• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sushant
ଭଲ ଅଭିନେତା ସହିତ ମେଧାବୀ ଛାତ୍ର ଥିଲେ ସୁଶାନ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ  ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ...

modi
ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ପହିଲି ରଜ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ପହିଲି ରଜ। ଓଡ଼ିଶାର ଏହି ଗଣପର୍ବକୁ ଉଲ୍ଲାସର ପାଳୁଛନ୍ତି ରାଜ୍ୟବାସୀ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି ଏବଂ ମୁଣ୍ଡରେ କୁଙ୍କୁମ ଲଗାଇ ସଜ ହୋଇଛନ୍ତି କୁଆଁରୀ କନ୍ୟା। ତା’ସହ ଘରେ ଘରେ ପିଠାପଣାର ମହକ। ଆଉ ଏହି ଅବସରରେ ଓଡ଼ିଶାବାସୀଙ୍କୁ ପହିଲି...

fuel-price
ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର: ୮ ଦିନରେ ବଢ଼ିଲାଣି ଏତିକି

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର। ରବିବାର ପେଟ୍ରୋଲ୍‌ ଲିଟର ପ୍ରତି ୬୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୬୪ ପଇସା ବୃଦ୍ଧି ହୋଇଛି। କରୋନା ଲକ୍‌ଡାଉନ୍‌ ହେବା ପରେ ଲଗାତର ୮ଥର ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିଛି। ଏହି ଆଠ ଥର...

SHUBA
ବାହୁବଳୀ ଫେମସ୍‌ ରମ୍ୟା କ୍ରିଷ୍ଣନ୍‌ଙ୍କ କାର୍‌ରୁ‌ ଜବତ ହେଲା ୯୬ ମଦ ବୋତଲ

ଚେନ୍ନାଇ: ବାହୁବଳୀ ଫିଲ୍ମରେ ଶିବଗାମୀ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଥିବା ଦକ୍ଷିଣ ଫିଲ୍ମ ଷ୍ଟାର୍ ରମ୍ୟା କ୍ରିଷ୍ଣନନ୍‌ଙ୍କ ଗାଡ଼ିରୁ ଜବତ ହେଲା ୯୬ଟି ମଦ ବୋତଲ। ଗତ ଗୁରବାର ଜୁନ୍‌ ୧୧ ତାରିଖରେ ତାଙ୍କ ସ୍ପୋର୍ଟସ ଗାଡ଼ିରୁ ଏତେ ସଂଖ୍ୟକ ମଦ ବୋତଲ...

Lonar Lake
ହ୍ରଦର ପାଣି କାହିଁକି ଗୋଲାପୀ ହେଲା, ଗବେଷଣା କରିବେ ବୈଜ୍ଞାନିକ

ମୁମ୍ବାଇ: ମହାରାଷ୍ଟ୍ର ଲୋନାର ହ୍ରଦର ପାଣି କାହିଁକି ଗୋଲାପୀ ରଙ୍ଗ ହେଲା ଏନେଇ ଗବେଷଣା କରିବ ନାଗପୁର ସ୍ଥିତ ଜାତୀୟ ପରିବେଶ ଗବେଷଣା ପ୍ରତିଷ୍ଠାନ। ଆସନ୍ତା ସପ୍ତାହରେ ବୁଲଧାନା ଜିଲ୍ଲା ଲୋନାର ହ୍ରଦ ପରିଭ୍ରମଣ କରି ନମୂନା ସଂଗ୍ରହ ହେବ। ଏବଂ କାହିଁକି ଏହାର ରଙ୍ଗ ଗୋଲାପୀ ହେଲା...

kotha
ମାତ୍ର ୫ ସେକେଣ୍ଡରେ କେନାଲ ଭିତରକୁ ଟଳିପଡ଼ିଲା ୩ ମହଲା କୋଠା

କୋଲକାତା: ପଶ୍ଚିମବଙ୍ଗରେ ଭୁଶୁଡ଼ିଲା ତିନି ମହଲା ବିଶିଷ୍ଟ ଘର। ମାତ୍ର ୫ ସେକେଣ୍ଡରେ ତିନି ମହଲା କୋଠା ଭୁଶୁଡ଼ି ମାଟିରେ ମିଶିଗଲା। ବିରାଟ ଚୁନା ହୋଇଗଲା ବିରାଟ କୋଠାଘର। କୋଲକାତାଠାରୁ ୧୨୦ କିଲୋମିଟର ଦୂର ପଶ୍ଚିମ ମିଦନାପୁର ଜିଲ୍ଲା ଦାସପୁର ବ୍ଲକର ନିଶ୍ଚିନ୍ତପୁର ଗାଁରେ ଘଟିଛି ଏହି ଘଟଣା।...

shah
ଦିଲ୍ଲୀ ସରକାରଙ୍କ କରୋନା ଚିନ୍ତା: କାଲି କଥା ହେବେ ଶାହ ଓ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ସରକାର। ଗୋଟିଏ ପଟେ ଲକଡାଉନ ପରେ ଅନଲକ ମୋଡରେ କେନ୍ଦ୍ର ସରକାର ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଏବେ ଚିନ୍ତାର କାରଣ ହୋଇଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୮୨୪ ହୋଇଥିବାବେଳେ ମାସ ଶେଷ ସୁଦ୍ଧା ଲକ୍ଷେ...

