• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

punji-naveeen
କରୋନା କାଳରେ ରାଜ୍ୟରେ ଲକ୍ଷେ କୋଟି ନିବେଶ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟରେ ୧ ଲକ୍ଷ କୋଟିର ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଫିକି ପକ୍ଷରୁ ଆୟୋଜିତ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ଭଳି ମହାମାରୀ ସମୟରେ ବି ଓଡ଼ିଶା...

swati
ପରୀ, ପିହୁ ପରେ ଏବେ ଗାଁ ଦାଣ୍ଡରୁ ସ୍ୱାତୀ ଉଦ୍ଭାନ

ଭୁବନେଶ୍ୱର: କୁନି ଝିଅକୁ ଖୁଆଇବ ବୋଲି ମା ଖୋଜୁଛି। ଅତି ଶରଧାରେ କାମରୁ ଫେରି ବମ୍ବେଇ ଲଡୁ ଦେବାକୁ ବଡ଼ବାପା ଖୋଜୁଛି। ହେଲେ ଗାଁ ଦାଣ୍ଡରୁ ଉଭାନ୍ ହୋଇଯାଇଛି ଅଲିଅଳି ଝିଅ ସ୍ୱାତୀ। କୁଆଡ଼େ ଗଲା ? କିଏ ନେଲା? କାଲି ଦିପହରୁ ଗାଁ ଦାଣ୍ଡ, ବାଡ଼ି, ସାହି...

home
ଘର ଉପରେ ପଡ଼ିଲା ବିରାଟ ଗଛ, ଚାପିହୋଇ ରହିଗଲେ ଲୋକେ

ଫୁଲବାଣୀ: ଘର ଉପରେ ପଡ଼ିଲା ବିରାଟକାୟ ଗଛ। ଗଛ ପଡ଼ିଯିବାରୁ ଚାପି ହୋଇରହିଛନ୍ତି ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସହରର ପିଅନପଡା ଛକରେ। ଏହି ଛକରେ ଥିବା ଏକ ବଡ଼ ଗଛ ରହିଥିଲା। ଏହି ଗଛ ନିକଟରେ ଏକ ଆଜବେଷ୍ଟସ ଘର ରହିଥିଲା।  ଗଛଟି ଘର...

attack
ବନବିଭାଗ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ

ଢେଙ୍କାନାଳ: ପାଟ୍ରୋଲିଂରେ ଯାଇଥିବାବେଳେ ବନବିଭାଗ କର୍ମଚାରୀଙ୍କୁ ପଥର ମାଫିଆଙ୍କ ଆକ୍ରମଣ। ଢେଙ୍କାନାଳ ଷଡଙ୍ଗୀ ରେଞ୍ଜ କରଡାବଣି ପଥର ଖାଦାନରେ ଘଟିଛି ଏହି ଘଟଣା। ଆଜି ଦିନ ୧୦ଟାବେଳେ ପାଟ୍ରୋଲିଂରେ ଯାଇଥିବା ୨ ଫରେଷ୍ଟ ଗାର୍ଡଙ୍କ ସହ ୫ ଜଣ ୱାଚମ୍ୟାନଙ୍କୁ ମାଫିଆମାନେ ଆକ୍ରମଣ କରିଥିଲେ। ଏଥିରେ ୨ ଜଣ...

dg
ମହିଳା କ୍ୟାଡର ମାଓବାଦୀ ନିହତ

ଫୁଲବାଣୀ: କନ୍ଧମାଳରେ ମାଓ ଅପରେସନ୍ ବେଳେ ମହିଳା କ୍ୟାଡର ମାଓବାଦୀ ନିହତ। କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ଙ୍କ କମ୍ବିଂ ଅପରେସନ ବେଳେ ନିହତ। କ୍ୟାଡର ମହିଳା ମାଓବାଦୀ ନିହତ ହୋଇଥିବା ପ୍ରେସ ରିଲିଜ୍ ଜରିଆରେ ସୂଚନା ଦେଇଛନ୍ତି ପୋଲିସ ଡିଜି। କମ୍ବିଂ ଅପରେସନ ବେଳେ...

