• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

dfdf
ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ସଫଳତା

ନୂଆଦିଲ୍ଲୀ: ସାରା ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ମିଳିଛି ବ୍ୟାପକ ସଫଳତା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଦେଶବ୍ୟାପୀ ଉଜ୍ଜ୍ୱଳା ଯୋଜନାରେ ମହିଳା ହିତାଧିକାରୀଙ୍କ ସଂଖ୍ୟା ୭ କୋଟିକୁ ଛୁଇଁଛି। ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।   କେନ୍ଦ୍ର...

ndtv
ବାଲାକୋଟ୍‌ ଏୟାର୍ ଷ୍ଟ୍ରାଇକକୁ ନେଇ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବାଲାକୋଟ ଉପରେ ଭାରତର ଏୟାର୍ ଷ୍ଟ୍ରାଇକକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଥିବା ବେଳେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂହ। ଏଭଳି ଆକ୍ରମଣ ବେଳେ ଘଟଣାସ୍ଥଳରେ କୌଣସି ବ୍ୟକ୍ତି ଉପସ୍ଥିତ ନଥାନ୍ତି। ଗୁଇନ୍ଦା ରିପୋର୍ଟ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ପଦକ୍ଷେପ...

d
ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ୍

ନୂଆଦିଲ୍ଲୀ: ଏଣିକି ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ୍। ଆସନ୍ତା ଉତ୍କଳ ଦିବସରୁ ଓଡ଼ିଆ ଭାଷାରେ ଟ୍ରେନ୍ ଟିକେଟ ଉପଲବ୍ଧ ହେବ। ଇଂରାଜୀ ଓ ହିନ୍ଦୀ ଛଡ଼ା ଅନ୍ୟ ଆଞ୍ଚଳିକ ଭାଷାରେ ଟ୍ରେନ୍ ଟିକେଟ୍ ଛାପିବା ନେଇ ରେଲ୍‌ୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଓଡ଼ିଶାରେ ଥିବା...

fd
ନକଲି ବିଦେଶୀ ଓ ଦେଶୀ ମଦ ଜବତ

ଢେଙ୍କାନାଳ: ଭୁବନ ଥାନା ମହୁଲପାଳ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ଓ ଦେଶୀ ମଦ ଜବତ କରିଛି। ଏଥିସହ ମଦ ତିଆରି ପାଇଁ ବ୍ୟବହୃତ କେମିକାଲ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଢେଙ୍କାନାଳ...

safala
ଅଙ୍ଗନବାଡ଼ି ଦିଦିଙ୍କ ମାଡ଼ରେ ଭାଙ୍ଗିଲା ୪ ବର୍ଷର ଶିଶୁର ହାତ !

ବାଲେଶ୍ୱର: ଅଙ୍ଗନୱାଡ଼ି କର୍ମୀଙ୍କ ମାଡ଼ରେ ଭାଙ୍ଗିଲା ଶିଶୁ କନ୍ୟାର ହାତ। ଏଭଳି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାଉଣ୍ଡିଆ ଗାଁରୁ। ଏନେଇ ଖଇରା ଥାନା ଓ ଖଇରା ସିଡିପିଓ (ଚାଇଲ୍‌ଡ ଡେଭ୍‌ଲପ୍‌ମେଣ୍ଟ ପ୍ରୋଜେକ୍ଟ ଅଫିସର) ଅଭିଯୋଗ କରିଛନ୍ତି। ଆହତ ଶିଶୁର ବାପା ମୁକୁନ୍ଦ ଦାସ। ସେପଟେ...

d
୬ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନାରେ ୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ମାଧ୍ୟମରେ ଯାଜପୁର, ମାଲକାନାଗିରି ଓ ସୁବର୍ଣପୁର ଜିଲ୍ଲାରେ ପ୍ରାୟ ୫ ହଜାର ୪୪୦ ହେକ୍ଟର୍ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ...

bai
ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: ଦଳରେ ଯୋଗ ଦେବାର ୩ ଦିନ ପରେ ବୈଜୟନ୍ତଙ୍କୁ ବିଜେପିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି କରାଯାଇଛି। ଏଥିସହିତ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ତାଙ୍କୁ ଏହି...

fgf
ରାସ୍ତା ଉଦ୍‌ଘାଟନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

ବାଲେଶ୍ୱର: ରାସ୍ତା ଉଦ୍‌ଘାଟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ବିଜେଡି କର୍ମୀ। ଜଳେଶ୍ୱର ଓଟି ରୋଡ୍‌ଠାରୁ ଚାପଲା ପର୍ଯ୍ୟନ୍ତ ନିର୍ମାଣାଧିନ ରାସ୍ତାର ବାରମ୍ବାର ଉଦ୍‌ଘାଟନକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ମାଣାଧିନ ରାସ୍ତାକୁ ବାଲେଶ୍ୱରରେ ଏକ...