Nepal Parliament
ଭାରତର କିଛି ଅଂଶ ନିଜର ଦର୍ଶାଇ ଜାରି କରିଥିବା ନୂଆ ମ୍ୟାପ୍‌କୁ ନେପାଳ ସଂସଦର ଅନୁମୋଦନ

କାଠମାଣ୍ଡୁ: ଭାରତର କିଛି ଅଞ୍ଚଳକୁ ନିଜର ଦର୍ଶାଇ ନେପାଳ ଜାରି କରିଥିବା ନୂଆ ମାନଚିତ୍ରକୁ ମାନ୍ୟତା ଦେଲା ନେପାଳ ସଂସଦ। ନେପାଳ ନିମ୍ନ ସଦନ ପ୍ରତିନିଧି ସଭାରେ ଏନେଇ ଭୋଟିଂ ପରେ  ବିଧେୟକ ଗୃହୀତ ହୋଇଛି। ସାମ୍ବିଧାନିକ ବିଧେୟକ ଭାବେ ଉପସ୍ଥାପିତ ଏହି ବିଧେୟକ ଉପରେ ନିମ୍ନ ସଦନ...

lp
ବୋହୂକୁ ଗୁଳି କରି ଜଙ୍ଗଲ ଆଡ଼େ ଯାଇଛି ଶ୍ୱଶୁର

ଗଞ୍ଜାମ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ। ଶ୍ୱଶୁରର ଗୁଳିରେ ଗୁରୁତର ହୋଇ ଜୀବନ ହାରିଲା ବୋହୂ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳର ଘଟିଛି ଏଭଳି ଘଟଣା। ଖବର ଅନୁସାରେ, ବାରଭରଣିଆ ଗାଁରେ ୫୦ ହଜାର ଟଙ୍କା ଋଣକୁ ନେଇ ବାପା ଓ ପୁଅ ମଧ୍ୟରେ...

B-Kannan
ଭେଟେରାନ୍‌ ସିନେମାଟୋଗ୍ରାଫର ବି କାନ୍ନାନଙ୍କ ପରଲୋକ

ଚେନ୍ନାଇ: ଭେଟେରାନ୍‌ ସିନେମାଟୋଗ୍ରାଫର ବି କାନ୍ନାନଙ୍କ ପରଲୋକ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ୬୯ ବର୍ଷୀୟ କାନ୍ନାନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ଏନେଇ BOFTA ଫିଲ୍ମ ଇନ୍‌ଷ୍ଟିଟ୍ୟୁଟ୍‌ରେ ଫାଉଣ୍ଡର ତଥା ପ୍ରଯୋଜକ ଜି ଧନଞ୍ଜୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଗତ କିଛି ସପ୍ତାହ...

sfridi
ପାକ୍‌ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ଅଲ୍‌ରାଉଣ୍ଡର ତଥା ପୂର୍ବତନ କ୍ୟାପ୍ଟେନ୍‌ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା...

soicla-dostancveing
IIT ଖଡ଼ଗପୁରର ନୂଆ ଆବିଷ୍କାର; ସାମାଜିକ ଦୂରତା ଭାଙ୍ଗିଲେ ବାଜିବ ସତର୍କ ଘଣ୍ଟି

କୋଲକାତା: ଆଇଆଇଟି ଖଡ଼ଗପୁରର ଏକ ଗବେଷଣା ଟିମ୍‌ ଏମିତି ଏକ ମେସିନ୍‌ ତିଆରି କରିଛନ୍ତି ଯାହା ସାମାଜିକ ଦୂରତା ନିୟମକୁ ମାନିବାରେ ସାହାଯ୍ୟ କରିବ। ଯଦି କେହି ସାମାଜିକ ଦୂରତା ନିୟମ ଭାଙ୍ଗନ୍ତି ତେବେ ତୁରନ୍ତ ଏହା ସତର୍କ ସୂଚନା  ଦେଇଦେବ। ଏହି ଗବେଷଣା ଟିମ୍‌ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତିମ...

mm-narvane
କେମିତି ଅଛି ଇଣ୍ଡିଆ-ଚାଇନା ସୀମା ବିବାଦର ସ୍ଥିତି ?

