ଇଟାନଗର: ରାଜ୍ୟ ବାହାରର ଲୋକଙ୍କୁ ଅରୁଣାଚଳ ପ୍ରଦେଶରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପ୍ରଦାନକୁ ନେଇ ରାଜଧାନୀ ଇଟାନଗରରେ ବ୍ୟାପକ ହିଂସାକାଣ୍ଡ ହୋଇଛି। ଆନ୍ଦୋଳନକାରୀମାନେ ଇଟାନଗର ଆଇଜି ପାର୍କରେ ହେବାକୁ ଥିବା ପ୍ରଥମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ହଲ୍ରେ ଭଙ୍ଗାରୁଜା କରିଛନ୍ତି। ଏପିରିକି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ ପାଇଁ ଆସିଥିବା...
ଦିସପୁର: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ପରେ ଏବେ ଆସାମରେ ମଦମୃତ୍ୟୁର ବିଭୀଷିକା। ଆସାମରେ ବିଷାକ୍ତ ମଦ ପିଇ ଗତକାଲି ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ପ୍ରାୟ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଦୁଇ ଶହରୁ ଅଧିକ ଲୋକ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଓ ଅସୁସ୍ଥ ଥିବା ସମସ୍ତେ...
ରାୟଗଡ଼ା: ଘରକୁ ବିଜୁଳି ସଂଯୋଗ ହୋଇଛି, ଭୋଟର ତାଲିକାରେ ନାଁ ରହିବା ସହ, ମ୍ୟୁନିସିପାଲଟିରୁ ଘର ନମ୍ବର ଓ ଆଧାର କାର୍ଡ ବି ରହିଛି। ହେଲେ ଆଜି ଯାଏ ମିଳିନି ପଟ୍ଟା। ଗୁଣପୁର ସହରାଞ୍ଚଳରେ ନୂଆକରି ସାମିଲ ହୋଇଥିବା ଶବର କଲୋନୀର ପୂର୍ଣ୍ଣଚନ୍ଦ୍ର ଦାଶଙ୍କ କାହାଣୀ ଏମିତି। ୨୦୧୮...
ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ କସରତ ଚଳାଇଛନ୍ତି ଆମିକସ୍ କ୍ୟୁରି ରଣଜିତ କୁମାର। ଆଜି ସେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ କରିଛନ୍ତି। ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ପ୍ରଥମେ ସେ ଗଜପତି ମହାରାଜାଙ୍କୁ ଭେଟି ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ମୁଖ୍ୟତଃ ତିନିଟି କ୍ଷେତ୍ରରେ ସଂସ୍କାର...
ନୂଆଦିଲ୍ଲୀ: ଅଭିନେତା ଶାହରୁଖ ଖାନଙ୍କୁ ଡକ୍ଟରେଟ୍ ଡିଗ୍ରୀ ଦେବାକୁ ଜେଏମ୍ଆଇ (ଜାମିଆ ମିଲିଆ ଇସ୍ଲାମିୟା) ବିଶ୍ୱବିଦ୍ୟାଳୟର ଆବେଦନକୁ ଅଗ୍ରାହ୍ୟ କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ। ଆର୍ଟିଆଇର ସୂଚନା ଅନୁସାରେ, ଶାହରୁଖ ପୂର୍ବରୁ ଅନ୍ୟ ଏକ ବିଶ୍ୱବିଦ୍ୟାଳୟରୁ ଏହି ଡିଗ୍ରୀ ହାସଲ୍ କରିଛନ୍ତି ବୋଲି କହି, ମନ୍ତ୍ରଣାଳୟ ଏହି ଆବେଦନକୁ ଖାରଜ କରିଦେଇଛି। କିନ୍ତୁ ବିଶ୍ୱବିଦ୍ୟାଳୟର ଏହି ପ୍ରସ୍ତାବ ଉପରେ ଶାହରୁଖ ନିଜେ ସହମତି ପ୍ରକାଶ କରିଥିଲେ। ଗତବର୍ଷ ମଧ୍ୟ ବିଶ୍ୱବିଦ୍ୟାଳୟ...