farmer-protest
୩ଟି ଆଇନକୁ ରଦ୍ଦ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୁଦ୍ଧରେ ଚାଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଆନ୍ଦୋଳନକାରୀ ଆସନ୍ତାକାଲି ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରିବା କାର୍ଯ୍ୟକ୍ରମ ରହିଛି। ଏଣେ ବିବଦାୟୀ ୩ଟି ଯାକ ଆଇନକୁ ରଦ୍ଦ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଛି ଭାରତୀୟ କିଷାନ ମୋର୍ଚ୍ଚା। ସଂଗଠନର ସଭାପତି ଭାନୁ ପ୍ରତାପ...

akash pathak
୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ

ଭୁବନେଶ୍ୱର: ଆଇଏଫ୍ଏସ୍ ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଗିରଫ ଆକାଶଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଭୁବନେଶ୍ୱର SDJM। ଆକାଶଙ୍କ ବିରୋଧରେ ଟାଟାରେ ଚାକିରି କରାଇ ଦେବାକୁ...

baha
ନବବଧୂକୁ ଘରକୁ ନେଇ ପାରିଲାନି ବର

କଟକ: ଶିଶୁପାଳ ହେଲେ ବର, ବାହାଘର ବେଦୀରେ ସରିଯାଇଥିଲା ବାହାଘର। ବାହାଘର ସରିଯାଇଥିଲେ ବି ନବବଧୂକୁ ଆଉ ଘରକୁ ନେଇ ପାରିଲାନି ବର। ବରଂ ପୋଲିସ ହାଜତକୁ ଚାଲିଗଲେ ବର ସ୍ୱାମୀ। ଦ୍ୱିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ ପୋଲିସ୍‌ ନେଇ ପହଞ୍ଚି ଯାଇଥିଲେ ବାହାଘର...

Pradeep-1
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ହାଇକୋର୍ଟରେ ଜାମିନ ଆବେଦନ କଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ସେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ଅପରପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରିବ। ମାମଲାର ତଦନ୍ତ ଲାଗି ଭିଜିଲାନ୍ସ...

d-bro
ଡି ବଦର୍ସଙ୍କ ସିକ୍ରେଟ ଚାମ୍ବରରେ ଥିଲା କଣ?

ଭୁବନେଶ୍ୱର: ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଡି ବ୍ରଦର୍ସଙ୍କୁ ଅଧିକ ପଚରାଉଚରା କରାଯିବ କହିଲେ ସିପି କହିଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିପି କହିଛନ୍ତି ଯେ  ଡି ବଦର୍ସ ଘର ଉପରେ କାଲିର ଚଢ଼ାଉରେ...

prdp
'ବିଜେଡି ଖାତାକୁ ଯାଉଛି ଚାଷୀଙ୍କ ଧାନ'

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଧାନ ବିକ୍ରି କରିପାରୁନି। ମଣ୍ଡିରେ ହଇରାଣ ହରକତ ହେଉଛି। ଟୋକନ୍ ବ୍ୟବସ୍ଥା ଚାଷୀଙ୍କୁ ଅଧିକ ହନ୍ତସନ୍ତ କରୁଛି। ରାଜ୍ୟ ସରକାର ଏନେଇ କଣ କରୁଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ୧୮୬୮...

lokayukt
ଭିଜିଲାନ୍ସ ହାତକୁ ଗଲା ପ୍ରଦୀପଙ୍କ ମାମଲା

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରିବ। ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ। ୨ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଫେବୃୟାରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।  ମୁଖ୍ୟମନ୍ତ୍ରୀଙ୍କ...

aaksh-arup
ମୁହଁ ଖୋଲିଲେ ବିଜେଡି ନେତା ଅରୂପ

ଭୁବନେଶ୍ୱର: ପାଠକ ବାପା-ପୁଅଙ୍କ ସହ ଚାର୍ଟର ଫ୍ଲାଇଟ୍‌ରେ ବୁଲିଥିବା ଅଭିଯୋଗ ଉପରେ ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ତେବେ ତଦନ୍ତ ଚାଲିଥିବାରୁ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ମତ ରଖିବା ଅନୁଚିତ ବୋଲି ସେ କହିଛନ୍ତି। ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ...

