• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Capture-13...........
କାଲିଠାରୁ ସିବିଏସ୍ଇ ଦ୍ୱାଦଶ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: କାଲିଠୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା ଆରମ୍ଭ ହେବ। ଦେଶର ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ।୧୨ଲକ୍ଷ ୮୭ ହଜାର ୩୫୯ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି । ସକାଳ ସାଢେ ୧୦ଟାରୁ ସାଢେ ଗୋଟାଏ...

Capture-11....
ପୁଣି ଥରେ ଆତଙ୍କବାଦୀଙ୍କୁ ଟାର୍ଗେଟ କଲେ ମୋଦି

କନ୍ୟାକୁମାରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁର କନ୍ୟାକୁମାରୀରେ ରେଳ, ସଡ଼କପଥର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। କେରଳର ଥିରୁବନନ୍ତପୁରମରୁ ହେଲିକପ୍ଟରରେ ଯାଇ କନ୍ୟାକୁମାରୀରେ ପହଞ୍ଚିଥିଲେ ମୋଦି । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମି ସ୍ୱାଗତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମଦୁରାଇ-ଚେନ୍ନାଇ ମଧ୍ୟରେ ତେଜାସ...

Capture-9-....
ନଗଡ଼ାରେ ଫେଲ୍‌ ମାରିଛି କାଳିଆ ଯୋଜନା

ଯାଜପୁର (ଅଭୟ ପତି ): ଦିନେ ଭୋକର ଭୂଗୋଳ ପାଇଁ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ନଗଡ଼ାରେ ଏବେ ଫେଲ ମାରିଛି ସରକାରଙ୍କ କାଳିଆ ଯୋଜନା। ଚାଷୀ ଅଭିଯୋଗ କରିଛନ୍ତି ସେମାନେ କେବଳ କାଳିଆ ଯୋଜନାର ନାଁ ଶୁଣିଛନ୍ତି, ହେଲେ ଆବେଦନ କରିଥିଲେ ବି ଆଜି ଯାଏ ଟଙ୍କାଟିଏ...

Capture-7-....
ସରୁନି ଦାଦନ ଦୁଃଖ : ତେଲେଙ୍ଗାନା ଇଟାଭାଟିରେ ୧୩ ଶ୍ରମିକ ଅଟକ

ନବରଙ୍ଗପୁର : ସରୁନି ଦାଦନ ଦୁଃଖ। ଇଟାଭାଟିରେ କାମ କରିବାକୁ ଯାଇଥିବା ନବରଙ୍ଗପୁର ଭଟିଗାଁର ୧୩ ଜଣ ଶ୍ରମିକ ତେଲେଙ୍ଗାନାରେ ନିର୍ଯାତିତ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ଶ୍ରମିକମାନଙ୍କୁ ଇଟାଭାଟି ମାଲିକ ଚୁକ୍ତି ମୁତାବକ ଟଙ୍କା ଦେଉ ନାହାନ୍ତି। ଟଙ୍କା ମାଗିଲେ ମାରପିଟ କରିବା ସହ ଘରକୁ ଆସିବାକୁ...

Capture-6-..
ଓପିଜିସିର ତୃତୀୟ , ଚତୁର୍ଥ ୟୁନିଟ ଉଦ୍‌ଘାଟିତ

ଝାରସୁଗୁଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଝାରସୁଗୁଡା ଜିଲ୍ଲା ବନହରପାଲି ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ-ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟକୁ ଉଦ୍‌ଘାଟନ କରିଛନ୍ତି। ସେହିପରି କମ୍ପାନୀର ସୁନ୍ଦରଗଡ ଜିଲ୍ଲା ମନୋହରପୁରସ୍ଥିତ ନିଜସ୍ୱ କୋଇଲା ଖଣିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ...

Capture--4....
ନିଜ ପଦରୁ ଓହରିଲେ କୁଳପତି

କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ସଚ୍ଚିଦାନନ୍ଦ ମହାନ୍ତି ନିଜ ପଦବୀରୁ ଓହରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱେଚ୍ଛାକୃତ ଭାବେ ସେ ପଦରୁ ଓହରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ୨୦୧୫ରେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କୁଳପତି ଭାବେ ଯୋଗ ଦେଇଥିଲେ। ଜଣେ...

