ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରଥମ ପ୍ରର୍ଯ୍ୟାୟର ତାଲିକାରେ ବର୍ଷ ବର୍ଷ ଧରି ଗାନ୍ଧି ପରିବାର ପ୍ରତିନିଧିତ୍ୱ କରି ଆସୁଥିବା ଉତ୍ତରପ୍ରଦେଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ...
ନୂଆଦିଲ୍ଲୀ: ଆଜିଠାରୁ ପୁଣିଥରେ ଚାଲିବ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସ୍। ଆଜି ଭାରତ ପଟୁ ଅର୍ଥାତ୍ ଦିଲ୍ଲୀରୁ ଏହି ଟ୍ରେନ୍ ପାକିସ୍ତାନକୁ ଗଡ଼ିବ। ବାଲାକୋଟ୍ରେ ଭାରତୀୟ ବାୟୁ ସେନାଙ୍କ ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଥିଲା। ତେବେ ପାକିସ୍ତାନ ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ...
ଚେନ୍ନାଇ: ପରକୀୟା ପ୍ରୀତି ପଛର କାରଣ ଟିଭି ଧାରାବାହିକ ବା ‘ମେଗା ଟିଭି ସିରିଆଲ୍’ କି ନା, ତାହା ଜାଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଇଣ୍ଟରନେଟ୍ ଏବଂ ନୂତନ ପରମ୍ପରା ପରକୀୟା ପ୍ରୀତିକୁ ଉସୁକାଉଛି କି ନା, ସେ ସମ୍ପର୍କରେ...
ହାଇଦ୍ରାବାଦ: କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହିତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୬୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହାର ସଦ୍ୟତମ ମୂଲ୍ୟ ୩୩,୦୭୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଏବଂ ଘରୋଇ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ହେତୁ ଦର ହ୍ରାସ ପାଇଛି। ସୁନାଦର ହ୍ରାସ ହେବା...
ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜେକେଏଲ୍ଏଫ୍ (ଜମ୍ମୁ ଆଣ୍ଡ କଶ୍ମୀର ଲିବରେସନ ଫଣ୍ଡ୍) ପାର୍ଟି ମୁଖିଆ ୟାସିନ୍ ମାଲିକଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ)ରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଜମ୍ମୁର ଭାଲ୍ୱାଲ୍ ଜେଲ୍କୁ ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି ଜେକେଏଲ୍ଏଫ୍ ପାର୍ଟିର ପ୍ରବକ୍ତା। ତେବେ ଏହି...
ନୂଆଦିଲ୍ଲୀ: ଫେସବୁକ୍ ପରେ ଏବେ ଭିଡିଓ ସର୍ଚ୍ଚ ଇଞ୍ଜିନ୍ ୟୁ ଟ୍ୟୁବ୍ ଫେକ୍ ନ୍ୟୁଜ୍ ଉପରେ ରୋକ ଲଗାଇବ। ଏମିତିକି ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତି ବା ସଂସ୍ଥାର ସମସ୍ତ ତଥ୍ୟ ଦେବ ୟୁ ଟ୍ୟୁବ୍। ଏବେ ୟୁ ଟ୍ୟୁବ୍ ଟେଲିଭିଜନ ଭଳି ବ୍ରେକିଂ ନ୍ୟୁଜ୍, ଟପ୍ ନ୍ୟୁଜ୍...
ଲୁଧିଆନା: ଭାଗ୍ୟ ଟାଣ କୁହନ୍ତୁ କି ବିଜ୍ଞାନର ଚମତ୍କାରିତା। ୧୧୮ ବର୍ଷୀୟା ଜଣେ ମହିଳାଙ୍କର ସଫଳ ହାର୍ଟ ସର୍ଜରୀ ଏବେ ଚର୍ଚ୍ଚାର ହିଷୟ ପାଲଟିଛି। ଏତେ ବୟସରେ ଏପରି ଜଟିଳ ଅପରେସନ ସଫଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ ପଂଜାବର ଜଣେ ବୟସ୍କା କର୍ତାର କୌରଙ୍କ...
ନୂଆଦିଲ୍ଲୀ: ବାଲାକୋଟ୍ରେ ଜେଇଏମ୍ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି। ମୋଦି ସରକାରଙ୍କ ସାହସ ଯୋଗୁ ପୁଲଓ୍ୱାମା ଆକ୍ରମଣର ତତ୍କ୍ଷଣାତ ଜବାବ ଦିଆଗଲା ବୋଲି ବିଜେପି କହୁଥିବାବେଳେ, ବାୟୁସେନାର ଜଣେ ଅଧିକାରୀ ଆଶ୍ଚର୍ଯ୍ୟକର ବୟାନ୍...
ଶ୍ରୀନଗର: ଜମ୍ମୁରେ ଗ୍ରେନେଡ୍ ବିସ୍ଫୋରଣରେ ସଂପୃକ୍ତ ୟାସିର ଭଟ୍ଟକୁ ଗିରଫ କରିଛି ପୁଲିସ। ସିସିଟିଭି ଫୁଟେଜ୍ ଓ ପ୍ରତ୍ୟକ୍ଷ ଦର୍ଶୀଙ୍କ ସାହାଯ୍ୟରେ ୟାସିରକୁ ନଗ୍ରୋଟାର ଟୋଲ୍ ପ୍ଲାଜାଠାରୁ ଗରିଫ୍ କରାଯାଇଛି। ୟାସିର୍କୁ ଗ୍ରେନେଡ୍ ମାଡ଼ କରିବା ପାଇଁ କୁଲ୍ଗାମର ହିଜ୍ବୁଲ୍ ମୁଜାହିଦ୍ଦିନ୍ ଜିଲ୍ଲା କମାଣ୍ଡର୍ ଫାରୁକ୍ ଅହମଦ୍ ଭଟ୍ଟ...