pari-maa
ପରୀ ପରିବାରକୁ ଥାନାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ନୟାଗଡ: ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା ତଦନ୍ତର ଦିଗ ଓ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଲେ ପରିବାର ଲୋକେ। ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନି ବୋଲି ପ୍ରଶ୍ନ କରିଛନ୍ତି ପରୀର ମା। ଏପରିକି ତଦନ୍ତ କରିବାକୁ ଆସିଥିବାବେଳେ ନୟାଗଡ ଥାନା ଅଧିକାରୀଙ୍କ ବିରୁଦ୍ଧରେ...

Gift
ବାହାଘରରେ ଗିପ୍ଟ ନୁହେଁ, ରଖିଲେ ଦାନ ବାକ୍ସ

ମୁକ୍ତସର: ବାହାଘର ଗିପ୍ଟ ନେବା ବଦଳରେ ରଖିଲେ ଦାନ ବାକ୍ସ। ଏହି ବାକ୍ସ ଆଉ କାହା ପାଇଁ ନୁହେଁ ବରଂ କୃଷକଙ୍କ ପାଇଁ। ଏକଥା ହୁଏତ ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଏହି ନିଆରା ଘଟଣା ଘଟିଛି ଏଭଳି ଘଟଣା ଘଟିଛି ଚଣ୍ଡିଗଡ଼ ଠାରୁ ୨୫୦...

pharmasicist-Thum
ଖଣ୍ଡା ଧରି ଗୋଡ଼ାଇଲେ ଫାର୍ମାସିଷ୍ଟ

ଜଳେଶ୍ୱର: ନିଶାସକ୍ତ ଫାର୍ମାସିଷ୍ଟଙ୍କ ଆକ୍ରମଣରେ ୨ ଆହତ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସିଂଲା ଥାନା ଇଡିଦା ଗାଁରେ। ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଶୁବାଶିଷ ଟୁଡୁ କାଲି ରାତିରେ ନିଶାସକ୍ତ ଅବସ୍ଥାରେ ବୁଲୁଥିଲେ। ଏହି ସମୟରେ ଯାହାକୁ ଦେଖିଲେ ଖଣ୍ତା ଏବଂ କଟୁରୀ ଧରି...

jawan
ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର: ଜାମ୍ମୁକାଶ୍ମୀର ପୁଲୱାମାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ପୁଲୱାମା ଟିକେନ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଘଟଣାସ୍ଥଳରେ ଦୁଇ ଆତଙ୍କବାଦୀ ନିହତ...

beggar
ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ। ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣର ଅଂଶ ବିଶେଷ ଭାବେ କରାଯିବ ଭିକ୍ଷୁକମୁକ୍ତ।  ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ନିରାଶ୍ରୟଙ୍କୁ ଥଇଥାନ ଲାଗି ନିଷ୍ପତ୍ତି ହୋଇଛି। ଲିଙ୍ଗରାଜ ମନ୍ଦିର ନିକଟର ନିରାଶ୍ରୟଙ୍କୁ ଥଇଥାନ କରିବାକୁ ଯୋଜନା ଆରମ୍ଭ କରିଛି BMC ଓ BDA। ଯୋଜନା...

sarabani
ନକଲି ମାଓବାଦୀଙ୍କୁ ଧରିଲେ DSP ଶ୍ରାବଣୀ

ଶ୍ରୀକାକୁଲାମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲା ଆନ୍ଧ୍ର-ଓଡିଶା ସୀମାନ୍ତ ରହିଥିବା ପାଲକୋଣ୍ଡା ପୋଲିସ ୭ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ୍। ଏମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ, ୧୦ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ ଟ୍ୟାବ, ୩ଟି ମୋବଇଲ, ନକ୍ସଲ ବ୍ୟବହୃତ ଡ୍ରେସ ଓ ୨...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।