• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

nj
ବିମାନ ସେବା କ୍ଷେତ୍ରରେ ରେକର୍ଡ କଲା ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ବିମାନ ସେବା କ୍ଷେତ୍ରରେ ଭୁବନେଶ୍ୱର ବିମାନବନ୍ଦର ଏକ ନୂଆ ରେକର୍ଡ କରିଛି। ପୂର୍ବବର୍ଷ ତୁଳନାରେ ଏ ବର୍ଷ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ବଢ଼ିଛି। ଏହାକୁ ଆଖି ଆଗରେ ରଖି ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆଗାମୀ ଦିନରେ ଟର୍ମିନାଲ୍ ଗୁଡ଼ିକୁ ଆହୁରି ଆକର୍ଷଣୀୟ କରାଯିବାକୁ...

ଇଏ
କୋରାପୁଟରେ ତ୍ରିମୁଖୀ ଲଢ଼େଇ

କୋରାପୁଟ: ଅଭିଜ୍ଞ ଏବଂ ନବାଗତଙ୍କ କୁରୁକ୍ଷେତ୍ର ସାଜିବ କୋରାପୁଟ। ଏଠି ଏଥର ତ୍ରିମୁଖୀ ଲଢ଼େଇ ହେବ। ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରିଙ୍କୁ କଂଗ୍ରେସ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେବେ...

vc
ସମର୍ଥକଙ୍କ ଚେତାବନୀ; ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଅନୁଭବ!

ଭୁବନେଶ୍ୱର: ଖଣ୍ଡପଡ଼ା ବିଜେଡିରେ ବିଦ୍ରୋହର ସ୍ୱର ଉଠିଛି। ସିଟିଂ ଏମ୍ଏଲ୍ଏ ଅନୁଭବ ପଟ୍ଟନାୟକଙ୍କୁ ଟିକେଟ୍ ନ ମିଳିଲେ ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ତାଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି। ଏଠାରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଅନୁଭବଙ୍କ ସମର୍ଥକଙ୍କ...

dsf
ଭାରତୀୟ ସୀମାରେ ଚକ୍କର ମାରୁଛି ପାକିସ୍ତାନ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଥମିବାର ନାଁ ଧରୁନି। ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ପୁଞ୍ଚ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପୁଣିଥରେ ପାକ୍ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଚକର ମାରୁଥିବା ଦେଖିବାକୁ ମିଳିଛି। ସମ୍ଭବତଃ...

congress
୩ଦିନ ପରେ ସରିବ ନାମାଙ୍କନ ପ୍ରକ୍ରିୟା: ଛିଡୁନି କଂଗ୍ରେସର ଟିକେଟ୍ ଗଣିତ

ଭୁବନେଶ୍ୱର: ଜୋର୍‌ ଧରିଲାଣି ନିର୍ବାଚନୀ ପ୍ରଚାର। ନିଜ ସପକ୍ଷରେ ଭୋଟରଙ୍କୁ ମନାଇବା ପାଇଁ ଲାଗିପଡ଼ିଛନ୍ତି ବିଭିନ୍ନ ପ୍ରାର୍ଥୀ। ତେବେ କଂଗ୍ରେସରେ ଚିତ୍ର କିନ୍ତୁ ଓଲଟା। ମୈଦାନରେ ବଦଳରେ ପିସିସି ସଭାପତିଙ୍କ ଘରେ ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। କାରଣ ଏବେବି ଅଛିଣ୍ଡା ରହିଛି କଂଗ୍ରେସର ଟିକଟ...

Firstpost
ମାସୁଦ୍‌ ଆଝାରକୁ ଘଣ୍ଟ ଘୋଡ଼ାଉଛି ଚୀନ !