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ଏହି ସୂଚନା ଦେଇଛନ୍ତି ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଭଣେ। ଏବଂ ଯାହା ସମସ୍ୟା ଅଛି ସେଥିପାଇଁ ଅତି ଗୁରୁତ୍ୱର ସହ କଥାବାର୍ତ୍ତା ଚାଲିଛି...

pm-hild
ଆସନ୍ତା ୧୬ ଓ ୧୭ରେ ପୁଣି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା

ନୂଆଦିଲ୍ଲୀ: ଦେଶରେ ଅନ୍‌ଲକ୍‌-୧ ଚାଲିଥିବା ବେଳେ ପୁଣିଥରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି। ଏହି ମିଟିଂ ଦୁଇଟି ଭାଗରେ ହେବ। ପ୍ରଥମ ମିଟିଂ ୧୬ ତାରିଖରେ ହେବାକୁ ଥିବା...

gun
ଡବଲ ମର୍ଡର ଘଟଣାରେ ନବମ ଶ୍ରେଣୀ ଛାତ୍ର ଗିରଫ

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଡବଲ୍‌ ମର୍ଡର ଘଟଣାରେ ପୁଲିସ ଜଣେ ନବମ ଶ୍ରେଣୀ ଛାତ୍ରକୁ ଗିରଫ କରିଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ୯ ଜଣ ଗିରଫ ହେବା ପରେ ବୁଧବାର ରାତିରେ ନବମ ଶ୍ରେଣୀର ଛାତ୍ରକୁ ପୁଲିସ୍‌ ଗିରଫ କରି...

google
ଗୁଗଲ କହିବ କୋବିଡ୍-୧୯ ଯାଞ୍ଚ କେନ୍ଦ୍ରର ଠିକଣା

ନୁଆଦିଲ୍ଲୀ। ଏଣିକି କୋବିଡ-୧୯ ଯାଞ୍ଚ କେନ୍ଦ୍ରକୁ ନିଜ ମୋବାଇଲ ମାଧ୍ୟମରେ ଖୋଜି ବାହାର କରିହେବ। ଆଜ୍ଞା ହଁ, ଗୁଗଲ ୟୁଜର୍ସମାନଙ୍କ ପାଇଁ ଗୁଗଲ ସର୍ଚ, ଆସିଷ୍ଟାଣ୍ଟ ତଥା ମ୍ୟାପ୍‌ରେ ଏହି ସୁବିଧା ଉପଲବ୍ଧ। ଲୋକଙ୍କୁ କରୋନା ଯାଞ୍ଚ କେନ୍ଦ୍ରର ସଠିକ ଲୋକେଶନ ଦେବା ପାଇଁ ଗୁଗୁଲ ଭାରତୀୟ ଚିକିତ୍ସା...

ertrf
ଟେଷ୍ଟିଂ କମ୍ କରି ପଜିଟିଭ୍ କମ୍ ଦର୍ଶାଇବାକୁ ଚାହୁଁଛନ୍ତି କି ସରକାର ?

ଭବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲା ବେଳେ କାହିଁକି କମୁଛି କୋଭିଡ୍ ଟେଷ୍ଟିଂ ଏହି ମର୍ମରେ ଆଜି ଦିଲ୍ଲୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା ପରେ ଓଡ଼ିଶାରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠିଛି। ଦୈନିକ ୧୫ ହଜାର ଟେଷ୍ଟ ପାଇଁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ...

bhuda
ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ

ଭୁବନେଶ୍ୱର: ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ଖବର ପାଇ ପୋଲିସ ଓ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ପିପିଇ ପିନ୍ଧି ଡାକ୍ତରୀ ଟିମ୍ ବୃଦ୍ଧଙ୍କୁ ଉଦ୍ଧାର...

india
ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ; ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡ଼ାଇଲା ଭାରତ

ଶ୍ରୀନଗର: ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଏଲ୍ଓସି ସୀମା ପାକିସ୍ତାନ ଅଧିକୃତ କଶ୍ମୀରରେ ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡାଇଲା ଭାରତ। ରଜୌରି ଓ ପୁଂଚ ଅଂଚଳରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏହାର ଦୃଢ ଜବାବ ଦିଆଯାଇଛି। ଗତ କିଛି ଦିନ...

congress
କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜସ୍ଥାନରେ ଅପରେସନ କମଲ ହେବ କି?

ନୂଆଦିଲ୍ଲୀ: କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ରାଜସ୍ଥାନରେ ଅପରେସନ କମଲ ହେବ କି? ଏଭଳି ଆଶଙ୍କାକୁ ନେଇ ରାଜ୍ୟ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଚିନ୍ତାରେ ପଡ଼ିଯାଇଛନ୍ତି। ଜୁନ୍ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୨ ଜଣ ପ୍ରାର୍ଥୀ ଛିଡ଼ା କରିଥିବାରୁ,...