• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

pia
ପାକିସ୍ତାନର ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା

ଇସଲାମବାଦ: ପାକିସ୍ତାନକୁ ବଡ଼ ଝଟ୍‌କା। ଏୟାରଲାଇନ୍ସ ବିମାନ ଉଡ଼ାଣ ଉପରେ EASAର ବଡ଼ ପଦକ୍ଷେପ। ଆସନ୍ତା ୬ ମାସ ଯାଏ ୟୁରୋପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡ଼ାଣ ବ୍ୟାନ୍। ଏହି ପ୍ରତିବନ୍ଧକ ଲଗାଇଛି ୟୁରୋପୀୟ ଆକାଶପଥ ନିରାପତ୍ତା ସଂସ୍ଥା EASA। ଜୁଲାଇ ୧ ଅର୍ଥାତ୍ ଆସନ୍ତାକାଲି ଠାରୁ...

puri33
କାଲି ରତ୍ନବେଦୀକୁ ବାହୁଡିବେ ତିନି ଠାକୁର

ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା ଜନ୍ମବେଦୀରୁ ଲୀଳାଖେଳା ସାରି ପୁଣି ରତ୍ନବେଦୀକୁ ବାହୁଡିବେ। ଶ୍ରୀଜିଉ ସେଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରତ ତିନି ରଥ ଆଜି ଗୁଣ୍ଡିଚା ମନ୍ଦିରରେ ବିନା ଭକ୍ତରେ ହୋଇଛି ସନ୍ଧ୍ୟା ଦର୍ଶନ। ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ...

positives
ରାଜ୍ୟରେ ରେକର୍ଡ ସଂଖ୍ୟକ ହେଲେ ସୁସ୍ଥ, ୫ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ସୁସ୍ଥ ହେଲେ ୨୪୩ ‘କରୋନା’ ଆକ୍ରାନ୍ତ। ଆଜି ରାଜ୍ୟରେ ୨୪୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ମୋଟ୍‌ ୫୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। କେଉଁ...

intgration
'ଜୁଲାଇ' ପାଇଁ ଆସିଲା ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍, ଜାଣନ୍ତୁ କଣ ହେଲା କୋହଳ

ଭୁବନେଶ୍ୱର: କେନ୍ଦ୍ରର ଅନଲକ୍-ଟୁ ପରେ ଜୁଲାଇ ମାସ ଲାଗି ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଗାଇଡଲାଇନକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଘୋଷଣା କରିଥିଲେ। ଜାଣନ୍ତୁ କଣ ରହିଲା କଟକଣା, କଣ ହେବ କୋହଳ? ରାତ୍ରକାଳୀନ କର୍ଫ୍ୟୁ ସମୟ ସୀମାକୁ କୋହଳ।...

modi
କାଲି ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। କାଲି ଅପରାହ୍ନ ୪ଟାରେ ସେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ ହେଉଥିବା ବେଳେ, ସେ ସଂପର୍କରେ ଦେଶବାସୀଙ୍କୁ...

ani
କରୋନା ମୁକାବିଲା ନେଇ ନବୀନ ଦେଲେ ମନ୍ତ୍ର

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାପାଳ, SPମାନଙ୍କ ସହ ଆଲୋଚନା ବେଳେ ୯ଟି ପରାମର୍ଶ ଦେଇଛନ୍ତି। କୋଭିଡ଼ କେୟାର କମିଟି ଗଠନ। ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ପ୍ରତିଷ୍ଠା। କୋଭିଡ଼ କେୟାର ଯୋଦ୍ଧାଙ୍କ ପ୍ରତି ଯତ୍ନଶୀଳ ହେବା। କଣ କରିବା...

local-case
ସପ୍ତାହକରେ ଦ୍ୱିଶତକ ମୁହାଁ ହେଲାଣି ଲୋକାଲ କେଶ୍, ପ୍ରଶାସନ ନେଲା ଏଭଳି ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ ମହାବିପଦ ଅଭିମୁଖେ। ଗତ କିଛି ଦିନ ହେଲା, ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଡବଲ ସେଞ୍ଚୁରୀ ମାରୁଥିବା ବେଳେ ନିଦ ହଜାଇଲାଣି। ବଢୁଥିବା ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଆଜି ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ୨୪୫ ପଜିଟିଭ୍ ମଧ୍ୟରୁ ୩୧ କେଶ୍ ସ୍ଥାନୀୟ...

bmc
ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଗାଇଡଲାଇନ। ଭୁବନେଶ୍ୱରରେ ବସ୍ତି ଅଞ୍ଚଳର ରହୁଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ। ବସ୍ତି ଅଞ୍ଚଳରେ ରହୁଥିବା ସବୁ ହସ୍ପିଟାଲ କର୍ମଚାରୀଙ୍କ ଡାଟାବେସ୍ ପ୍ରସ୍ତୁତ ହେବ। ଡାଟାବେସ୍ ପ୍ରସ୍ତୁତ ପାଇଁ ସବୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ...

cancer
କ୍ୟାନସର ହସ୍ପିଟାଲରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୬ କରୋନା ପଜିଟିଭ। ୬ ଜଣ ଚିହ୍ନଟ ହୋଇଥିବା CDMO ସତ୍ୟବ୍ରତ ଛୋଟରାୟଙ୍କ ସୂଚନା ଦେଇଛନ୍ତି। ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା...

babi
କୋଭିଡ୍‌ ନିୟମ ଭାଙ୍ଗିଲେ ବବି, ଘେରିଲେ ବିରୋଧୀ

ଭୁବନେଶ୍ୱର: ବିଜେଡିର ସଙ୍ଗଠକ ସମ୍ପାଦକ ପ୍ରଣବ ଦାସ ଓରଫ ବବି ଦାସଙ୍କର ଗତକାଲି ଜନ୍ମଦିନ ଥିଲା। ବାରିପଦାରେ ତାଙ୍କ ଜନ୍ମଦିନ ପାଳନ ହୋଇଥିଲା। ନିଜ ସମଥର୍କଙ୍କ ଗହଣରେ ବବି ଜନ୍ମଦିନ ପାଳନ କରିଥିଲେ। ଏନେଇ ଫଟୋ ମଧ୍ୟ ଶୋସାଲ ମିଡିଆରେ ଭାଇରାଲ ହୋଇଛି। ତେବେ ବବିଙ୍କ ଜନ୍ମଦିନ ପାଳନକୁ...

taken
ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୯୪୬କୁ ବୃଦ୍ଧି ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମ ଜିଲ୍ଲାରୁ ସର୍ବାଧିକ ୬୦ ଆକ୍ରାନ୍ତ...

rain
ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଟ୍ରପ୍ ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବୌଦ୍ଧ, ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିପାଇଁ ଏହି...

naba
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝିଅଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନର ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଏହି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍‌ପି। ପୌରପରିଷଦ ଅଧିକାରୀଙ୍କ ଏତଲା ଆଧାରରେ ମାମଲା...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।