sa
ରେଳ ଧାରଣା ଉପରକୁ ମାଡ଼ିଆସିଲା କଣ୍ଟେନର୍

ସମ୍ବଲପୁର: ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍। ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକୁ ଲାଗି ଥିବା ରେଳ ଧାରଣା ଉପରେ କଣ୍ଟେନର୍ ଚଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ କଣ୍ଟେନ୍‌ରର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ କୌଣସି...

f
ସନ୍ଧିଗ୍ଧ ଟିଫିନ୍‌ କ୍ୟାରିୟର୍‌ ଠାବ

ରାୟଗଡ଼ା: ବିଷମକଟକ ରାଜ୍ୟ ରାଜପଥର ଡଙ୍ଗରବାଙ୍କ ନିକଟ କଲଭର୍ଟ ତଳୁ ୨ଟି ସନ୍ଦିଗ୍ଧ ଟିଫିନ୍ ଟିଫିନ୍ କ୍ୟାରିୟର ଠାବ କରିଛି ସିଆର୍‌ପିଏଫ୍ । ଆଜି ସକାଳ ପ୍ରାୟ ୧୧ଟା ବେଳେ ସିଆର୍‌ପିଏଫ୍ ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ କଲର୍ଭଟ ତଳେ ଡାଳପତ୍ର ଘୋଡ଼ାଯାଇଥିବା ଅବସ୍ଥାରେ ୨ଟି ଟିଫିନ୍ କ୍ୟାରିୟର୍...

fd
ଜମ୍ମୁ ଓ କଶ୍ମୀରରେ ଏନ୍‌କାଉଣ୍ଟର୍‌: ୬୦ ଘଣ୍ଟାରେ ୫ ସୁରକ୍ଷାକର୍ମୀ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପୱାଡ଼ା ଜିଲ୍ଲାରେ ତିନି ଦିନ ଧରି ଜାରି ରହିଛି ଆଣ୍ଟି ଟେରୋରିଷ୍ଟ ଅପରେସନ୍। କୁପୱାଡ଼ା ଜିଲ୍ଲାର ବଡ଼ଗାମ ଓ ହଣ୍ଡୱାରାରେ ସିଆର୍‌ପିଏଫ୍, ସେନା ଓ ରାଜ୍ୟ ପୁଲିସ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍‌ କରାଯିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ତଦନ୍ତ...

odia
ଶ୍ରେଷ୍ଠ ଟେଲି ଧାରାବାହିକ ସହିତ ୫ ପୁରସ୍କାର ହାତେଇଲା ତରଙ୍ଗର ‘ନୂଆ ବୋହୂ'

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଷଷ୍ଠ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରେଷ୍ଠ ଟେଲି ଫିଲ୍ମ ପାଇଁ ‘ରଗଡ଼ା’କୁ ପୁରସ୍କୃତ କରାଯାଇଛି। ସେହିଭଳି ନିରୁପାୟ ପାଇଁ ସାରଦା ପ୍ରସନ୍ନ ସ୍ୱାଇଁଙ୍କୁ ଶ୍ରେଷ୍ଠ ଟେଲି ଫିଲ୍ମ ନିର୍ଦ୍ଦେଶକ...

cm
ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ସଚିବାଳୟ ପରିସରରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ସୁନେତ୍ର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ୫୩ଟି ସ୍ଥାୟୀ ଦୃଷ୍ଟିଯତ୍ନ କେନ୍ଦ୍ର ସହ ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଲୋକଙ୍କୁ ମାଗଣା...

cm
ପୂର୍ବତଟ ରେଲୱେର ବିଭାଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପୂର୍ବତଟ ରେଲୱେର ବିଭାଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରୁଛି ବିଜେଡି। ଏଥିପାଇଁ ଦଳ ଗତକାଲି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲା। ଏହା ବିରୋଧରେ ବିଜୁ ଛାତ୍ର ଜନତା, ଯୁବ ଓ...

browm
ରାଜଧାନୀରୁ ପୁଣି ବ୍ରାଉନ ସୁଗର ଜବତ: ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନ ସୁଗର ଜବତ ହୋଇଛି। ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ୍ ନିକଟରୁ ୬୪ ଗ୍ରାମ୍‌ ଓଜନର ବ୍ରାଉନ ସୁଗର ଜବତ ହୋଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ କୁଇକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀସାଗର ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ବ୍ରାଉନ୍...