• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

abadha
'ଅବଢ଼ାର ପବିତ୍ରତା ପ୍ରତି କୁଠାରଘାତ'

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ। ଅନ୍‌ଲାଇନ୍‌ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଛି। ଅନ୍‌ଲାଇନ୍‌ରେ...

pradeep-panigahrui
ପ୍ରଦୀପଙ୍କ ସହ ଆଉ କିଏ କିଏ ସଂପୃକ୍ତ ?

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଉ କିଏ କିଏ ସଂପୃକ୍ତ ? କେଉଁ ମଦ ଓ ବାଲି ମାଫିଆଙ୍କ ସହ ସମ୍ପର୍କରେ ଥିଲେ ପ୍ରଦୀପ ? ଏହି ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଭାବେ ପ୍ରଦୀପ ପାଣିଗ୍ରାହୀଙ୍କ...

kharasrota
ଖରସ୍ରୋତା ନଦୀ ଭିତରେ ପଶିଲେ ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଆଜି ଶତାଧିକ ମହିଳା ଏକାଠି ହୋଇ...

gold-take
କାର ଭିତରୁ ବାହାରିଲା ମହଣ ମହଣ ସୁନା ରୂପା

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋଟିଏ କାର୍‌ରୁ ଜବତ ହେଲା ୪ କିଲୋ ସୁନା ଓ ୨୩୫ କିଲୋ ରୁପା। କାର୍‌ରେ ବେଆଇନ ଚାଲାଣ ବେଳେ ଜବତ କଲା ପୋଲିସ। ତାମିଲନାଡୁ ସେଲମରୁ ସୁନା ଓ ରୁପା ଆସିଥିବା ସୂଚନା ମିଳିଛି। ୩ ଜଣଙ୍କୁ ଅଟକ ରଖି ଗୋଷାଣୀ ନୂଆଗାଁ ପୋଲିସ...

dr
ଆଶଙ୍କା କମୁଛି, ବଡ଼ ବିପଦ ଟଳୁଛି !

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆଶଙ୍କା ନାହିଁ। ଏ ନେଇ କହିଛନ୍ତି ଏସ୍‌ସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। ତାଙ୍କ କହିବାନୁସାରେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରିର ଆଶଙ୍କା ନାହିଁ। ଶୀତ ଦିନରେ ଯେଉଁ ବଡ଼ ବିପଦ ଆଶଙ୍କା କରୁଥିଲୁ, ଭାବୁଛୁ ତାହା ହେବନି।...

viral-video
ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି ?

ଭୁବନେଶ୍ୱର: ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଏକ ସ୍ପର୍ଶକାତର ମାମଲାର ତଦନ୍ତରେ ଯଦି ଆଉ କିଛି ରହିଯାଇଥିଲା, ତାହେଲେ ଦେଢ଼ବର୍ଷ ଧରି କଣ କରୁଥିଲା...

bbsr
ରାଜଧାନୀ ହଜାରେ ପାର କଲା କରୋନା; ଗଣମାଧ୍ୟମ ସଂସ୍ଥାରେ ୫ ଚିହ୍ନଟ

ରାଜଧାନୀରେ ବେକାବୁ କରୋନା। ଭୁବନେଶ୍ୱରରେ ଆଜି ସର୍ବାଧିକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ କ୍ୱାରେଣ୍ଟିନ କେନ୍ଦ୍ରରୁ ହୋଇଥିବା ବେଳେ ୫୨ ଲୋକାଲ୍ କେସ୍ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୦୪୩ ଜଣ ଆକ୍ରାନ୍ତ ହେଲେଣି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା...

lockdown
ଏଥର କଡ଼ାକଡ଼ି ହେବ ଲକ୍‌ଡାଉନ; ସହର ଭିତରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଥର ଲକ୍‌ଡାଉନ୍‌ କଡାକଡି ହେବ, ସହର ଭିତରକୁ ବାହାର ଲୋକଙ୍କୁ ଆସିବାକୁ ଅନୁମତି ଦିଆଯିବନି। ଆବଶ୍ୟକ ନଥିଲେ ଘର ବାହାରକୁ ବାହାରନ୍ତୁନି। ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆଜି ରାତି ୯ଟାରୁ ଆସନ୍ତା ୩୧...

ils
'କରୋନା ଟେଷ୍ଟ ବଢୁଥିବାରୁ ପଜିଟିଭ ବଢୁଛି'

ଭୁବନେଶ୍ୱର: କୋଭିଡ୍ ଟେଷ୍ଟ୍ ବଢ଼ୁଥିବାରୁ ପଜିଟିଭ୍ ସଂଖ୍ୟା ବଢ଼ୁଛି। ରାଜ୍ୟରେ ଦୈନିକ ୬ ହଜାର ଟେଷ୍ଟ୍ ପାଇଁ ଟାର୍ଗେଟ୍ ରହିଛି। ତେବେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକର ସ୍ଥିତି ସେତେଟା ସଂଗୀନ ନୁହେଁ। ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣ ହାର...

plasma
କାଲିଠୁ ରାଜ୍ୟରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି(Plasma Therapy)। ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ଏହା ଆରମ୍ଭ ହେବ। କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ...

