଡି ସେତେ ଖୋଲିବାରେ ଲାଗିଛି। ଆଉ ଏବେ ସାମ୍ନାକୁ ଆସିଛି ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବଙ୍କ ଭିଡିଓ ବାର୍ତ୍ତାଳପ। ସୋସିଆଲ ମିଡିଆରେ ଘୂରି ବୁଲୁଛି ବ୍ୟକ୍ତିଗତ ସଚିବ ଡେଭିଡ୍ ପିଟରଙ୍କ ଭିଡିଓ ବାର୍ତ୍ତାଳପ। ଭିଡିଓରେ ପିଟର ଆକାଶଙ୍କ ସହ ତାଙ୍କ...

offc
ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସବୁ ସରକାରୀ ଅଫିସ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ୍ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ରାଜ୍ୟ ସରକାର। ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ବଜାୟ ରହିବ। ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଦିଲ୍ଲୀ ସୀମାରେ ଚାଲିଥିବା...

Pradeep-1
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ। ଜାମିନ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୩। ପୂର୍ବାହ୍ନରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ। ମାମଲାରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ।...

murder
ଶ୍ୱଶୁରଙ୍କୁ ଖଟରେ ବାନ୍ଧି ଗଳାକାଟି ହତ୍ୟା କଲା ଜ୍ୱାଇଁ

ବାରିପଦା: ଅଜା ଆସିଥିଲେ ନାତିର ପଢୁଆଁ କରିବା ପାଇଁ, ହେଲେ ଜ୍ୱାଇଁ ସହ ବିବାଦ ହେଲା। ଏଇ ବିବାଦ ଏତେ ଭୟଙ୍କର ରୂପ ନେଲା ଯେ ଶେଷରେ ଶ୍ୱଶୁରଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲା ଜ୍ୱାଇଁ।ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ...

kidnap
ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ମାଗିଥିଲେ, ଆଜି ଧରାପଡ଼ିଲେ

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଏରଡ଼ଙ୍ଗା ଗ୍ରାମର ଶିକ୍ଷକ ରବି ନାରାୟଣ ମିଶ୍ର ଅପହରଣ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ସମେତ ଆଉ ୩ ଜଣ ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା...

pradeeep-naveeen
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ। ମାମଲାରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ଏହି ସୁପାରିସ...

students
ବର୍ତ୍ତମାନ ହେବନି  ୟୁଜି ଏବଂ ପିଜି ପରୀକ୍ଷା

ଭୁବନେଶ୍ୱର: ବର୍ତ୍ତମାନ ହେବନି  ୟୁଜି ଏବଂ ପିଜି ପରୀକ୍ଷା। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚଶିକ୍ଷା ବିଭାଗ। ଏବେ କରୋନା ସ୍ଥିତି ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢ଼ା ଯାଉଛି କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଏହାର ସୁବିଧା ନେଇ ପାରୁନାହାନ୍ତି। ଏଥିଲାଗି...

pfizer
ଅନୁମତି ଅପେକ୍ଷାରେ ଫାଇଜର, ଶୀତଳୀକରଣ ବ୍ୟବସ୍ଥା ବଡ଼ ସମସ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ବିକ୍ରି ପାଇଁ DCGI ଠାରୁ ଜରୁରୀକାଳୀନ ଅନୁମୋଦନ ଲୋଡ଼ିଲା ଫାଇଜର୍। ଭାରତୀୟଙ୍କ ଠାରେ ଫାଇଜର୍ ଟିକାର ପରୀକ୍ଷଣ ନକରି, ଦେଶରେ ଏହାର ବିକ୍ରୟ ଓ ବିତରଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଠାରୁ ଅନୁମତି ଲୋଡ଼ାଯାଇଛି। DCGI ଠାରେ ପ୍ରଥମ...

bharat-bandh
ଅଖ-ଚକ ବନ୍ଦ ସମର୍ଥନରେ ଦେଶର ୯ ବିରୋଧୀ ଦଳ

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ଚାଷୀ ଭାରତ ବନ୍ଦ ଡାକରା ବି ଦେଇଛନ୍ତି। ଭାରତ ବନ୍ଦକୁ ବିରୋଧୀଦଳଗୁଡ଼ିକ ପକ୍ଷରୁ ସମର୍ଥନ ଘୋଷଣା କରିଛନ୍ତି। ଚାଷୀଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛି। ସେହିପରି ସିପିଆଇ, ସିପିଆଇ(ଏମ୍), ଆରଏସ୍‌ପି, ଡିଏମ୍‌କେ, ଆରଜେଡି, ଏସ୍‌ପି, ଫରୱାର୍ଡ...

aditya
ପୁଅର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା

ପୁଅ ଆଦିତ୍ୟର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା। ପ୍ରଖ୍ୟାତ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିକଟରେ ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। ତାଙ୍କର ବିବାହ ପରେ ଅନେକ ସିକ୍ରେଟ ଲୋକଲୋଚନକୁ ଆସିବାରେ ଲାଗିଛି। ଇତି ମଧ୍ୟରେ ପୁଅର ପ୍ରେମ ସମ୍ପର୍କକୁ...

manoj-das
କେମିତି ଅଛନ୍ତି ପଦ୍ମ ଭୂଷଣ ମନୋଜ ଦାସ ?

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମ ଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ମନୋଜ ଦାସଙ୍କ ପୁତୁରା ବୋହୂ ରଂଜିତା ଦାସ। ସେ କହିଛନ୍ତି ଯେ, ସେ ସଚେତନ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି। ମାତ୍ର ସେ ଦୁର୍ବଳ ହୋଇପଡ଼ିଛନ୍ତି। ଆଗ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।