ନୂଆଦିଲ୍ଲୀ: କରୋନା ରୋଗୀଙ୍କ ସହ ଅମାନୁଷିକ ବ୍ୟବହାର ହେଉଛି। ମୃତଦଦେହକୁ ମିଳୁନି ସମ୍ମାନ। ଛାତିକୁ ଥରାଇ ଦେବା ଭଳି କୋଲକାତା ସହରର ଏକ ଦୃଶ୍ୟକୁ ସାମ୍ନାକୁ ଆସିଛି। ଏଠାରେ ଶବକୁ ସିମେଣ୍ଟ ବସ୍ତା ଭଳି ଟାଣି ଗାଡ଼ିରେ ପୂରାଉ ହେଉଛି। ମହାନଗର ନିଗମ କର୍ମଚାରୀ ଯେତିକି ବିଭତ୍ସ, ସେତିକି...
ନୂଆଦିଲ୍ଲୀ; ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି। ଦିଲ୍ଲୀରେ ଅଳିଆ ଗଦାରୁ ଏକ ମୃତଦେହ ମିଳିବା ପରେ ଆଜି ଏଭଳି ଢଙ୍ଗରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏହାସହ କରୋନା ଟେଷ୍ଟିଂକୁ ନେଇ ମଧ୍ୟ ଦିଲ୍ଲୀ ସରକାରଙ୍କ ଉପରେ ଭର୍ତ୍ସନା କରିଛନ୍ତି କୋର୍ଟ। ଦିଲ୍ଲୀରେ ସଂକ୍ରମିତଙ୍କ...
ହାଇଦ୍ରାବାଦ: ଭାରତରେ କରୋନାଠୁ ଅଧିକ ଭୟଙ୍କର ହେଉଛି ଲୋକଙ୍କ ମନରେ ଥିବା ଘୃଣା ଭାବ ଡର। କରୋନା ମହାମାରୀ ବ୍ୟାପିବା ଦିନଠାରୁ ଲୋକଙ୍କ ମନରେ ଏତେ ଡର ଓ ଘୃଣା ଭାବ ଆସିଯାଇଛି ଯେ ତା’ର ଚାପରେ ମାନବିକତା ମରିଯାଇଛି। ରାସ୍ତାରେ ଛଟ୍ପଟ୍ ହୋଇ ଜୀବନ ଚାଲିଗଲେ ବି...
ଭଦ୍ରକ: ଭଦ୍ରକରେ ନିର୍ମାଣ ହେବ ବନ୍ଦେ ଉତ୍କଳ ଜନନୀର ରଚୟତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ। ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରଣକୀ ନିର୍ମାଣ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର...
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍। କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର। ଏହି ଟିମ୍ରେ ୧୦ ଜଣ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ...
ଭୁବନେଶ୍ୱର: ୨୦୨୦-୨୧ ବର୍ଷ ଲାଗି ସ୍କୁଲରେ ନାମଲେଖା ପାଇଁ SOP(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର୍) ଜାରି କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ। ସରକାର ଜାରି କରିଥିବା ଏସ୍ଓପି ଅନୁସାରେ, ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତି ଅନାବଶ୍ୟକ। ସେହିପରି ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ପାଇଁ ଅଙ୍ଗନବାଡ଼ି...
ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତେ...
ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରୁ ଆଜି ଚମାଇ ଦେବା ଭଳି ଖବର ଆସିଛି। କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ଏକାଥରକେ ୧୦୦ କୋଟି ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି ପୁଲିସ। ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ୩ ଗିରଫ।...
ପୁରୀ: କରୋନା ସ୍ଥିତି ଯୋଗୁଁ ରଥଯାତ୍ରା ହେବ କି ନାହିଁ, ତାର କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି, ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ସେ କହିଛନ୍ତି, ରଥଯାତ୍ରା ଅତି ଗୁରୁତ୍ୱପୂର୍ଣ୍ଣ। ଭକ୍ତଙ୍କ ବିନା ମଧ୍ୟ ଏହା ହୋଇପାରିବ। ମହାପ୍ରଭୁଙ୍କ...
ରାଉରକେଲା: ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା ବେଳେ କୋଭିଡ୍ ଗାଇଡ୍ଲାଇନର ଉଲ୍ଲଂଘନ କରିଥିବାରୁ ୫୦୦ ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଏତେ ସଂଖ୍ୟାରେ ଲୋକଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାଉରକେଲା ଏସ୍ପି। ଏପିଡେମିକ୍ ଧାରା ଅନୁସାରେ ନିୟମ...
ନୂଆଦିଲ୍ଲୀ: ଭାରତରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନି। ଦେଶରେ କୋଭିଡ୍ ସଂକ୍ରମଣର ହାର ବଢ଼ିଚାଲିଥିଲେ ବି ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ICMR ଡିଜି ବଳରାମ ଭାର୍ଗବ ସ୍ପଷ୍ଟ କରିଛନ୍ତି। ସେହିଭଳି ଲକଡାଉନ୍ ପଦକ୍ଷେପ ଦ୍ୱାରା ଦେଶର କରୋନାର ଦ୍ରୁତ ସଂକ୍ରମଣକୁ ସଫଳତାର ସହ ରୋକାଯାଇ ପାରିଥିବା ସେ...