Capture-3-....
ନାଁ ନ ନେଇ ପାକିସ୍ତାନକୁ କଡ଼ା ସମାଲୋଚନା କଲେ ସୁଷମା

ଆବୁଧାବି :  ଆବୁଧାବିରେ ଅର୍ଗାନାଇଜେସନ ଅଫ୍‌ ଇସ୍‌ଲାମିକ କୋପରେସନ ( ଓଆଇସି) ପକ୍ଷରୁ ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆତଙ୍କବାଦ ବିରୁଦ୍ଧରେ ଲଢିବାକୁ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି। ପାକିସ୍ତାନର ନାଁ...

download..
ଲାଦେନ ପୁଅକୁ ଧରାଇ ଦେଲେ ମିଳିବ ପୁରସ୍କାର

ୱାଶିଂଟନ: ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ଏବେ ଏକାଠି ହୋଇଛନ୍ତି ବିଶ୍ୱ ସମୁଦାୟ। ଏଥିପାଇଁ ଉଦ୍ୟମ ଆରମ୍ଭ କରିସାରିଛି ଆମେରିକା। ଲାଦେନର ପୁଅ ହମ୍‌ଜା ବିନ୍ ଲାଦେନକୁ ଧରିବାକୁ ଅଭିଯାନ ଆରମ୍ଭ କରିଛି ଆମେରିକା। ହମ୍‌ଜାକୁ ଧରାଇ ଦେଲେ ଏକ ମିଲିୟନ ଡଲାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି...

chanda-kochhar.....
ଚନ୍ଦା କୋଚର, ଭେନୁଗୋପାଳ ଧୁତ୍‌ଙ୍କ ଘରେ ଇଡିର ଚଢ଼ାଉ

ଔରଙ୍ଗାବାଦ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ଭିଡିଓକୋନ ଏମ୍‌ଡି ଭେନୁଗୋପାଳ ଧୁତ୍‌ଙ୍କ ଘରେ ଏବଂ ଅଫିସ୍‌ରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଋଣ ସମ୍ପର୍କିତ ଅଧିକ ତଥ୍ୟ ହାସଲ୍ ପାଇଁ ମୁମ୍ବାଇ ଏବଂ ଔରଙ୍ଗାବାଦରେ ମଧ୍ୟ ଇଡି ଚଢ଼ାଉ କରିଥିବା ଜଣାପଡ଼ିଛି। ପୂର୍ବରୁ ଚନ୍ଦା...

Capture-2-...
‘ଜମି ହରାଇଥିବା ଚାଷୀଙ୍କୁ ଦିଅ ଅନୁକମ୍ପା ରାଶି’

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ୍‌  କରାଯାଇଛି । ୮ ଦଫା ଦାବି ନେଇ ଗୋଲାମୁଣ୍ଡା ଯୁବ କଂଗ୍ରେସ ପକ୍ଷରୁ ରାସ୍ତାରୋକ୍‌ କରାଯାଇଛି। ଫଳରେ ଧର୍ମଗଡ଼-ସିନାପାଲି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କାଠିକୁଟା ଡ୍ୟାମ୍ ନିର୍ମାଣରେ ଜମି ହରାଇଥିବା ଚାଷୀଙ୍କୁ ଅନୁକମ୍ପା ରାଶି...

Capture-1-..
ମଣ୍ଡିରେ ପଡ଼ିଛି, ବର୍ଷାରେ ଭିଜୁଛି ଧାନ

ମଣ୍ଡିରେ ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବହୁ ମଣ୍ଡିରେ ଧାନ ପଡି ପଡି ଗଜା ହେବାକୁ ବସିଲାଣି। ହେଲେ ମିଲରଙ୍କ ଦେଖା ନାହିଁ। ଚଳିତ ବର୍ଷ ବାସୁଦେବପୁର ବ୍ଲକର ୨୨ଟି ସେବା ସମବାୟ ସମିତି ଜରିଆରେ ୧୨ ହଜାର ୬୦୦ ଚାଷୀ ଧାନ ବିକିବା ପାଇଁ...

pht.....
‘ବିଜେପି କ୍ଷମତାକୁ ଆସିଲେ ସ୍ୟାଟ୍‌ର ହେବ ପୁନର୍ବିନ୍ୟାସ’

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ବା ସ୍ୟାଟ୍‌ ବନ୍ଦ ଲାଗି ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଛି ବିଜେପି । ଏହା ରାଜ୍ୟ ସରକାରଙ୍କ ଏକଛତ୍ରବାଦୀ ନୀତି ସ୍ପଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ। ଆଜି ଏକ ପ୍ରେସ ମିଟ୍‌ରେ ରାଜ୍ୟ ସରକାରଙ୍କ...

