ଗୁଗଲ୍ ନିଜର ସର୍ଚ୍ଚ ଡୁଡୁଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ଗୁଗୁଲ୍ ତା’ର ଡୁଡୁଲ୍ ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ସମର୍ପଣ କରିଛି। ଆଜି ଗୁଗଲ୍ ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କର ୧୩୩ତମ ଜନ୍ମଦିବସ ପାଳନ କରୁଛି। ମୁଥୁଲକ୍ଷ୍ମୀ ଭାରତର ପ୍ରଥମ ମହିଳା ବିଧାୟକ ହେବା ସହ...
ହାଇଦ୍ରାବାଦ: ପ୍ରୋସେସନ ଚାଲିଥିବା ବେଳେ ମଦ୍ୟପ ଯୁବକ ଜଣେ ପୁଲିସ୍ ଅଫିସରଙ୍କୁ କିସ୍ କରି ଗିରଫ ହୋଇଛନ୍ତି। ହାଇଦ୍ରାବାଦରେ ଏକ ବାର୍ଷିକ ହିନ୍ଦୁ ପର୍ବ ପାଇଁ ପ୍ରୋସେସନ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ପୁଲିସ୍ର ସୂଚନା ଅନୁଯାୟୀ, ହାଇଦ୍ରାବାଦରେ ରବିବାର ବୋନାଲୁ ପର୍ବ ପାଳନ କରାଯାଉଥିଲା। ଏହି...
ଭୁବନେଶ୍ୱର: ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ‘ ପନୀର୍ ପଲାଉ’ର ପ୍ରସ୍ତୁତି ସମ୍ପର୍କରେ ଟିପ୍ସ୍ ଦେବୁ। How to Make Paneer Pulao Recipe ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଛୋଟ ଛୋଟ ଖଣ୍ଡ ପନିର୍ ଏକ କପ୍, କଟା ପିଆଜ, ଟମାଟୋ ପେଷ୍ଟ୍, ଗରମ ମସଲା ପାଉଡର୍, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର,...
ଭୁବନେଶ୍ୱର: କାମରୁ ଟିକେ ଫୁର୍ସତ୍ ମିଳିଲେ, ମନକୁ ହାଲ୍କା କରିବାକୁ ଅନେକ ଲୋକ ଇଅରଫୋନ୍ ଲଗାଇ ଗୀତ ଶୁଣିବାକୁ ଭଲ ପାଆନ୍ତି। କେହି କେହି ମୋବାଇଲ୍ ଫୋନ୍ରେ କଥା ହେବା ବେଳେ ଇଅର୍ଫୋନ୍ ଲଗାନ୍ତି। ତେବେ ଆଜିର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ଇଅରଫୋନ୍ ଲଗାଇ ମୋବାଇଲ୍ ଫୋନ୍ରେ କଥା...
ମୁମ୍ୱାଇ: ‘ସେଲ୍ଫି ମୈନେ ଲେ ଲୀ ଆଜ୍’ ଗୀତ ଗାଇ ଇଣ୍ଟରନେଟ୍ରେ ପପୁଲାର୍ ହୋଇଥିବା ଢିଙ୍କ୍ଚକ୍ ପୂଜାଙ୍କର ଏକ ନୂଆ ଗୀତ ୟୁଟ୍ୟୁବ୍ରେ ଟ୍ରେଣ୍ଡ୍ ହେବାରେ ଲାଗିଛି। ଏହି ଗୀତର ଟାଇଟଲ୍ ହେଉଛି ‘ନାଚ କେ ପାଗଲ୍।’ ଗୀତଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ୟୁଟ୍ୟୁବ୍ ୟୁଜର୍...
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆଜି ସର୍ବସମ୍ମୁଖରେ କାନ୍ଦି ପକାଇଛନ୍ତି। ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଶ୍ରୀ ନାଇଡୁ ଗତକାଲି ପରଲୋକ ଗମନ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ...
ବେଙ୍ଗାଲୁରୁ: କର୍ଣ୍ଣାଟକା ବାଚସ୍ପତି କେ ଆର ରମେଶ କୁମାର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଥିଲେ। ‘ମୁଁ ମୋ ପଦବୀରୁ ଇସ୍ତଫା ଦେବି ବୋଲି ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲି’ ବୋଲି ବାଚସ୍ପତି...
ଆମେଠି: ଉତ୍ତର ପ୍ରଦେଶରେ ଆଇନ୍ଶୃଙ୍ଖଳା ପରିସ୍ଥିତି କେମିତି ବିଗିଡ଼ି ଯାଇଛି, ତା’ର ଆଉ ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଆମେଠିରେ ରହୁଥିବା ଜଣେ ପୂର୍ବତନ ଆର୍ମି ଅଫିସରଙ୍କୁ ତାଙ୍କ ଘର ମଧ୍ୟରେ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଶନିବାର ରାତିରେ ‘ଗୋଡିୟାନ କା...
ନୂଆଦିଲ୍ଲୀ: ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘Man vs Wild’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବ। ଆଜି ‘ମ୍ୟାନ୍ ଭର୍ସେସ ୱାଇଲଡ୍ ’ କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରିଲ୍ସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୧୨ ଅଗଷ୍ଟରେ ଡିସ୍କଭରି ଚ୍ୟାନେଲରେ ରାତି ୯ଟାରେ...
