• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

celebration
ଜିରୋ ନାଇଟ୍‌ ସେଲିବ୍ରେସନ ମନା

ଭୁବନେଶ୍ୱର: ଫିକା ପଡ଼ିବ ଏ ବର୍ଷର ଶେଷ ରାତି, ଏଥର ଜିରୋ ନାଇଟ୍‌ ସେଲିବ୍ରେସନ ମନା । ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏବର୍ଷ ଜିରୋ ନାଇଟ ସେଲିବ୍ରେସନ ହେବନି କମିଶନର କହିଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା...

lingaraj-temple
୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସୂଚନା ଦେଲେ ଦୁଇ ସେବାୟତ। ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିବା ଦୁଇ ସେବାୟତ କମଳାକାନ୍ତ ବଡୁ ଓ ବିରଞ୍ଚି ପତି ସୂଚନା ଦେଇଛନ୍ତି। ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ...

naveen
୨୮୯ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: MSME ପାଇଁ ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ ଘୋଷଣା। ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ  ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ମୁଖ୍ୟତଃ ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ...

press-meet
ଅନଲାଇନ୍ ଟ୍ରାଞ୍ଜାକସନ ବେଳେ ସତର୍କ ରୁହ: ସିପି

ଭୁବନେଶ୍ୱର: ସାଇବର ଠକ ଜମତରା ଗ୍ୟାଙ୍ଗ ପ୍ରତି ସତର୍କ ରହିବାକୁ କହିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କେହି ଟେଲିଫୋନ କରି ବ୍ୟାଙ୍କ ସଂପର୍କିତ ତଥ୍ୟ ମାଗିଲେ ନଦେବାକୁ କହିଛନ୍ତି ସିପି। ସେହିଭଳି ଅନଲାଇନ ଟ୍ରାଞ୍ଜାକସନ କଲା ବେଳେ ଯଥେଷ୍ଟ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଯଦି...

vaccine
କରୋନା ଟିକା ନେବା ପରେ ମିଳିବ ସାର୍ଟିଫିକେଟ୍

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା। ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କରୋନା ଟିକାକରଣ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ।...

misssing
ମିଳିଲା ନିଖୋଜ ସ୍ୱାତୀର ମୃତଦେହ

ନୟାଗଡ଼: ବଧିପାଟଣା ଗାଁରୁ ୩ ବର୍ଷର ଝିଅ ନିଖୋଜ ଝିଅର ମିଳିଲା ମୃତଦେହ।  ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ମିଳିଛି। ଘର ଠାରୁ କିଛି ଦୂରରେ ଅନ୍ୟ ଏକ ସାହିରେ ଥିବା ପୋଖରୀରୁ ମିଳିଛି। ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ ବର୍ଷର ଝିଅ ସ୍ୱାତୀ।...

anm
ଧାରଣାରେ ବସିଥିବା ଜଣେ ANMଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ଧାରଣାରେ ବସିଥିବା ଜଣେ ANMଙ୍କ ଆତ୍ମାହୁତି ଉଦ୍ୟମ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ। କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ANMଙ୍କୁ ଉଦ୍ଧାର କରାଯାଇଛି। ଧାରଣା ଦେଉଥିବା ଅନ୍ୟ ସହଯୋଗୀ ସଂପୃକ୍ତ ANMଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ...

court
ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ୪ ଅଭିଯୁକ୍ତ ପକ୍ସୋ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ।  ୧୮ ତାରିଖରେ କେସ୍ ଡାଏରୀ ମଗାଯାଇଛି। ୧୮ ତାରିଖରେ ରାୟ ପ୍ରକାଶ ପାଇପାରେ। ତେବେ...

mother
ଟାର୍ଗେଟ୍‌ରେ ଥିଲା ପୁଅ, ରକ୍ଷା କବଚ ସାଜିଲେ ମା'

ରାଉଲକେଲା: ଟାର୍ଗେଟ୍‌ରେ ଥିଲା ପୁଅ କିନ୍ତୁ ରକ୍ଷା କବଚ ସାଜିଲେ ମା। ପୁଅକୁ ଗୁଳିମାଡ଼ କରାଯାଇଥିଲା କିନ୍ତୁ ଆଗରେ ରହିଗଲେ ମା। ମାଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ରାଉଲକେଲା ସହରରେ। ପ୍ରକାଶ ପ୍ରସାଦ ନାମକ ସୁନା ବେପାରୀ ତାଙ୍କ...

tiak
ଟିକା ପାଇଁ ରେଜିଷ୍ଟ୍ରେସନ ଜରୁରୀ

ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ଟିକା ପାଇଁ Co-WIN ଆପ୍‌ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର...