ବେଜିଂ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାରେ ବିଫଳ ହେବାର ଆଶଙ୍କା ପ୍ରକାଶ ପାଇଛି। ଜାତିସଂଘ ସୁରକ୍ଷା ପରିଷଦର ପ୍ରାୟ ସମସ୍ତ ରାଷ୍ଟ୍ର ମାସୁଦକୁ ଆତଙ୍କବାଦୀ ଘୋଷଣା ପାଇଁ ଏକମତ ହୋଇଥିବା ବେଳେ ଚୀନ୍‌...

gds
ଅଡୁଆରେ ପଡ଼ିପାରନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର: ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥୀପତ୍ର ନାକଚ କରିବା ଲାଗି ଏଡିଏମ୍‌ଙ୍କ ନିକଟରେ ଦାବି କରିଛି ବିଜେପି। ଅନନ୍ତ ବିଡିଏ ଅଧ୍ୟକ୍ଷ ଭଳି ଲାଭଜନକ ସଂସ୍ଥାରୁ ଇସ୍ତଫା ନଦେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଯାହାକି ଆଇନ୍‌ର ଉଲ୍ଲଂଘନ ବୋଲି ବିଜେପି...

ndtv
କର୍ଣ୍ଣାଟକାରେ ୨୦ ସିଟ୍‌ରୁ ଲଢ଼ିବ କଂଗ୍ରେସ, ଜେଡିଏସ୍‌ ୮ରେ ରାଜି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମରାଥନ ବୈଠକ ଓ ଆଲୋଚନା ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଛି। ଲୋକସଭା ନିର୍ବାଚନ ପାଇଁ  ୨୮ ଆସନରୁ କଂଗ୍ରେସ ୨୦ଟି ସିଟ୍‌ରେ ନିର୍ବାଚନ ଲଢ଼ିବ, ଓ ଜେଡିଏସ୍‌ ୮ଟିରେ ନିର୍ବାଚନ ଲଢ଼ିବା ନେଇ ଦୁଇ...

india
ପଞ୍ଚମ ଦିନିକିଆରେ ପରାଜୟ ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: କାମ ଦେଲାନି ବିରାଟ ମ୍ୟାଜିକ୍। କୋଟଲାରେ କମାଲ କରିଛି କଙ୍ଗାରୁ ଟିମ୍। ଲଗାତାର ତିନୋଟି ବିଜୟ ସହ ଆରୋନ ଫିଞ୍ଚଙ୍କ ଅଷ୍ଟ୍ରେଲିଆ ଟିମ୍ ଭାରତଠାରୁ ଦିନିକିଆ ସିରିଜ ଛଡ଼ାଇ ଆଣିଛି। ଖରାପ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆ...

ganga
ଗୁଣପୁର ନିର୍ବାଚନ ମଣ୍ଡଳୀରେ ଗମାଙ୍ଗ ପରିବାରର ଲଢ଼େଇ

ଗୁଣପୁର(ଇନ୍ଦ୍ରଜିତ୍ ପଣ୍ଡା): ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୧ ତାରିଖରେ ରାୟଗଡ଼ା ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ  ମତଦାନ ହେବ। ଏଥିଲାଗି ଜୋରଦାର ପ୍ରଚାର ଚାଲିଥିବା ବେଳେ ଏଠି ଚାରି କୋଣିଆ ଲଢ଼େଇ ହେବାକୁ ଯାଉଛି। ତେବେ ଏହି ଲଢ଼େଇ ହେବ ଗୋଟିଏ ପରିବାର ଭିତରେ। ଏଠାରୁ ନିର୍ବାଚନ ଲଢୁଥିବା...

jya
ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ଟିମ୍

ଭୁବନେଶ୍ୱର: କାଳିଆ ଟଙ୍କା ଅଟକାଇ ଦିଆଯାଇଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ ହୋଇଛି।  ଚାପରେ ପଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଉନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଏ ସମ୍ପର୍କରେ ଘୋଷଣା ହୋଇଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ...

faf
ଚାନ୍ଦବାଲିରେ ବିଜେପିର ବଡ଼ ଧରଣର ମିଶ୍ରଣ ପର୍ବ

ଭଦ୍ରକ (ବାସୁଦେବ ଦାସ): ଚାନ୍ଦବାଲିରେ ବିଜେପିର ବଡ଼ ଧରଣର ମିଶ୍ରଣ ପର୍ବ ହୋଇଛି। ଦିଗଛିଆ ମୁନି ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରାୟ ୧୦ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ...