ମୁମ୍ବାଇ: କ୍ଲାସରୁମ୍ରେ ପଶିଗଲା ଗାଈ। ବମ୍ବେସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-IITରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍ ଏକ ଗାଈ ଭିତରକୁ ପଶିଆସିଥିଲା। ଏହାପରେ ଛାତ୍ରଛାତ୍ରୀମାନେ ମଜା ଉଠାଇବା ସହ ଗାଈଟିକୁ ବାହାରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଫଳରେ କିଛି ସମୟ ପାଇଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା।...
ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା। ରାଜ୍ୟ ସରକାର କୃଷି ଛାତ୍ରଛାତ୍ରୀଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ କରି ଧାରଣାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଗତ ଶନିବାର ଠାରୁ OUAT ଭିସିଙ୍କ କାର୍ଯ୍ୟାଳୟ ଆଗରେ ଏହି ଧାରଣା ଚାଲିଛିା ପୂର୍ବରୁ ସହକାରୀ ଉଦ୍ୟାନ...
ନୂଆଦିଲ୍ଲୀ: ଲୋକସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଆଜି କ୍ଷମା ମାଗିଛନ୍ତି। ଗୃହରେ ଅଧ୍ୟକ୍ଷତା କରୁଥିବା ସଦସ୍ୟଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି। ଯଦି ତାଙ୍କର ମନ୍ତବ୍ୟ ଦ୍ୱାରା ସେ ଅପାମାନିତ ହୋଇଥାନ୍ତି ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ସେ...
ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭାରତୀୟ ପରିବାରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏମାନେ ବିଦେଶରେ ଏମିତି କାଣ୍ଡ କରିଛନ୍ତି ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି କାରନାମା ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଲାଜରେ ତଳକୁ ନଇଯିବ। ଘଟଣାଟି ଇଣ୍ଡୋନେସିଆ ବାଲିର...
ବେଙ୍ଗାଲୁର: କର୍ଣ୍ଣାଟକ ନାଟକର ଯବନିକା ପଡ଼ିଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା। ୧୦୫ ବାଚନିକ ଭୋଟ୍ରେ ସେ ବିଜୟୀ ହୋଇଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେ.ଆର. ରମେଶ କୁମାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ପରେ ସଂଖ୍ୟା ଗରିଷ୍ଠତା ପ୍ରମାଣ...
ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ବଡ଼ ଧରଣର ହମ୍ଲା କରିବା ଚକ୍କରରେ ଅଛନ୍ତି ଆତଙ୍କବାଦୀ। ଏହି କାରଣରୁ ଗୃହମନ୍ତ୍ରଣାଳୟ ଜମ୍ମୁକଶ୍ମୀରକୁ ଆଉ ୧୦ ହଜାର ଯବାନ ପଠାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେମାନେ ସମ୍ବେଦନଶୀଳ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ୍କୁ ଆହୁରି ବ୍ୟାପକ କରିବେ ବୋଲି ଜଣାପଡ଼ିଛି। ଏହି...
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ବୋଷ୍ଟନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍ଶିପ୍ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଛି। ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ରକୁ କିଭଳି ରକ୍ଷା କରାଯାଇପାରିବ, ସେହି ବାର୍ତ୍ତା ନେଇ ‘SAVE THE OCEAN’ ଶୀର୍ଷକରେ ସୁଦର୍ଶନ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ।...
‘ଫଟୋ ପଛର କାହାଣୀ‘ରେ ଆଜି ଆମେ ‘ମୋନାଲିସା’ ପେଣ୍ଟିଂ ବିଷୟରେ ଜାଣିବା। ବିଶ୍ୱର ସବୁଠାରୁ ଦାମୀ ଓ ରହସ୍ୟମୟ ପେଣ୍ଟିଂ ହେଉଛି ‘ମୋନାଲିସା’ ପେଣ୍ଟିଂ। ଏହାର ରହସ୍ୟମୟ ଦିଗଟି ହେଉଛି, ପେଣ୍ଟିଂକୁ ବିଭିନ୍ନ ଆଙ୍ଗଲ୍ରୁ ଦେଖିଲେ ଏହା ଭିନ୍ନ ଭିନ୍ନ ରୂପରେ ଦେଖାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ...
ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନବଗଠିତ ୟେଦ୍ୟୁରୁପ୍ପା ସରକାର। ଆଇନ ଶୃଙ୍ଖଳାକୁ ନଜରରେ ରଖି ବିଧାନସଭାର ୨ କିଲୋମିଟର ଭିତରେ ସକାଳ ୬ଟାରୁ ମଧ୍ୟରାତ୍ରୀ ଯାଏ ୧୪୪ ଧାରା ଜାରି ରହିବ। ଏହା କହିଛନ୍ତି ବରିଷ୍ଠ ପୁଲିସ ଅଫିସର ଆଲୋକ କୁମାର। ଏହି ଧାରା...
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ରୋକ ଲଗାଇବା ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ମାଲ୍ୟା...