• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

content
କଟକରୁ ଆଉ ୫୦ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରେ ଆଜି ଆଉ ୫୦ କରୋନା ଆକ୍ରାନ୍ତ ଚିହ୍ନଟ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ଆକ୍ରାନ୍ତ ଚିହ୍ନଟ ସୂଚନା ମିଳିଛି। ୫୦ ଆକ୍ରାନ୍ତଙ୍କ ମଧ୍ୟରୁ SCBରେ ୧୩ ସଂକ୍ରମିତ ସୂଚନା। ବଡ଼ମ୍ବାରୁ ୩୩ ଓ CMCରୁ ଆଉ ୨ ଆକ୍ରାନ୍ତ ଚିହ୍ନଟ। ନିଶ୍ଚିନ୍ତକୋଇଲି ଓ...

daily
ଏଣିକି ଦୈନିକ ୮ ହଜାର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଅଣାୟତ୍ତ ଗଞ୍ଜାମ, ଅସମ୍ଭାଳ ଓଡ଼ିଶା। ରାଜ୍ୟରେ ଦିନକୁ ଦିନ ଅଧିକରୁ ଅଧିକ ବିସ୍ଫୋରକ ରୂପ ଧାରଣ କରୁଥିବା କରୋନା ଗଡ଼ାଇଛି। ଆଉ ୪ ମୁଣ୍ଡ ଫଳରେ ଓଡ଼ିଶାରେ ୬୪ରେ ପହଞ୍ଚିଛି କରୋନା ମୃତ୍ୟୁ। ସେହିଭଳି ଗତ କିଛି ଦିନ ଧରି ଚାଲିଥିବା ୫୦୦ ପ୍ଲସ୍ ସଂକ୍ରମଣର ଟ୍ରେଣ୍ଡ୍...

record
ରେକର୍ଡ ଭାଙ୍ଗିଲା: ଦିନକରେ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। କରୋନା ସ୍ଥିତି ପରଠାରୁ ଆଜି(ଶୁକ୍ରବାର) ଦିନକରେ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୭୯୭୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଟନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ...

tax
'ଲୋକଙ୍କ ଟିକସ ଛାଡ଼ କରନ୍ତୁ ସରକାର'

ଭୁବନେଶ୍ୱର: କରୋନା ମହାମାରୀ ପରେ ଲୋକଙ୍କ ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡ଼ିଛି। ତେଣୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକଙ୍କ ଟିକସ୍ ଛାଡ଼ କରାଯାଉ। ଯାହାଦ୍ୱାରା ଆର୍ଥିକ ଚାପରୁ କିଛି ମାତ୍ରାରେ ଲୋକେ ଆଶ୍ୱସ୍ତ ହେବେ। ଆଜି ରାଜ୍ୟ ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।...

books
୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦ ପଣ୍ଡା ପୁରସ୍କାର ପାଇବେ। ସେପିପରି କ୍ଷୁଦ୍ରଗଳ୍ପ- ପବିତ୍ର ପାଣିଗ୍ରାହୀ, କବିତା- ବୀଣାପାଣି ପଣ୍ଡା ପାଇବେ। ସେହିପରି ନାଟକ ଓ ଏକାଙ୍କିକା- ସଂଜୟ ହାତୀ ଏବଂ ନବୀନ...

coronavirus
ଭୁବନେଶ୍ୱରରୁ ଆଉ ୪୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ କ୍ୱାରେଣ୍ଟିନ, ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏହାକୁ ମିଶାଇ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୨କୁ ବୃଦ୍ଧି ପାଇଛି। ୭ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦୮ ସୁସ୍ଥ ହୋଇ ଘରକୁ...

naxal
ନକ୍ସଲ ମୁକ୍ତ ହେଲା ଓଡ଼ିଶାର ୫ ଜିଲ୍ଲା

ଭୁବନେଶ୍ୱର: ମାଓବାଦୀମାନେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ଏହି ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ। ସେ କହିଛନ୍ତି, ମାଓବାଦୀମାନଙ୍କ ଆତ୍ମସମର୍ପଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୧୯ରେ ମୋଟ ୧୩ ଜଣ ଆତ୍ମସମର୍ପଣ କରିଥିଲେ। ଚଳିତବର୍ଷ ଜୁଲାଇ ସୁଦ୍ଧା ୧୭ ଜଣ ମାଓବାଦୀ...

pack
ପୂରଣ ହେବ କେନ୍ଦ୍ରାପଡାବାସୀଙ୍କ ସ୍ୱପ୍ନ, ଖୁସି ଖବର ଦେଲେ ବୈଜୟନ୍ତ

କେନ୍ଦ୍ରାପଡା: ପୂରଣ ହେବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଲୋକେ ବର୍ଷ ବର୍ଷ ଧରି ଦେଖିଥିବା ସ୍ୱପ୍ନ। ଉପକୂଳ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହରିଦାସପୁର-ପାରାଦୀପ ରେଳପଥରେ ଆଉ ୧୦-୧୫ ଦିନ ଭିତରେ ଟ୍ରେନ୍ ଚାଲିବ। ଏଥିରେ ପ୍ରଥମେ ମାଲ୍ ଗାଡ଼ି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀବାହୀ ଟ୍ରେନ୍...

