• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sdfdfsdf
ଜଳିଗଲା ଚଳନ୍ତା ବସ୍

ମୟୂରଭଞ୍ଜ: ହୁ ହୁ ହୋଇ ଜଳିଗଲା ଚଳନ୍ତା ବସ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟରେ ଏହି ଅଘଟଣ ଘଟିଛି। ବସ୍‌ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ଏଥିରେ ଥିବା ଅଳ୍ପକେ ବର୍ତ୍ତିଗଲେ ପ୍ରାୟ ୫୦ ଜଣ ଯାତ୍ରୀ। ଏହି ବସ୍‌ଟି କରଞ୍ଜିଆ ସିଙ୍ଗଡ଼ାରୁ ବେତନଟୀ ଯାଉଥିଲା।  ସିଙ୍ଗଡ଼ା ଅଞ୍ଚଳର...

ff
ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରୁ ଝିଅକୁ ଉଦ୍ଧାର କଲେ ସାଦା ପୋଷାକଧାରୀ ପୁଲିସ୍

ପୁରୀ: ଗତବର୍ଷ ଅପହରଣ ହୋଇଥିବା ଝିଅକୁ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଉଦ୍ଧାର କଲା ପୁଲିସ। ପୁରୀ ଟାଉନ ଥାନା ଅଞ୍ଚଳର ଜଣେ ନାବାଳକ ଝିଅକୁ ଅପହରଣ କରି ରଖିଥିବା ନେଇ ନାବାଳିକାର ପରିବାର ଥାନାରେ ଏତଲା ଦେଇଥିଲେ। ପରିବାରର ଏତଲା ମୁତାବକ ପୁଲିସ୍‌ ଝିଅକୁ ଖୋଜୁଥିଲା। ତେବେ ଝିଅ...

ndtv
ଜମ୍ମୁରେ ଗ୍ରେନେଡ୍‌ ବିସ୍ଫୋରଣ: ୨୬ ଆହତ, ୧ ମୃତ

ଶ୍ରୀନଗର: ପୁଲୱାମା ପରେ ଏବେ ଗ୍ରେନେଡ୍‌ର ଭୟଙ୍କର ବିସ୍ଫୋରଣରେ ଥରିଲା ଜମ୍ମୁ। ଆଜି ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ଜମ୍ମୁ ସହରର ମଧ୍ୟସ୍ଥଳରେ ଥିବା ମୁଖ୍ୟ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ୍‌ ବିସ୍ଫୋରଣ ହୋଇଛି। ଏକ ବସ୍‌ ଭିତରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

sdde
ବିଜେପିରେ ମିଶିଲେ କଂଗ୍ରେସ ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଉମେଶ ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେ କିଛି ଦିନ ତଳେ ଉଭୟ କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲବର୍ଗିରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ଏହାପୂର୍ବରୁ...

cn
ଏୟାର୍‌ ଷ୍ଟ୍ରାଇକ୍‌ରେ ଜୈଶ କ୍ୟାମ୍ପର କ୍ଷତି ହୋଇନଥିବା ଦାବିକଲା ରୟଟର୍ସ

ନୂଆଦିଲ୍ଲୀ: ବାଲାକୋଟା ଏୟାର୍‌ ଷ୍ଟ୍ରାଇକ୍‌ରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କ୍ୟାମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଦାବି କରିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ। ଏ ନେଇ ଗଣମାଧ୍ୟମ ସଂସ୍ଥା ତାର ରିପୋର୍ଟରେ ସ୍ୟାଟେଲାଇଟ୍‌ ଇମେଜ୍‌ ମଧ୍ୟ ସାର୍ବଜନୀନ କରିଛି। ଏଥିରେ ଉତ୍ତର ପାକିସ୍ତାନରେ ଥିବା ଜୈଶର କ୍ୟାମ୍ପ ପୂର୍ବପରି...