ପୁରୀ: ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଉପକୂଳରେ କମିବାରେ ଲାଗିଛି ଅଲିଭ୍ ରିଡ୍ଲେ ଅଣ୍ଡା ଦାନ ସଂଖ୍ୟା। ପୁରୀ ଜିଲ୍ଲାର ସମୁଦ୍ର ଉପକୂଳରେ ଗତବର୍ଷ ଅପେକ୍ଷା ବହୁ କମ୍ ମାତ୍ରାରେ ଅଲିଭ୍ ରିଡ୍ଲେ ବାସ ଠାବ ହୋଇଛି। ଯେଉଁଠି ଶହ ଶହ ସଂଖ୍ୟାରେ ବିରଳ ଅଲିଭ୍ ରିଡଲେ...
ବେଙ୍ଗାଲୁରୁ: ୟେଲଙ୍କା ଏୟାରଫୋର୍ସ ଷ୍ଟେସନରେ ଚାଲିଥିବା ଏରୋ ଇଣ୍ଡିଆ ‘ଶୋ’ରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ଆୟୋଜିତ ହୋଇଛି। ଏଥିରେ ବିଭିନ୍ନ ଦେଶର ୧୨୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ଡ୍ରୋନ୍ଗୁଡ଼ିକ ଅନୁପ୍ରବେଶ ଉପରେ ନଜର ରଖିବା ସହ ବିଭିନ୍ନ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର...
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସକ୍ରିୟ ଥିବା ଦୁଇଜଣ ଜୈସ-ଏ- ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍।ଏଥିସହିତ ୧୨ ଜଣଙ୍କୁ ଅଟକ ରଖିଛି। ଗିରଫ ଦୁଇ ଜଣେ ହେଲେ ଆକିବ ଅହମ୍ମଦ ମଲ୍ଲିକ ଓ ଅନ୍ୟଜଣେ ଶାହନୱାଜ ତେଲି। ଉଭୟ କଶ୍ମୀର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ...
ଭଦ୍ରକ: ବାଟ ବଣା ହେବାକୁ ବସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଘର କାମ ଆରମ୍ଭ କରିସାରିଥିଲେ ବି ନିୟମ ଅନୁସାରେ ହିତାଧିକାରୀଙ୍କୁ ଟଙ୍କାଟିଏ ମିଳି ନଥିବା ଅଭିଯୋଗ ହୋଇଛି। ଟଙ୍କା ପାଇଁ ହିତାଧିକାରୀ ପୌରକାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ହତାଶ ହୋଇଗଲେଣି। ଧାର ଉଧାର କରି ଘର କରୁଥିବା ହିତାଧିକାରୀଙ୍କୁ...
ଭୁବନେଶ୍ୱର: ପାକିସ୍ତାନୀ ୟୁଟ୍ୟୁବ୍ ଚାନେଲ୍ରେ ଦେବାଶିଷ ସାମନ୍ତରାୟଙ୍କ ଏଭଳି ଆଚରଣକୁ ନେଇ ଚର୍ଚ୍ଚା ହେବା ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ତାଙ୍କର ଔଦ୍ଧତ୍ୟ ଏବଂ ଅଶାଳୀନ ବ୍ୟବହାରକୁ ଯେତେବେଳେ ପାକିସ୍ତାନରେ ଏଭଳି ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜେଲ୍ରେ...
ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବା ପରେ ଭାରତ ତାର ଆଭିମୁଖ୍ୟକୁ ଆହୁରି କଠୋର କରିଛି। Under the leadership of Hon’ble PM Sri @narendramodi ji, Our Govt. has decided to stop our share of...