arrested
୨ ସୁପରଭାଇଜରଙ୍କୁ ଅପହରଣ, ୧୦ ଲକ୍ଷ ଦେବାକୁ ଧମକ

କଲ୍ୟାଣସିଂହପୁର: ୨ ସୁପରଭାଇଜରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରି ଗିରଫ ହେଲେ ୧୧ଜଣ। ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ସୁପରଭାଇଜରଙ୍କୁ ଉଦ୍ଧାର କରିଛି ପୋଲିସ୍। ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ। ସୂଚନା ଅନୁସାରେ କାଶୀପୁର ବ୍ଲକର ମାଣ୍ଡିବିଶି...

manab
ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ପୋଲିସ୍‌ର ବଡ଼ ଖୁଲାସା !

ଭୁବନେଶ୍ୱର:  ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗେଉଛି ସେତିକି ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ଆଦିତ୍ୟ ମୃତ୍ୟୁ ମାମଲାରେ ଜିଆରପି ପୋଲିସ ତନାଘନା ଚଳାଇଛି।  ଜିଆରପି ପୋଲିସ୍‌ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟର ଏକ ବଡ଼ ଖୁଲାସା କରିଛି।  ମୃତ୍ୟୁ ପୂର୍ବରୁ ଆଦିତ୍ୟ ରାସ୍ତାରେ...

police
ସୁନ୍ଦରଗଡ଼ରେ ୩୭ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ

ରାଉଲକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ସଂଗୀନ ହୋଇଛି। ଜିଲ୍ଲାରେ ଆଜି ୫୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ୩୭ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୩୬ ଜଣ ପୋଲିସ କର୍ମଚାରୀ ଓ ଜଣେ ଡାକ୍ତର ଅଛନ୍ତି। ପୋଲିସଙ୍କ ମଧ୍ୟରେ...

guide
କ୍ୱାରେଣ୍ଟିନ୍‌ରେ ରହିବାକୁ କହି ବୁଲୁଥିଲେ ବଡ଼ଦାଣ୍ଡରେ, ଜାଣିଦେଲା ପ୍ରଶାସନ

ପୁରୀ: କ୍ୱାରେଣ୍ଟିନ ନିୟମ ଭଙ୍ଗ ଅଭିଯୋଗରେ ଜଣେ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୁରୀ ପ୍ରଶାସନ।  ବାହାର ରାଜ୍ୟରୁ ଫେରି ଯୁବକ ଜଣକ କ୍ୱାରେଣ୍ଟିନ ନିୟମ ଭାଙ୍ଗି ସହରରେ ବୁଲୁଥିବାରୁ ତାଙ୍କ ବିରୋଧରେ ମହାମାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାସହ ତାଙ୍କୁ ପେଡ୍ କ୍ୱାରେଣ୍ଟିନରେ ଛଡ଼ାଯାଇଛି। ପ୍ରକାଶଥାଉକି...

niali
ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍

ନିଆଳି: ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍। ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛନ୍ତି କ୍ଷମତାପ୍ରାପ୍ତ ସରପଞ୍ଚ। କରୋନା ସଂକ୍ରମଣ ଦୃଷ୍ଟିରୁ ୫ଟି ପଞ୍ଚାୟତ ସଟଡାଉନ କରିଛନ୍ତି ସରପଞ୍ଚ। ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତ ସଟଡାଉନ କରାଯାଇଛି। ଆଜି ସକାଳୁ...

coronavirus-recoverd
ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ...

who
କରୋନା ଆହୁରି ଭୟଙ୍କର ହେବ: WHO

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଆଗାମୀ ଦିନରେ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଯଦି ସବୁ ଦେଶ କୋଭିଡ୍ ନିୟମ...

car-bride
କୋଭିଡ୍ ନିୟମ ନମାନି ବନ୍ଧା ହେଲେ ବର

ଆଳି, ଖଲ୍ଲିକୋଟ: ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜୁଆଣିଆରେ ମହାମାରୀ ଆଇନ ଭାଙ୍ଗି ବାହାଘର ଆୟୋଜନ ଓ ୫ଶହରୁ ଅଧିକ ଲୋକଙ୍କୁ ନେଇ ସଭା କରିବା ମାମଲାରେ ଜଣେ କଣ୍ଟ୍ରାକ୍ଟରଙ୍କ ସମେତ ୫ ଗିରଫ। ଗତ ୨୫ ତାରିଖରେ କଣ୍ଟ୍ରାକ୍ଟର...

fire
ଫାର୍ମା ସିଟିରେ ଭୟଙ୍କର ଅଗ୍ନିକାଣ୍ଡ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଥିବା ଫାର୍ମା ସିଟିରେ ଭୀଷଣ ଅଗ୍ନିକାଣ୍ଡ। ବିଶାଖା ସଲଭେଣ୍ଟ କଂପାନିରେ ଲାଗିଥିବା ନିଆଁରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ତେବେ କେତେ ମୃତାହତ ହୋଇଛନ୍ତି ସେନେଇ ସଠିକ ସୂଚନା ଆସିନାହିଁ। ରାତି ସାଢେ ୧୦ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।