sdf
ବାଲାକୋଟ ଏୟାର୍ ଷ୍ଟାଇକ୍‌ର ପ୍ରମାଣ ଦେଲା ବାୟୁସେନା

ନୂଆଦିଲ୍ଲୀ: ଏତେ ତର୍କ ବିତର୍କ ପରେ ଭାରତୀୟ ବାୟୁସେନା ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦେଇଛି। ପାକିସ୍ତାନର ମିଛକୁ ପଦାରେ ପକାଇବା ପାଇଁ ସେନା ପକ୍ଷରୁ ଏକ ପ୍ରମାଣ ସମ୍ବଳିତ ଦସ୍ତାବିଜ୍ ସରକାରଙ୍କୁ ଦିଆଯାଇଛି। ଫେବୃଆରୀ ୨୬ରେ ବାୟୁସେନା ମିରାଜ୍‌-୨୦୦୦ ଦ୍ୱାରା ଜୈଶ-ଏ-ମହମ୍ମଦର ସବୁଠାରୁ ବଡ଼...

congress
ମେଣ୍ଟ ପାଇଁ କଂଗ୍ରେସକୁ ୧୦ଟି ଆସନ ଦାବି କଲା ଜେଡିଏସ୍‌

ବାଙ୍ଗାଲୁରୁ: କର୍ଣ୍ଣାଟକରେ ଆସନ ବୁଝାମଣା ନେଇ ଜନତାଦଳ ସେକୁଲାର ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବ ଗୌଡ଼ା ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ମଧ୍ୟରେ ଏନେଇ ଆଜି ଦିଲ୍ଲୀରେ ଆଲୋଚନା ହୋଇଛି। ଏହି ଆଲୋଚନା ପରେ କର୍ଣ୍ଣାଟକାର ୨୮ଟି ଆସନରୁ ଜେଡିଏସ୍‌...

rabdeep
ଥମୁନି ରାଫେଲ୍ ବିବାଦ: ପୁଣି କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍

ନୂଆଦିଲ୍ଲୀ: ରାଫେଲ୍‌ ବିବାଦ ଥମିବାର ନାଁ ନେଉନି। ଆଜି ଏ ପ୍ରସଙ୍ଗକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା। ମୁଖ୍ୟତଃ ୩ଟି ପ୍ରସଙ୍ଗକୁ ନେଇ ମୋଦିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ରଣଦୀପ। ରାଫେଲ୍‌କୁ ନେଇ ରଣଦୀପ କହିଛନ୍ତି, ଯୁଦ୍ଧ ବିମାନ...

sc
ଅଯୋଧ୍ୟା ଜମି ବିବାଦରେ ଗୁରୁତ୍ୱପୂର୍ଣ୍ଣ ମତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦରେ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା କେବଳ ଏକ ଜମି ବିବାଦ ନୁହେଁ ଏହା ସହିତ ଜଡ଼ିତ ଅଛି ଲୋକଙ୍କ ଆସ୍ଥା ଓ ଭାବପ୍ରବଣତା। ସେହି ଦୃଷ୍ଟିରେ ଏହାକୁ ଦେଖିବା ଉଚିତ୍ ବୋଲି ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି।...

rafgel;
ମିନିଷ୍ଟ୍ରି ଫାଇଲ୍‌ରୁ ରାଫେଲ୍‌ ତଥ୍ୟ ଚୋରି କରିଥିଲେ ସରକାରୀ କର୍ମଚାରୀ !

ନୂଆଦିଲ୍ଲୀ: ରାଫେଲ୍‌ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ନେଇ ସୁପ୍ରିକୋର୍ଟରେ ଅଭିଯୋଗ ଆଣିଲେ ସରକାର। କୌଣସି ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଏହି ତଥ୍ୟ ଚୋରି ହୋଇଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ବୁଧବାର ସୁପ୍ରିମ୍‌କୋର୍ଟରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ରାଫେଲ୍‌ ବିମାନର ମୂଲ୍ୟ...

cricjet
ଫିକା ପଡ଼ିଲା ବିରାଟଙ୍କ ଶତକ: ତୃତୀୟ ୱାନ୍‌ଡେ ହାରିଲା ଇଣ୍ଡିଆ

ରାଞ୍ଚି: ଅଧିନାୟକ ବିରାଟ କୋହଲି (୧୨୩)ଙ୍କ ଲଢୁଆ ଶତକୀୟ ଇନିଂସ୍ ସତ୍ତ୍ୱେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୩୨ ରନରେ ପରାସ୍ତ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାରତ ଏବେବି ୨-୧ରେ ଆଗୁଆ ରହିଛି। ଜେଏସସିଏ ଷ୍ଟାଡିୟମରେ...

