• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

vima
ଓଡ଼ିଶାରେ ଏଇଠି ପୂଜା ପାଆନ୍ତି ୨୦ ଫୁଟ୍‌ ଉଚ୍ଚର ଭୀମ ମୂର୍ତ୍ତି

ମୟୂରଭଞ୍ଜ: ଘଣ୍ଟ, ଶଙ୍ଖ, ଭଜନ କିର୍ତ୍ତନରେ ଭକ୍ତିମୟ ହୋଇ ଉଠିଛି ମୟୂରଭଞ୍ଜର ପାଉଁଶିଆ ଗାଁ। ଏଠାରେ ସ୍ୱତନ୍ତ୍ର ରିତିନିତିରେ ପୂଜା ପାଉଛନ୍ତି, ମଧ୍ୟମ ପାଣ୍ଡବ ଭୀମ। ପାଉଁଶିଆ ଗାଁରେ ଭୀମ ଏକାଦଶୀରୁ ଚାଲିଛି ଭୀମ ମେଳା। ଦୀର୍ଘ ୪୧ ବର୍ଷ ଧରି ୨୦ ଫୁଟ୍ ଉଚ୍ଚର ସୁନ୍ଦର ଭୀମ ମୂର୍ତ୍ତି...

bdk
ସହିଦଙ୍କୁ ସଲାମ୍‌ ପାଇଁ ସାଇକେଲ୍‌ରେ ଭାରତ ଭ୍ରମଣ

ଭଦ୍ରକ: ପୁଲଓ୍ୱାମା ଆକ୍ରମଣରେ ସହିଦଙ୍କୁ ସଲାମ୍‌ ଓ ଭାରତୀୟ ଯବାନଙ୍କ ମନୋବଳ ଦୃଢ଼ କରିବାର ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣରେ ବାହିରିଛନ୍ତି ଭଦ୍ରକର ବିଭୁତି ପଣ୍ଡା ନାମକ ଜଣେ ଯୁବକ। ସେ ଗତକାଲିଠୁ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ଭଦ୍ରକରୁ ଆରମ୍ଭ ହୋଇଥିବା ଏହି ଯାତ୍ରା, କନ୍ୟାକୁମାରୀ...

bk
ବଢ଼ିଛି କୃଷ୍ଣସାର ମୃଗଙ୍କ ସଂଖ୍ୟା, ରକ୍ଷଣାବେକ୍ଷଣରେ ଢିଲା

ବ୍ରହ୍ମପୁର: ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି କୃଷ୍ଣ ସାର ମୃଗ। କିଏ ପଡ଼ିଆରେ ବୁଲି ଖାଦ୍ୟ ଖୋଜୁଛି ତ କିଏ ଡିଆଁ ମାରି ଖେଳୁଛି। ଏଭିଲ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଈ ଗାଁରେ। ଏଠାରେ ହଜାର ହଜାର କୃଷ୍ଣସାର ମୃଗ ଦେଖିବାକୁ ମିଳନ୍ତି।...

matrcik
ମାଟ୍ରିକ୍ ପରୀକ୍ଷା: ସୁରକ୍ଷାକର୍ମୀଙ୍କ ପହରାରେ ପ୍ରଶ୍ନପତ୍ର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ନୋଡାଲ୍ ସେଣ୍ଟରଗୁଡ଼ିକୁ ପରୀକ୍ଷା ପ୍ରଶ୍ନପତ୍ର ପଠାଯାଇଛି। କାଲି ସକାଳେ ନୋଡାଲ୍‌ ସେଣ୍ଟର୍‌ଗୁଡ଼ିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଏଥର ରାଜ୍ୟରେ ମୋଟ୍  ୩୦୪ଟି ନୋଡାଲ୍‌ ସେଣ୍ଟର୍‌ କରାଯାଇଛି।...

tank
ପାଇଖାନା ଟାଙ୍କିରେ ପଡ଼ି ଶିଶୁ କନ୍ୟା ମୃତ

ମାଲକାନଗିରି: ସହରର ଲାଠିଆଗୁଡ଼ାରେ ଅର୍ଧ ନିର୍ମିତ ପାଇଖାନା ଟାଙ୍କିରେ ପଡ଼ି ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଗତକାଲିଠାରୁ ଶିଶୁକନ୍ୟା ନିଖୋଜ ଥିଲା। ଏନେଇ ପରିବାର ପକ୍ଷରୁ ଚାଇଲ୍‌ଡ୍‌ ଲାଇନ ସହାୟତାରେ ଥାନାରେ ଏତଲା ଦିଆଯାଇଥିଲା। ତେବେ ଆଜି ସକାଳେ କମ୍ୟୁନିଟି ସେଣ୍ଟରର ଅର୍ଧ ନିର୍ମିତ ପାଇଖାନା...