ମୁମ୍ବାଇ: ବିଶିଷ୍ଟ ଫିଲ୍ମ ନିର୍ମାତା ରାଜକୁମାର ବର୍ଜାତ୍ୟାଙ୍କ ପରଲୋକ ହୋଇଛି। ସେ ହେଉଛନ୍ତି ପ୍ରସିଦ୍ଧ ରାଜଶ୍ରୀ ପ୍ରଡକ୍ସନର ମାଲିକ। ଆଜି ସକାଳେ ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ରାଜକୁମାରଙ୍କ ପରଲୋକ ହୋଇଛି। ରାଜକୁମାରଙ୍କ ପୁଅ ହେଉଛନ୍ତି ସୁରଜ ବର୍ଜାତ୍ୟା, ଯିଏ କି ଜଣେ ବିଶିଷ୍ଟ ଫିଲ୍ମ ନିର୍ମାତା ଓ...
ମୁମ୍ବାଇ: ବହୁଚର୍ଚ୍ଚିତ କେଶରୀ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଶିଖ୍ ଓ ଆଫ୍ଗାନମାନଙ୍କ ଯୁଦ୍ଧ ଉପରେ ପର୍ଯ୍ୟବସିତ। ସରାଗ୍ରହୀ ଯୁଦ୍ଧରେ ମାତ୍ର ୨୧ ଜଣ ଶିଖ୍ ଅସୀମ ବୀରତ୍ୱ ଓ ସାହସ ଦେଖାଇ ୧୦ ହଜାର ଆଫ୍ଗାନଙ୍କ ସହିତ ଯୁଦ୍ଧ କରିଥିଲେ।...
ଭୁବନେଶ୍ୱର: ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ଘଟଣାକୁ ନେଇ ପାକିସ୍ତାନୀ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଆଜି ଏ ପ୍ରସଙ୍ଗରେ ପୁଣି ସଫେଇ ଦେଇଛନ୍ତି କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ। ଦେବାଶିଷ ଏ ପ୍ରସଙ୍ଗରେ ଆଜି ପୁଣି କ୍ଷମା ମାଗିବା ସହ କେନ୍ଦ୍ର ମନ୍ତ୍ରୀ ଜୁଏଲଙ୍କ ଓରାମଙ୍କ...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚାପ ଓ ଧମକକୁ ନ ଡରି ସାରା ରାଜ୍ୟରେ ଚାଷୀଙ୍କ ପାଇଁ ଗର୍ଜିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସଂଗଠନ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାରେ ଅଚଳ ହୋଇପଡ଼ିଥିଲା ସାରା ଓଡ଼ିଶା। କଟକରୁ କୋରାପୁଟ ଏବଂ ରାଉରକେଲାରୁ ରାଜଧାନୀ ଯାଏ, ସବୁଠି...
ଲକ୍ଷ୍ନୌ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ ହୋଇଛି। କେଉଁ ଦଳ କେଉଁ ଆସନରେ ଲଢ଼ିବେ, ତାହା ମିଳିତ ଭାବେ ସେମାନେ ଘୋଷଣା କରିଛନ୍ତି। ବହୁ ଜନ ସମାଜପାର୍ଟି ୩୮ ଟି...
ନୂଆଦିଲ୍ଲୀ: ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ସିଓଲ୍ରେ ୟୋନସେଲ୍ ୟୁନିଭରସିଟିରେ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେଠାକାର ରାଷ୍ଟ୍ରପତି ମୁନ୍-ଜାଏ-ଇନ୍ ଓ ମିଳିତ ଜାତିଂସଘର ପୂର୍ବତନ ମହାସଚିବ ବାନ୍ କି ମୁନ୍ ମଧ୍ୟ ଉପସ୍ଥିତ...
ନୂଆଦିଲ୍ଲୀ: ବଢ଼ିବ ଇପିଏଫ୍ ସୁଧ ହାର। ୨୦୧୮-୧୯ରେ ଏହି ସୁଧ ହାରକୁ ଆଠ ଦଶମିକ ଛଅ ପାଞ୍ଚ ପ୍ରତିଶତ ରଖିବାକୁ ଇପିଏଫ୍ଓର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟି ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ଏହି ସୁଧ ହାର ଆଠ ଦଶମିକ ପାଞ୍ଚ ପାଞ୍ଚ ପ୍ରତିଶତ ଥିଲା। ତେବେ ସୁଧ...