medical
ଓଡ଼ିଶାରେ ଆଉ ୨ ମେଡିକାଲ କଲେଜ

ଭୁବନେଶ୍ୱର: ପୁରୀ ଓ ଯାଜପୁର ମେଡିକାଲ କଲେଜ ନେଇ କ୍ୟାବିନେଟ ମଂଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି  ଯାଜପୁରରେ ୧୦୦ ସିଟ୍ କଲେଜ ଓ...

lingaraj-temple
ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ମିଳିଲା ମଂଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟର ମଂଜୁରୀ ମିଳିଛି। ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ ମଂଜୁରୀ ମିଳିଛି। ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା ହୋଇଛି। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ,...

chest-pain
ପୋଲିସ ଛାଉଣୀରେ ସାରା ଗାଁ, ଯେତେ ଖୋଜିଲେ ବି ମିଳୁନି ସ୍ୱାତୀ !

ଭୁବନେଶ୍ୱର: ତିନିଦିନ ହେଲାଣି ସ୍ୱାତୀ ମିଳୁନି। ସନ୍ଧାନୀ କୁକୁର ବୁଲି ସାରିଲାଣି। ଅଗ୍ନିଶମବାହିନୀ ପରେ ଆଜି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର ବି ପାଣିରେ ବୁଡ଼ି ଘାଣ୍ଟି, ଦରାଣ୍ଡି ସାରିଲେଣି। ହେଲେ କୋଉଠି ବି ସ୍ୱାତୀର ପତ୍ତା ନାହିଁ। ମା-ବାପାଙ୍କ ଧୈର୍ଯ୍ୟ ଭାଙ୍ଗୁଛି। ଗାଁ ଲୋକଙ୍କ ଆଶଙ୍କା...

anubhab--jagruti
ଅନୁଭବଙ୍କୁ ଭଲ ବନ୍ଧୁର ପରିଚୟ ଦେଲେ ଜାଗ୍ରତି

ଭୁବନେଶ୍ୱର: ବର୍ଷା-ଅନୁଭବ ବିବାଦରେ ନୂଆ ଟ୍ୱିଷ୍ଟ୍। ସାମ୍ନାକୁ ଆସିଛି ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ବୟାନ ଫେସବୁକରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବନ୍ଧୁ ବୋଲି ପରିଚୟ ଦେଇଛନ୍ତି ଜାଗ୍ରତି। ଏଥିସହ ଜାଗ୍ରତି ଲେଖିଛନ୍ତି, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ସେମାନଙ୍କ ବ୍ୟକ୍ତିଗତ କିନ୍ତୁ କିଛି ଦିନ ହେବ ତାଙ୍କୁ...

car-kid
ଅପହରଣ କରି ନିଆଯାଉଥିବା ଗାଡ଼ିକୁ ଧରିଲା ପୋଲିସ୍

ଭୁବନେଶ୍ୱର: ଅପହରଣ କରି ନିଆଯାଉଥିବା ଗାଡ଼ିକୁ ଧରିଲା ପୋଲିସ୍। ଗାଡ଼ି ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଧରାପଡ଼ିଲେ ୮ ଅପହର୍ତ୍ତା। ସୂଚନା ଅନୁସାରେ, ଭୁବନେଶ୍ୱରରୁ ଗୋଟିଏ ଗାଡ଼ିକୁ ଅପହରଣ କରି ନିଆଯାଉଥିଲା। ଡ୍ରାଇଭର ସନ୍ଦେହ କରି କୌଶଳ କ୍ରମେ ମାଲିକଙ୍କୁ ଖବର ଦେଇଥିଲେ। ଭୁବନେଶ୍ୱରର ଗାଡ଼ି ମାଲିକ ପୋଲିସକୁ...

bus
ବସ୍ ଓଲଟି ୪୦ ଆହତ

ଧର୍ମଗଡ଼: ପୁଣି ବସ୍ ଦୁର୍ଘଟଣା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କୋକସରା ନିକଟବର୍ତ୍ତୀ ବଡ଼କେନ୍ଦୁଗୁଡ଼ାରେ ଭାରସାମ୍ୟ ହରାଇ ଏହି ବସ୍‌ଟି ଓଲଟିପଡ଼ିଥିଲା। ଆହତ ୪୦ ଜଣଙ୍କ ମଧ୍ୟରୁ...

home-minystry
୩ IPSଙ୍କୁ କାହିଁକି ଡାକିଲା କେନ୍ଦ୍ର ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ। ଜେପି ନଡ୍ଡାଙ୍କ ସୁରକ୍ଷାରେ ଅବହେଳା ପାଇଁ ତିନି ଆଇପିଏସ୍ ଅଧିକାରୀଙ୍କୁ ଡେପୁଟେସନରେ ଦିଲ୍ଲୀ ଡକାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଏହି ତିନି ଅଧିକାରୀ ହେଲେ ଡାଇମଣ୍ଡ ହାର୍ବର...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।