ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଲକ୍ କେଞ୍ଜିରିଆପାଲ୍ଲି ଗାଁରେ ବାଣ ଫୁଟିବାରୁ ନିଆଁ ଲାଗି ୨ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଗତକାଲି ରାତି ୧୧ଟାରୁ ୧୨ ମଧ୍ୟରେ ଗାଁରେ ଏକ ବରଯାତ୍ରୀ ଦଳ ପ୍ରୋସେସନ କରୁଥିବା ବେଳେ ବାଣ ଫୁଟାଇଥିଲେ। ଏହି ସମୟରେ ଗୋଟିଏ...
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ରଙ୍ଗପୁର ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ବୈଦ୍ୟନାଥ ଗ୍ରାମର ରବି ଥାନପତି ବୋଲି ଜଣାପଡ଼ିଛି। ବାହାଘର ଭୋଜି ଖାଇ ଗାଡ଼ିରେ ୭...
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ନିର୍ବାଚନ କମିଶନ୍ ପକ୍ଷରୁ ଘନ ଘନ ବୈଠକ ଆଉ ସଚେତନତା ଅଭିଯାନ ମଧ୍ୟ କରାଯାଉଛି। ଏହାରି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି। ଭାରତୀୟ ନିର୍ବାଚନ କମିଶନ୍ ପକ୍ଷରୁ ପଞ୍ଜୀକୃତ...
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ନିର୍ବାଚନ କମିଶନ୍ ପକ୍ଷରୁ ଘନ ଘନ ବୈଠକ ଆଉ ସଚେତନତା ଅଭିଯାନ ମଧ୍ୟ କରାଯାଉଛି। ଏହାରି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି। ଭାରତୀୟ ନିର୍ବାଚନ କମିଶନ୍ ପକ୍ଷରୁ ପଞ୍ଜୀକୃତ...
ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଯବାନଙ୍କ ଫଟୋକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରି ପାରିବେନି। ଏନେଇ ସମସ୍ତ ଜାତୀୟ, ଆଞ୍ଚଳିକ ରାଜନୈତିକ ଦଳର ସଭାପତି, ସାଧାରଣ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଇସି(ଇଲେକ୍ସନ କମିଶନ୍)। ଆସନ୍ତା ନିର୍ବାଚନ ପୂର୍ବରୁ କିଛି ରାଜନୈତିକ ଦଳ ନିଜ ପ୍ରଚାର ପାଇଁ ସେନାର ଯବାନଙ୍କ ଫଟୋକୁ...
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ନିକଟରେ ଥିବା ଏକ କବାଡ଼ିଆ ଦୋକାନରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଦୋକାନରୁ ଟଙ୍କା, ସୁନାହଗଣା ଲୁଟିନେଇଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ ୫ରୁ ୬ ଜଣ ଲୁଟେରା ମୁହଁରେ କପଡ଼ା ବାନ୍ଧି କବାଡ଼ିଆ ହରେନ୍ଦ୍ର ପ୍ରଧାନଙ୍କ ଦୋକାନରେ ପଶି...
ଭୁବନେଶ୍ୱର: ୟୁନିଟ୍-୬ ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଆସନ୍ତା ୧୨ ତାରିଖରୁ ୨୧ତମ ଟାଟା-ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିରେ ରାଜ୍ୟର ୭ଟି ଟିମ୍ ଓ ବାହାରୁ ଟାଟା ଫୁଟବଲ୍ ଆକାଡେମୀର ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହି ମ୍ୟାଚ୍ରେ ଚାମ୍ପିଅନ ଟିମ୍କୁ ୨୫ ହଜାର ଟଙ୍କା ଓ ରନର୍ସ...
ବ୍ରହ୍ମପୁର(ଜଗନ୍ନାଥ ସାହୁ): କାଳିଆ କାର୍ଯ୍ୟକ୍ରମ ପାଇଁ ହନ୍ତସନ୍ତ ହେଲେ ବ୍ରହ୍ମପୁର ବାସୀନ୍ଦା। ଶନିବାର ବାଲିଗୁଡ଼ାରେ ହୋଇଥିବା ରାଜ୍ୟ ସରକାରଙ୍କର କାଳିଆ କାର୍ଯ୍ୟକ୍ରମ ପାଇଁ ବ୍ରହ୍ମପୁରରୁ ସବୁ ସିଟି ବସ୍ ବୁକିଂ କରାଯାଇଥିଲା। ଫଳରେ ଗତକାଲି ଦିନ ତମାମ ପରିବହନ ନ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସହରବାସୀ।...