liquor
କମିଲା ଟିକସ, ଶସ୍ତା ହେଲା ମଦ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଭିତରେ ଆସନ୍ତାକାଲିଠୁ ରାଜ୍ୟରେ ଶସ୍ତା ହେବ ମଦ। ଅର୍ଥାତ ମଦର MRP ଉପରେ ସ୍ପେଶାଲ କୋଭିଡ୍ ଫିକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଏଣିକି MRP ଉପରେ ୫୦ ପ୍ରତିଶତ ନୁହେଁ, ବରଂ ୧୫ ପ୍ରତିଶତ ଟିକସ ଲାଗିବ। FMFL/IMFL/ବିଅର/ଓ୍ୱାଇନ୍/RTD ବ୍ରାଣ୍ଡ ଉପରେ ୧୫...

blushi
ଜମି ହଡପକାରୀଙ୍କୁ ଧରିବ ବ୍ଲୁଇସ ଆପ୍

ଭୁବନେଶ୍ୱର: ଜମି ହଡପକାରୀ ସାବଧାନ। ଆଉ ସରକାରୀ ଜମିରେ ରାତାରାତି ବିଲଡିଂ ନିର୍ମାଣ କରି ହଡପ କରିବା ଚଳିବନି। ଆସିଗଲା ରାଜ୍ୟ ସରକାରଙ୍କର ବ୍ଲୁଇସ ଆପ୍। ସାଟେଲାଇଟ ଜରିଆରେ କିଏ କେତେବେଳେ ସରକାରୀ ଜମିକୁ  ଅକ୍ତିଆର କରୁଛି ତାହା ଆଲର୍ଟ କରିବ। ଏହି ଆପ୍ସକୁ ତିଆରି କରିଛି ଓରସାକ୍।...

cure
ଦିନକରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ସୁସ୍ଥ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା। ଆଜି ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ ୭୪୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:-...

ayush
ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ମହିଳାଙ୍କୁ କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର। ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ। ଭୁବନେଶ୍ୱର ମହିଳା ଥାନା ପୋଲିସ୍ ତାଙ୍କୁ ଗିରଫ କରିଛି। କିଛି ସମୟ ପୂର୍ବରୁ ତାଙ୍କୁ ମହିଳା ଥାନାରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିବା...

student
ସ୍ମାର୍ଟ ଫୋନ୍‌ରେ ହେବ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର: ସ୍ମାର୍ଟ ଫୋନ୍‌ରେ ହେବ ଡିପ୍ଲୋମା ପରୀକ୍ଷା। ଆଣ୍ଡ୍ରଏଡ ଫୋନରେ ଏଥର ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ। ଲାପଟପ୍ କି ଡେସ୍କଟପ୍ ନଥିବା ପିଲା ଘରେ ରହି ସ୍ମାର୍ଟ ଫୋନରେ ପରୀକ୍ଷା ଦେବେ ବୋଲି ନିଷ୍ପତ୍ତି ନେଇଛି ବୈଷୟିକ ଶିକ୍ଷା ବିଭାଗ। ଅଗଷ୍ଟ ୧ରୁ ୨୦ ତାରିଖ ଯାଏ...

ias
IAS ଭୀନିଲ କ୍ରିଷ୍ଣାଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର OSD ହେଲେ ବରିଷ୍ଠ IAS ଭୀନିଲ କ୍ରିଷ୍ଣା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ଼ ପରିଚାଳନା ପାଇଁ OSD ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଏବେ କ୍ରୀଡ଼ା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଭୀନିଲ କ୍ରିଷ୍ଣା ଅତିରିକ୍ତ ଭାବେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଆଉ ୨...

puri
ସ୍ୱର୍ଗଦ୍ୱାରରେ କଟକଣାକୁ ନେଇ ତେଜିଲା ରାଜନୀତି

ପୁରୀ: ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତିର ପବିତ୍ର ସ୍ଥଳ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର, ଯେଉଁଠି ଅହନ୍ନିଶି ଜଳୁଥାଏ ଅଖଣ୍ଡ ଜୁଇ। କାରଣ ଏଠାରେ  ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ହେଲେ ତାର କୁଆଡ଼େ ଆଉ ପୁନର୍ଜନ୍ମ ନାହିଁ ବୋଲି ହିନ୍ଦୁ ଧର୍ମରେ ରହିଛି ପ୍ରଚଣ୍ଡ ବିଶ୍ୱାସ। ସେଇଥିପାଇଁ ତ ବର୍ଷତମାମ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।