Untitled-1
ଫ୍ଲାଇଟ୍‌ ଭିତରେ ଅଭିନନ୍ଦନଙ୍କ ବାପାମାଙ୍କୁ ସ୍ୱାଗତ କଲେ ଅନ୍ୟ ଯାତ୍ରୀ

ନୂଆଦିଲ୍ଲୀ: ନିଜ ମାଟିକୁ ଫେରୁଛନ୍ତି ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନ। ସାରା ଦେଶ ତାଙ୍କୁ ସ୍ୱାଗତ କରିବାକୁ ଅନାଇ ବସିଛି। ନିଜର ବୀର ପୁଅକୁ ସ୍ୱାଗତ କରିବା ପାଇଁ ଆସୁଛନ୍ତି ଅଭିନନ୍ଦନଙ୍କ ବାପାମା। ବାପା ଏସ୍. ବର୍ତ୍ତମାନ ଓ ମାଆ ଶୋଭା ବିମାନରେ ଚେନ୍ନାଇରୁ ନୂଆଦିଲ୍ଲୀ ଆସୁଛନ୍ତି।...

d
ଗୁଣୁପୁର ଟ୍ରିପଲ୍ ମର୍ଡର୍‌ ଘଟଣାର ପର୍ଦ୍ଦାଫାଶ: ୯ ଗିରଫ

ଗୁଣୁପୁର(ଇନ୍ଦ୍ରଜିତ୍‌ କୁମାର ପଣ୍ଡା): ଉକୁମ୍ବାଗୁଡ଼ା ଟ୍ରିପଲ୍ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୯ ଜଣଙ୍କୁ ଗିରଫ କରିଛି ଗୁଣପୁର ପୁଲିସ। ଗୁଣିଗାରେଡ଼ି ସନ୍ଦେହରେ ଗତ ୨୩ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଗୋପାଳ ଶବର,...

asiqu
ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଆଶିକ୍ ସରେଣ୍ଡର୍ ହେଲା'ର ଶୁଭ ମହୁରତ

ଭୁବନେଶ୍ୱର: ପଟିଆସ୍ଥିତ ଡଲଫିନ୍ ଗାର୍ଡେନ୍‌ରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଶିକ୍ ସରେଣ୍ଡର୍ ହେଲା’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ବିଶ୍ୱାସ ପ୍ରଡକ୍ସନ୍‌ସ ଓ ଫୋନିକ୍ସ ଫିଲ୍ମ ଲାବ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ର ମିଳିତ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଛି। ମହୁରତ ଅବସରରେ ଚଳଚ୍ଚିତ୍ରର ସମସ୍ତ କଳାକାର, ନିର୍ଦ୍ଦେଶକ ଓ...

gangaa
ଜିଏମ୍ ବିଶ୍ୱବିଦ୍ୟାଳୟ-ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ମୁହାଁମୁହିଁ

ସମ୍ବଲପୁର(ସଞ୍ଜୟ କୁମାର ଜେନା): ଯୁକ୍ତ ୨ ପରୀକ୍ଷାକୁ ନେଇ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଉଭୟଙ୍କ ମଧ୍ୟରେ ଏହି ବିବାଦ ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ପରୀକ୍ଷା ନ...

paswan
ଅନୁସୂଚିତ ଜାତିର ବିକାଶରେ ବାଧା

ଅନୁଗୁଳ: ରାଜ୍ୟରେ ଅନୁସୂଚିତ ଜାତି ଲୋକଙ୍କ ବିକାଶରେ ବାଧା ସୃଷ୍ଟି ହେଉଛି। ରାଜ୍ୟର ମୋଟ ଜନସଂଖ୍ୟା ତୁଳନାରେ ଅନୁସୂଚିତ ଜାତି ଲୋକଙ୍କର ବିକାଶ ହେଉନଥିବା କହିଛନ୍ତି ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶଓ୍ୱାନ। ଅନୁଗୁଳ ଗସ୍ତରେ ଆସିବା ଅବସରରେ ପାଶୱାନ ଏହି ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ...

rain
ଆଜି ରାତିରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜି ରାତିରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଘଡ଼ଘଡ଼ି ମାରିବ ଓ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ରାତି ୧୧ଟା ୩୦ ଯାଏ ଜଗତସିଂହପୁର, ଖୋର୍ଦ୍ଧା,...