ବାଲେଶ୍ୱର: ଭୋଗରାଇ ତହସିଲଦାରଙ୍କ ସ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି। ତହସିଲ ଅଫିସ୍ର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀଙ୍କୁ ତହସିଲଦାରଙ୍କ ପତ୍ନୀ ଘରୋଇ କାମରେ ନିୟୋଜିତ କରିବା ସହିତ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ସ୍ତ୍ରୀ ସଂପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଘରେ ଆଣ୍ଠେଇ ଦେଇଥିବା...
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫୬୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ପରୀକ୍ଷାରେ ପାସ୍ କରିଥିବା ୯୩୮ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ଥିବାବେଳେ ଓପିଏସ୍ପି ପରୀକ୍ଷା ଦେଇ ନଥିବା ୬୨୨ ଜଣଙ୍କୁ ଠିକାରେ...
ଭୁବନେଶ୍ୱର: ଆଜିଠାରୁ ବିଜେପି ଆରମ୍ଭ କରୁଛି ବିଜୟ ସଂକଳ୍ପ ଯାତ୍ରା। ରାଜ୍ୟର ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୧୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ବିଜୟ ସଂକଳ୍ପ ଯାତ୍ରାରେ ରାଜ୍ୟରେ ୫ହଜାର ସାଧାରଣ ସଭା ଓ ସମାବେଶ କରିବ ବିଜେପି। ଏହାରି ମାଧ୍ୟମରେ ବିଜେପି ଆଜିଠାରୁ ୨୦୧୯...
ଭୁବନେଶ୍ୱର: ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ ବନାମ୍ ‘ବିଜେଡିରେ ହକ୍ ମାଗୁଛି ଓଡ଼ିଶା’ । ସଂଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟର ବିକାଶ ଲାଗି ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଗୁରୁ ଦାୟିତ୍ୱ ରହିଛି। ହେଲେ ତାକୁ ପାଳନ କରାଯାଉନଥିବା ଅଭିଯୋଗ ଆଣି ପରସ୍ପରର ଗୋହି ଖୋଳାଖୋଳି ହେଉଛନ୍ତି...
ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍ ଆସନ୍ତାକାଲି ମୋହାଲିରେ ଖେଳାଯିବ। ମ୍ୟାଚ୍ ୫ଟିକିଆ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ତେଣୁ କାଲିର ମ୍ୟାଚ୍ ଜିତି ସିରିଜ କବ୍ଜା କରିବାକୁ ଚେଷ୍ଟା କରିବ ଭାରତ। ତେବେ କାଲିର ମ୍ୟାଚରେ ଭାରତ କିଛି ପରିବର୍ତ୍ତନ...
ଭୋପାଲ: ମଧ୍ୟପ୍ରଦେଶର ପର୍ଯ୍ୟଟନ ଓ ଐତିହାସିକ ସ୍ଥଳର ପ୍ରଚାର ପ୍ରସାର କରିବେ ବଲିଉଡ୍ର ଦବଙ୍ଗ୍ ଖାନ ସଲ୍ମାନ। ଗୁରୁବାର ଏନେଇ ସୂଚନା ଦେଇଛନ୍ତି, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ। ଏ ସମ୍ପର୍କରେ କମଲ୍ନାଥ ସଲମାନଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ଏଥିରେ ରାଜି ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ସଲ୍ମାନ...
ଗଞ୍ଜାମ: ମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ପ୍ରତିବାଦରେ ମଝି ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଏଭଳି ପରିସ୍ଥିତି ଦେଖା ଦେଇଛି। ଗତକାଲି ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁରର ରଙ୍କ ପରିଡ଼ା ପୋଖରୀରେ ବୁଡ଼ି ଗୁରୁତର...
ଭୁବନେଶ୍ୱର: ହିନ୍ଦୁ ପରମ୍ପରା ଓ ସଂସ୍କୃତିର ମହାପର୍ବ କୁମ୍ଭ ମେଳା। ୧୨ ବର୍ଷରେ ଥରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହୁଏ ଏହି ମେଳା ଏଥିରେ ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ ହିନ୍ଦୁ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ପବିତ୍ର ମକର ସଂକ୍ରାନ୍ତିରୁ...
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କର୍କଟ ରୋଗ ବିଭାଗ। ତା ସହିତ ଆଖି ଅସ୍ତ୍ରୋପଚାର ପାଇଁ ବି ଏକ OT ଆରମ୍ଭ ହୋଇଛି। ଯାହାକୁ ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ନୂତନ ବିଲ୍ଡିଂ ସହିତ ନୂତନ ବିଭାଗ, ରୋଗୀ ଚିକିତ୍ସା ପାଇଁ ବେଶ ସହାୟକ ହେବ ବୋଲି...