ନୂଆଦିଲ୍ଲୀ: ରାଫେଲ ରାଜିନାମା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଯିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭର୍ତ୍ସନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ନୂଆ ଟ୍ୟାଗ୍ ଲାଇନ୍ ବ୍ୟବହାର କରି ବିଜେପିକୁ କଟାକ୍ଷ କରିଛନ୍ତି ରାହୁଲ। ଦେଶରେ ଏବେ ‘ଗାଏବ ହୋ ଗେୟା’ ନାରା...
ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାର ପିଛା ଛାଡୁନି ଭାଇରାଲ୍ ଭୂତ। ପରୀକ୍ଷା ଆରମ୍ଭ ହେଲା ଦିନଠୁ କେଉଁଠି ନା କେଉଁଠି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି। କଡ଼ା ସୁରକ୍ଷା ସହ ବ୍ୟାପକ ସତର୍କତା ସତ୍ତ୍ୱେ କଳାହାଣ୍ଡିରେ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ପଦାକୁ ଆସିଛି। ଏହି ଘଟଣାରେ କିଛି କର୍ମଚାରୀଙ୍କୁ...
କେନ୍ଦ୍ରାପଡ଼ା(ପ୍ରବୀର କୁମାର ନାୟକ): ଚାଲିଛି ଅଲିଭ ରିଡଲେଙ୍କ ମିଳନ ଋତୁ। ଏହି ସମୟରେ ଓଡ଼ିଶାର ଗହୀରମଥା ଅଭୟାରଣ୍ୟକୁ ସୁରକ୍ଷିତ ମନେକରି ଅଣ୍ଡା ଦେବା ପାଇଁ ବହୁ ସଂଖ୍ୟାରେ ଅଲିଭ୍ ରିଡ୍ଲେ କଇଁଛ ଏଠାକୁ ଆସିଥାନ୍ତି। କିନ୍ତୁ କଇଁଛମାନଙ୍କର ଏହି ସୁରକ୍ଷାସ୍ଥଳୀ ଏବେ ତାଙ୍କ ପାଇଁ ପାଲଟିଛି ଶ୍ମଶାନ ଘାଟ।...
ନୂଆଦିଲ୍ଲୀ: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଉଲ୍ଲଙ୍ଘନ କରିଥିବାରୁ ୫୦୦ କୋଟି ଟଙ୍କା ତଣ୍ଡ ଗଣିବାଜର୍ମାନୀ କାର ନିର୍ମାତା କମ୍ପାନୀ ଭକ୍ସୱାଗନ। ସିପିସିବି ଆଇନ୍କୁ ଜାଣିଶୁଣି ଉଲ୍ଲଙ୍ଘନ କରୁଥିବା ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) କମ୍ପାନୀ ଉପରେ ଏହି ଫାଇନ୍ ଲଗାଇଛି।...
ନୂଆଦିଲ୍ଲୀ: ପାକିସ୍ତାନ ଫେରିବା ପରେ ଦିଲ୍ଲୀସ୍ଥିତି ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଡାକ୍ତରଖାନାରେ ଅଭିନନ୍ଦନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ନିର୍ମଳା। ଏଥିସହିତ ତାଙ୍କର ସାହସୀକତା ଓ...
ଲକ୍ଷ୍ନୌ: ଆତଙ୍କବାଦୀ କହି ଦୁଇ କଶ୍ମିରୀ ବେପାରୀଙ୍କୁ ମାଡ଼ ମାରିଲେ ଗେରୁଆ ବସ୍ତ୍ର ପିନ୍ଧିଥିବା କିଛି ଅସାମାଜିକ ବ୍ୟକ୍ତି। ଏଭଳି ଘଟଣା ଘଟିଛି ବିଜେପି ଶାସିତ ଉତ୍ତର ପ୍ରଦେଶରେ। ଲକ୍ଷ୍ନୌର ଦଲିଗଞ୍ଜଠାରେ ଥିବା ଏକ ପୋଲ ଉପରେ ଦୁଇ କଶ୍ମିରୀ ବେପାରୀ ବେପାର କରୁଥିବା ବେଳେ ହଠାତ୍ କିଛି...
ବ୍ରହ୍ମପୁର: ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ଦେଖୁ ଦେଖୁ ୫ବର୍ଷ ବିତିଲା । ହେଲେ ବ୍ରହ୍ମପୁରରେ ଆଜିଯାଏ ତିଆରି ହୋଇପାରିଲାନି ରିଂ ରୋଡ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାମ ଶେଷ ହୋଇନଥିବାରୁ ରିଂରୋଡ଼ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରିନାହିଁ । ଖୁବଶୀଘ୍ର ରାସ୍ତା...
ନୂଆଦିଲ୍ଲୀ: ଓଡ଼ିଶାର ଭଦ୍ରକ ଓ ପଶ୍ଚିମବଙ୍ଗର ନାରାୟଣଗଡ଼ ମଧ୍ୟରେ ନିର୍ମାଣ ହେବ ତୃତୀୟ ରେଳ ଲାଇନ୍। ଏହି ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ଦେଇଛି। ଦକ୍ଷିଣ-ପୂର୍ବ ରେଲ୍ୱେ ଅଧୀନରେ ଆସୁଥିବା ଏହି ପ୍ରକଳ୍ପରେ ୧୫୫ କିମି ଦର୍ଘ୍ୟ ବିଶିଷ୍ଟ ରେଳ ଲାଇନ୍ ପାଇଁ ୨...