• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

fd
ଯବାନଙ୍କ ଫଟୋ ବ୍ୟବହାର କରି ବିବାଦୀୟ ହେବା ପରେ ସଫେଇ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍‌ ଅଭିନନ୍ଦନଙ୍କର ଫଟୋ ଥିବା ପୋଷ୍ଟର୍‌ ସେୟାର କରି ବିବାଦ ଘେରକୁ ଆସିବା ପରେ ଦିଲ୍ଲୀ ବିଜେପି ନେତା ଓପି ଶର୍ମାଙ୍କୁ ନୋଟିସ୍‌ କରିଥିଲା ଇସି। ଏହାପରେ ନିଜ ପକ୍ଷ ରଖିଛନ୍ତି ଓପି ଶର୍ମା। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସେ ଏହି...

g
ବିଜେଡି ବିରୋଧରେ କମିଶନରେଟ୍ ପୁଲିସ୍ ପାଖରେ ବିଜେପିର ଅଭିଯୋଗ

ଭୁବନେଶ୍ୱର: ପ୍ରାଧିକୃତ ଦଳୀୟ ପୋଷ୍ଟର୍ ଓ ହୋର୍ଡିଂ ବିକୃତ କରିବା ନେଇ ଭୁବନେଶ୍ୱର କମିଶନରେଟ ପୁଲିସ୍ ପାଖରେ ଅଭିଯୋଗ କରିଛି ବିଜେପି। ଭୁବନେଶ୍ୱର ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଲାଗିଥିବା ଦଳୀୟ ପୋଷ୍ଟର୍ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହୋର୍ଡିଂରେ ପଳାତକ ନିରବ ମୋଦି ଏବଂ ବିଜୟ...

f
ବିକଳ୍ପ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ତେଜୁଛି ଜନ ଆନ୍ଦୋଳନ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ବନ୍ଦ ପଡ଼ିଥିବା ବଲାରପୁର କାଗଜକଳ ଭିତ୍ତିଭୂମି ଉପରେ ଏକ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଅଞ୍ଚଳରେ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ଦୀର୍ଘ ୧୫ ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ଉକ୍ତ ଜମି ଉପରେ ଯଦି...

v
ଲଙ୍କାରେ ହରିଶବ୍ଦ ଭଳି ବିଜେଡିର ମହିଳା ସଶକ୍ତିକରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର: ମହିଳା ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ମହିଳା ସଶକ୍ତିକରଣ କଥା କହିବା ଲଙ୍କାରେ ହରି ଶବ୍ଦ ଭଳି, କହିଛନ୍ତି ଧର୍ମେନ୍ଦ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ଦିନରେ ଘଟିଥିବା ପିପିଲି ନାବାଳିକା...

gana parba
ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ଗଣ ପର୍ବ ବଡ଼ଯାତ୍ରା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରିରେ ଚାଲିଛି ପ୍ରସିଦ୍ଧ ଗଣ ପର୍ବ ବଡ଼ଯାତ୍ରା। ପାରମ୍ପରିକ ରୀତିନୀତି ଅନୁଯାୟୀ ବଡ଼ ଧୁମଧାମରେ ଏହି ପର୍ବ ପାଳନ କରାଯାଉଛି। ଏହି ପର୍ବରେ ତିନି ଠାକୁର କନାମରାଜୁ, ବଲରାଜୁ ଓ ପୋତରାଜୁଙ୍କ ସହ ମାଆ ମୁତ୍ତୁଲୁଆମ୍ମା ପୂଜା ପାଆନ୍ତି। ସବୁଥର ପରି ଏଥର ବି...

dhruba
ଧୃବ ସାହୁଙ୍କ ଟିକେଟ୍ କାଟିବାକୁ ଦାବି କଲେ ଶତାଧିକ ବିଜେଡି କର୍ମୀ

କେନ୍ଦ୍ରାପଡ଼ା (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭାର ବିଜେଡି ପ୍ରାର୍ଥୀ ଧୃବ ସାହୁଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ତେଜିବାରେ ଲାଗିଛି। ତାଙ୍କର ଟିକେଟ୍‌ କାଟିବାକୁ ଦାବି କରି ରାଜନଗର ଏବଂ ପଟ୍ଟାମୁଣ୍ଡାଇ ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଆଜି ନବୀନ ନିବାସ ଆଗରେ ପହଞ୍ଚି...

sc
ଚାକିରି ଅବଧି ୬ ମାସରୁ କମ୍‌ ଥିଲେ ଡିଜିପି ହୋଇପାରିବେନି ଆଇପିଏସ୍: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପୁଲିସ୍ ଡିଜି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟଗୁଡ଼ିକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅବସର ସମୟ ୬ ମାସରୁ କମ୍ ଥିଲେ ଜଣେ ଆଇପିଏସ୍ ଡିଜିପି ହୋଇପାରିବେନି ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡିଜିପି ହେବା ପାଇଁ ତାଙ୍କ କାର୍ଯ୍ୟକାଳ ଅତି କମ୍‌ରେ ୬ ମାସରୁ...

RAVI
ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ରାଜ୍ୟ ଭାବେ ଘୋଷଣା ପାଇଁ ଦାବି

ନୂଆଦିଲ୍ଲୀ: ନିର୍ବାଚନ ବେଳେ ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ରାଜ୍ୟ ଭାବେ ଘୋଷଣା କରିବାକୁ ବିଜେପି ଦାବି କରିଛି। ଏନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି। ଏଥିସହିତ ପଶ୍ଚିମବଙ୍ଗର ପ୍ରତି ବୁଥ୍‌ରେ କେନ୍ଦ୍ରୀୟ ସୁରକ୍ଷା କର୍ମୀ ନିୟୋଜନ ପାଇଁ ମଧ୍ୟ...

cdc
ସ୍କୁଲ୍ ପରେ ବିଇଓଙ୍କ ଅଫିସ୍‌ରେ ତାଲା ପକାଇଲେ ଗ୍ରାମବାସୀ

ବିନିକା (ଦିଲୀପ କୁମାର ସାହୁ): ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍‌ ପରେ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ। ଏଭଳି ଘଟଣା ଘଟିଛି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ। ସେପଟେ ୩ଦିନ ହେବ ବାଙ୍କିଘିର୍ଡି ଗାଁରେ ଥିବା ନୋଡାଲ୍ ଉଚ୍ଚ ପ୍ରାଥମିକ ସ୍କୁଲରେ...

sad
ପୁଣି ଜଣେ ବିଜେପି ନେତା ବିଜେଡିରେ ସାମିଲ୍‌

ମୟୂରଭଞ୍ଜ: ନର୍ବାଚନ ଯେତେ ପାଖେଇ ଆସୁଛି ଦଳଗୁଡ଼ିକ ମଧ୍ୟରେ ଦଳଡିହାଁ ପର୍ବ ସେତେ ଜୋର୍‌ସୋର୍‌ରେ ହେଉଛି। ବିଜେଡିରେ ବିଜେପି ନେତା ଆଉ ବିଜେପିରେ ବିଜେଡି ନେତା ସାମିଲ୍‌ ହେଉଛନ୍ତି। ଏବେ ପୁଣି ଜଣେ ବିଜେପି ନେତା ଆଜି ବିଜେଡିରେ ସାମିଲ୍‌ ହୋଇଛନ୍ତି। ସେ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ସାରସକଣାର...