bjd
ଭୋଟରଙ୍କୁ ଟଙ୍କା ଓ ଘର ଲୋଭ ଦେଖାଇଲେ ବିଜେଡି ନେତା: ଭିଡିଓ ଭାଇରାଲ୍

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ଲୋଭ ଦେଖାଇଲେ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ନବ ଦାସ। କୁଚିଣ୍ଡାରେ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀ ନବ ଦାସ ଭାଷଣ ଦେବା ବେଳେ ଲୋକଙ୍କୁ ଲୋଭ ଦେଖାଇଥିବା ଦେଖିବାକୁ ମିଳିଛି। ନବ ଦାସ ଏକ ସଭାରେ ଭୋଟର୍‌ଙ୍କୁ ଟଙ୍କା ଓ ଘରର...

fa
ପଶ୍ଚିମ ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପ୍ରଚାର

ନୂଆପଡ଼ା(ମାୟାଧର ସରାଫ): ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ନୂଆପଡ଼ା ନିର୍ବାଚନମଣ୍ଡଳୀର ତରବୋଡରେ ଏକ ସମାବେଶରେ ସେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହା ସହିତ କଂଗ୍ରେସର ଗରିବଙ୍କୁ ୭୨ ହଜାର ଟଙ୍କା ପ୍ରଦାନର ଘୋଷଣାକୁ ପ୍ରଶଂସା କରିବା ସହିତ...

fsa
ବିଜେଡି ଲୋକସଭା ପ୍ରାର୍ଥୀଙ୍କୁ ରୋକିଲା ଷ୍ଟାଟିକ୍ ସର୍ଭିଲାନ୍ସ ସ୍କ୍ୱାଡ୍

ସୁନ୍ଦରଗଡ଼: ଶୋଭାଯାତ୍ରା ବେଳେ ସୁନ୍ଦରଗଡ଼ ଲୋକସଭାର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ଅଟକାଇଲା ନିର୍ବାଚନ କମିଶନଙ୍କ ଷ୍ଟାଟିକ୍ ସର୍ଭିଲାନ୍ସ ସ୍କ୍ୱାଡ୍। ସୁନୀତ ଆଜି ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ପ୍ରଚାର ଶୋଭାଯାତ୍ରାରେ ବାହାରିଥିଲେ। ତେବେ ଏଥିପାଇଁ ଆବଶ୍ୟକ ଅନୁମତି ନ ଥିବାରୁ ପୁଲିସ୍ ତାଙ୍କୁ ହାତୀବାରିରେ ଅଟକ ରଖିଥିଲା।...

gf
ପ୍ରଚାର ପାଇଁ କଳାହାଣ୍ଡିରେ ଧର୍ମେନ୍ଦ୍ର

କଳାହାଣ୍ଡି(ରାଜକୁମାର ସିଂହଦେଓ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି ଜିଲ୍ଲାର ତିନିଟି ସ୍ଥାନରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି। ଜୁନାଗଡ଼ ନିର୍ବାଚନମଣ୍ଡଳୀର ବୃନ୍ଦାବାହାଲରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁରୋଧ କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଧର୍ମେନ୍ଦ୍ର। ଆୟୁଷ୍ମାନ ଭାରତ...

fsd
ବୋଇଂ ବିମାନ ଉଡ଼ାଣ ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଦେଶର ସମସ୍ତ ଘରୋଇ ବିମାନ ସେବା କମ୍ପାନୀ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଭିଲ୍ ଏଭିଏସନ ସଚିବ କହିଛନ୍ତି, ବୋଇଂ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ଏହାର ପ୍ରଭାବ...

ffd
ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ୍

ସମ୍ବଲପୁରର(ସଞ୍ଜୟ ଜେନା): ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ୍ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ନୀତେଶ ଗଙ୍ଗଦେବ। ନଳିନୀ ଅଫିସ୍ ଅଫ୍ ପ୍ରଫିଟ୍‌ରେ ଥିବା ସେ ଅଭିଯୋଗ କରିଛନ୍ତି। ନୀତେଶ ଗଙ୍ଗଦେବଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚିଛି। ଆଜିର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା...