ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଚାଲିଥିବା ଓକିଲ ଆନ୍ଦୋଳନ କୋହଳ ହୋଇଛି। ଫଳରେ ଆସନ୍ତା ୨୫ ତାରିଖରୁ ସମ୍ବଲପୁର କୋର୍ଟ ଖୋଲିବ। ଏ ନେଇ ଆଜି ଅନୁଷ୍ଠିତ ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ନିର୍ବାଚନ ପାଇଁ ଆଦର୍ଶ...
ଆନନ୍ଦପୁର (ମୁନା ସିଂ): ବାଇକ୍ରୁ ଜବତ ହେଲା ଲକ୍ଷେ ୨୯ ହଜାର ଟଙ୍କା। ଆନନ୍ଦପୁର ସୋସୋ ଥାନା କାନପୁର ନିକଟରେ ଫ୍ଲାଇଂ ସ୍କ୍ୱାର୍ଡ ଏହି ଟଙ୍କା ଜବତ କରିଛନ୍ତି। ନିର୍ବାଚନ ପାଇଁ ଗାଡ଼ି ଚେକିଂ ଚାଲିଥିବା ବେଳେ ଆଲୋକ ଦାଶ ନାମକ ଜଣେ ଯୁବକଙ୍କ ବାଇକ୍ରୁ ଏହି ଟଙ୍କା...
ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ସଂସଦୀୟ ସିଟ୍ରେ ଏବେ ଦୁଇ ଅଲିମ୍ପିଆନଙ୍କ ମଧ୍ୟରେ ନିର୍ବାଚନୀ ଟକ୍କର୍ ଦେଖିବାକୁ ମିଳିବା। ବିଜେପିର ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ଡିସ୍କସ୍ ଥ୍ରୋ ଚାମ୍ପିୟାନ କ୍ରିଷ୍ଣା ପୁନିଆ। କଂଗ୍ରେସ ଟିକେଟ୍ରେ ରାଜ୍ଙ୍କୁ ଟକ୍କର ଦେବେ ପୁନିଆ। କଂଗ୍ରେସ ପକ୍ଷରୁ ସୋମବାର ଜାରି...
ଭୁବନେଶ୍ୱର: ଏକାମ୍ର ଆସନର ବିଜେପି ପ୍ରାର୍ଥୀ ବାବୁ ସିଂ ଆଜି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଯାଇ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ବାବୁ। ଭୁବନେଶ୍ୱର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ସହ ବହୁ ବରିଷ୍ଠ ବିଜେପି ନେତା...
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ନିର୍ବାଚନୀ ଇସ୍ତାହାରରେ ଜନତାଙ୍କୁ ସୁନେଲୀ ସ୍ୱପ୍ନ ଦେଖାଇଛି ଦଳ। ଏଥିରେ ନିଯୁକ୍ତି, ଚାଷୀ ଓ ଚାଷ ସମସ୍ୟା ଏବଂ ନାରୀ ସୁରକ୍ଷା ଭଳି ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। କଂଗ୍ରେସର ଇସ୍ତାହାରରେ କ’ଣ କ’ଣ ...
ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାରେ ଓଡ଼ିଆ ପିଠାମିଠାର ସ୍ୱାଦ ଚାଖିଛନ୍ତି ଅନ୍ଧ୍ରବାସୀ। ୮୪ତମ ଉତ୍କଳ ଦିବସ ଅବସରରେ ଦଶପଲ୍ଲା ହିଲ୍ସ ନିକଟ ଜଗନ୍ନାଥ ମନ୍ଦିରରେ ଆୟୋଜନ ହୋଇଥିଲା ଉତ୍କଳ ଦିବସ। ଏହି ଅବସରରେ ଆୟୋଜିତ ଗୋଇଥିବା ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍ ଉତ୍ସବରେ ଓଡ଼ିଶାର ଅନେକ ପାରମ୍ପରିକ ପିଠା...
କଟକ: ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲକୁ ନେଇ ଆଜି କଟକ ରାଜନୀତି ଭାରି ଗରମ ଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। କଟକ-ବାରବାଟୀ ପାଇଁ ବିଜେପିର ସମୀର ଦେ ପ୍ରାର୍ଥିପତ୍ର...
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ। ଦିଲ୍ଲୀ ବିଜ୍ଞାନ ଭବନରେ ଆଜି କମିଶନଙ୍କ ପକ୍ଷରୁ ସନ୍ଧ୍ୟା ୫ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିବାରୁ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆସନ୍ତା ସାଧାରଣ ନିର୍ବାଚନରେ ୫୪୩ଟି ଲୋକସଭା ଆସନ...