Capture
ପାକିସ୍ତାନରେ ପହଞ୍ଚିଲା ବିଜେଡି ବିଧାୟକଙ୍କ ଭାଇରାଲ୍‌ ଭିଡିଓ

ଭୁବନେଶ୍ୱର: ପାକିସ୍ତାନରେ ପହଞ୍ଚିଲା ପୁଲଓ୍ୱାମା ଆକ୍ରମଣରେ ସହିଦ ଯବାନଙ୍କ ସମ୍ପର୍କୀୟଙ୍କୁ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶାଳୀନ ବ୍ୟବହାରର ଭାଇରାଲ ଭିଡିଓ। ପାକିସ୍ତାନୀ ଟିଭି ଚ୍ୟାନେଲ୍‌ ଆଜାଦ୍ ନ୍ୟୁଜ୍‌ରେ ଏହି ଖବରକୁ ପ୍ରସାରଣ କରାଯାଇଛି। ଗତ ୧୬ ତାରିଖରେ ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ବେଳେ ସହିଦଙ୍କ...

bdf
ଗୁରୁବାର ଠାରୁ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌ ମ୍ୟାଚ୍

କଟକ: ଗୁରୁବାରଠାରୁ କଟକରେ ଆରମ୍ଭ ହେବ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ। ଗ୍ରୁପ ‘ଡି’ର ସମସ୍ତ ମ୍ୟାଚ୍‌ ଏଠାରେ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବେ ଓଡ଼ିଶା ସମେତ ୮ଟି ଦଳ। ରଣଜୀ ସିଜନରେ ଭଲ ପ୍ରଦର୍ଶନ ପରେ, ଟିମ୍ ଓଡ଼ିଶା ଟି-ଟ୍ୱେଣ୍ଟିରେ...

adua
ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଅଡ଼ୁଆ

ଭୁବନେଶ୍ୱର: ଦିନକ ପରେ ମାଟ୍ରିକ୍ ପରୀକ୍ଷା ହେବାକୁ ଥିବା ବେଳେ ଆଜିଠାରୁ ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ଲୋୟର ପିଏମ୍‌ଜିଠାରେ ଧାରଣ ଦେଇଛି। ପରୀକ୍ଷାକୁ ଏଥର ବର୍ଜନ କରିନଥିଲେ ବି ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ମଞ୍ଚ। ସ୍ଥାୟୀ...

vaBK
ପୁଞ୍ଜି ଆବଶ୍ୟକତା ପୂରଣ ପାଇଁ ୧୨ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ପାଇବେ ୪୮,୨୩୯ କୋଟି ପୁଞ୍ଜି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ୪୮,୨୩୯ କୋଟି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ଯୋଜନା ଏବଂ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ଏତେ ପରିମାଣର ଅର୍ଥ ପ୍ରଦାନ କରିବେ। ବୁଧବାର ଆର୍ଥିକ ସେବା ସଚିବ ରାଜୀବ କୁମାର...

sc-2
୨୬ରେ ଅଯୋଧ୍ୟା ଜମି ବିବାଦର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା। କିନ୍ତୁ ସାମ୍ବିଧାନିକ...

c
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା, ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ

ରାୟଗଡ଼ା: ଡାକ୍ତରଖାନା ଅଛି, ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ମାତ୍ର ଦୁଇ ଜଣ ଡାକ୍ତର ଦେଖୁଛନ୍ତି ରୋଗୀ। ସବୁ ରୋଗୀଙ୍କୁ ଦେଖିବା ବି ସମ୍ଭବ ହେଉନଥିବା ଯୋଗୁ ଚିକିତ୍ସା ନପାଇ ରୋଗୀ ଫେରିଯାଉଥିବା ଅଭିଯୋଗ ହୋଇଛି। ତେବେ ସମସ୍ୟା ଏତିକିରେ ସରିଯାଇନି। ଡାକ୍ତରଖାନାରେ ପିଇବା ପାଇଁ ପାଣିର...

gajha
ଗଜଉଦ୍ଧାରଣ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ପବିତ୍ର ମାଘପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଗଜଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ବେଶର ସ୍ୱତନ୍ତ୍ରତା ହେଲା କାଳିଆ ଠାକୁର ଶଙ୍ଖ, ଚକ୍ର, ବଳଭଦ୍ର ହଳମୂଷଳ ଧାରଣ କରିଥାନ୍ତି। ଏବଂ ମା ସୁଭଦ୍ରା ଶ୍ରୀକୃଷ୍ଣଙ୍କ ଭଳି ପଦ୍ମପାଖୁଡ଼ା ଧରିଥାନ୍ତି। ଅନ୍ୟପଟେ ଲୋକନାଥ ଦେବଙ୍କ ପୀଠରେ ପବିତ୍ର ପଦ୍ମବେଶ...

gold
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ଧରାପଡ଼ିଲା ସୁନା। ପ୍ରାୟ ୧ କେଜି ସୁନା ଚୋରା ଚାଲାଣ ବେଳେ ଏହାକୁ ଜବତ କରିଛନ୍ତି ରାଜସ୍ୱ ବିଭାଗ ଗୁଇନ୍ଦା ଅଧିକାରୀ। ମହାରାଷ୍ଟ୍ରର ଜଣେ ମହିଳା ଏହି ସୁନା ଦିଲ୍ଲୀରୁ ଭୁବନେଶ୍ୱର ଆଣୁଥିଲେ। ତାଙ୍କ ବ୍ୟାଗ ତନଖି ବେଳେ...

pm
ଓଡ଼ିଶାରେ ଲାଗୁ ହୋଇନପାରେ ପିଏମ୍ କିଷାନ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟକାରୀ ହୋଇନପାରେ କେନ୍ଦ୍ରର ବହୁ ଚର୍ଚ୍ଚିତ ପିଏମ୍ କିଷାନ ଯୋଜନା। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ବିଭିନ୍ନ ଆଳ ଦେଖାଇ ଆହୁରି ସମୟ ମାଗିବାକୁ ସ୍ଥିର କରିଛନ୍ତି। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଉତ୍ତର...