modi
ସଫେଇ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ଫଣ୍ଡରୁ ମୋଦି ଦେଲେ ୨୧ ଲକ୍ଷ

ନୂଆଦିଲ୍ଲୀ: କୁମ୍ଭମେଳାରେ ସଫେଇ କର୍ମଚାରୀଙ୍କୁ ଆର୍ଥିକ ସହାୟତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏଭଳି ଆର୍ଥିକ ସହାୟତା ସେ ସରକାର ରାଜକୋଷରୁ କରି ନାହାନ୍ତି ବରଂ ନିଜର ବ୍ୟକ୍ତିଗତ ସେଭିଙ୍ଗ୍ ଆକାଉଣ୍ଟରୁ ଦେଇଛନ୍ତି। ଶ୍ରୀ ମୋଦି ନିଜ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା କୁମ୍ଭ ସଫେଇ କର୍ମଚାରୀ...

indiatvnews
ସାହସ ଅଛି ତ ମୋ ବିରୁଦ୍ଧରେ ମାମଲା କର: ଦିଗ୍‌ବିଜୟ ସିଂହ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏକ ‘ଦୁର୍ଘଟଣା’ ବୋଲି କହିବା ପରେ ବିଜେପି ନେତାମାନେ ତାଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ତାଙ୍କର ଅନ୍ୟ ମନ୍ତ୍ରୀମାନେ ଦିଗ୍‌ବିଜୟଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏହି...

Capture
ବଂଶଧାରା ନଦୀ ଜଳ ବିବାଦର ଟ୍ରିବ୍ୟୁୟନାଲରେ ଶୁଣାଣି

ଭୁବନେଶ୍ୱର:  ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁୟନାଲରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨, ୩ ଓ ୪ରେ ହେବ। ୨ରେ କେନ୍ଦ୍ର, ୩ ଓ ୪ରେ ଆନ୍ଧ୍ର ସରକାର ଜବାବ ରଖିବେ। ବଂଶଧାରା ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଡର ମୁକୁନ୍ଦକମ୍...

1
ସ୍କୁଲ୍‌ରେ ପଢ଼ାଯିବ ଅଭିନନ୍ଦନଙ୍କ ବୀରତ୍ଵର କାହାଣୀ

ଜୟପୁର: ଏଣିକି ସ୍କୁଲ୍‌ରେ ଛାତ୍ରୀଛାତ୍ରୀମାନେ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦରଙ୍କ ବୀରତ୍ଵର କାହାଣୀ ପଢ଼ିବେ। ରାଜସ୍ଥାନର ସ୍କୁଲ୍‌ ପିଲାମାନଙ୍କ ପାଠ୍ୟ ପୁସ୍ତକରେ ଅଭିନନ୍ଦନ ବର୍ତମାନଙ୍କ ସଫଳତାର କାହାଣୀ ସ୍ଥାନ ପାଇବ। ଏନେଇ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସ୍ରା ଏକ ପ୍ରସ୍ତାବ ଆଗତ କରିଛନ୍ତି। ପାଇଲଟ୍‌ ଶିକ୍ଷାକୁ...

k
ବାୟୁସେନାର ମିଗ୍-୨୧ ବାଇସନ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ବିକାନେର: ରାଜସ୍ଥାନର ବିକାନେରରେ ଭାରତୀୟ ବାୟୁସେନାର ମିଗ୍-୨୧ ବାଇସନ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଆସିଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ନାଲ୍ ଏୟାରବେସ୍‌ରୁ ମିଗ୍-୨୧ ଅଭ୍ୟାସ ଉଡ଼ାଣ ପାଇଁ ଅପରାହ୍ଣରେ ବାହାରିଥିଲା। କିଛି ସମୟ ପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏୟାରକ୍ରାଫ୍ଟରେ...

ndvt
ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ ସହର

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ କଥା କହୁଥିବା ଭାରତ କେତେ ପ୍ରଦୂଷଣ ମୁକ୍ତ ଓ ପରିଷ୍କାର ତା’ର ଅସଲ ଚିତ୍ର ସାମ୍ନାକୁ ଆସିଛି। ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛି। ସେହିପରି ବିଶ୍ୱର ୧ ନଂ ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ...