• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bishnu-sethi-up
ବିଷ୍ଣୁଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ହୋହାଲ୍ଲା: ଗୃହ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର: ଟ୍ରିପଲ୍ ତଲାକ ବିଲ୍ ସଂପର୍କରେ ବିଧାନସଭାରେ ଆଲୋଚନା ହେଉଥିବା ବେଳେ ହଙ୍ଗାମା ହେବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୩ଟା ଯାଏ ମୁଲତବୀ ରଖିଲାଲେ। ଆଲୋଚନା ଚାଲିଥିବା ବେଳେ ବିଜେପିର ବିଷ୍ଣୁ ସେଠୀ ମୁସ୍ଲିମ୍ ମହିଲାଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସହିତ ବିଭିନ୍ନ ମାଗାଜିନ...

ଟ୍ରିପଲ୍‌ ତଲାକ ବିଲ୍ କ'ଣ ? ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ଗତକାଲି ଟ୍ରିପଲ ତଲାକ ବିଲ୍‌କୁ ଅନୁମୋଦନ ମିଳିଛି। ଅର୍ଥାତ ଏଣିକି ମୁସ୍ଲିମ ସମ୍ପ୍ରଦାୟରେ ପ୍ରଚଳିତ ଟ୍ରିପଲ୍ ତଲାକ ପ୍ରଥା ଏକ ଦଣ୍ଡନୀୟ ଅପରାଧ ବିବେଚିତ ହେବ। ତେବେ ଏଥିରେ କଣ ସବୁ ବ୍ୟବସ୍ଥା ରହିଛି ଆସନ୍ତୁ ଜାଣିବ। ଯଦି ଜଣେ ବ୍ୟକ୍ତି ତାଙ୍କ...

gh-6
ମାଟିତଳେ ଚାପିହୋଇ ରହିଯାଇଥିଲେ, କୁକୁର ପାଇଁ ଉଦ୍ଧାର ହେଲେ

ଶ୍ରୀନଗର: କୁକୁର ହେଉଛି ମଣିଷର ଭଲ ବନ୍ଧୁ। ଏକଥା ଜମ୍ମୁ-କଶ୍ମୀରରେ ପ୍ରମାଣିତ ହୋଇଛି। ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥର ମାଇଲଷ୍ଟୋନ୍‌ ୧୪୭ ନିକଟରେ ଭୂସ୍ଖଳ ଯୋଗୁ ଜଣେ ବ୍ୟକ୍ତି ମାଟି ତଳେ ଚାପି ହୋଇ ରହିଥିଲେ। ରାତି ତମାମ ସେ ମାଟି ତଳେ ରହିବା ପରେ ଆଜି ସିଆରପିଏଫ୍‌ର...

KARNATAKA-10-REBEAL-MLA-1
ପୂର୍ବରୁ  ଅଯୋଗ୍ୟ ଘୋଷିତ ହୋଇଥିଲେ, ଏବେ ଦଳରୁ ବହିଷ୍କୃତ ହେଲେ ୧୪ ବିଧାୟକ

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଅଯୋଗ୍ୟ ଘୋଷିତ ୧୪ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଦଳ ବହିଷ୍କାର କରିଛି। କିଛି ଦିନ ତଳେ କର୍ଣ୍ଣାଟକାର ପୂର୍ବତନ ବାଚସ୍ପତି ରମେଶ କୁମାର ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବିଧାନସଭାରେ ଆସ୍ଥା ଭୋଟ ବେଳେ ଦଳୀୟ ହୁଇପ ଅବମାନନା କରିଥିବା ଦର୍ଶାଇ ୧୪ କଂଗ୍ରେସ ବିଧାୟକଙ୍କୁ...

bcbbd952a425cbea7e8444f93cfa67ae
ଚୋରି ଜିନିଷ ଖୋଜୁଥିଲା ପୁଲିସ; ଅଟକାଇବାରୁ ଗରିଫ୍‌ ହେଲେ ଆଜମ ଖାନ୍‌ଙ୍କ ପୁଅ

ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌ଙ୍କ ପୁଅକୁ ଆଜି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଆଜି ଜୋହର ବିଶ୍ୱ ବିଦ୍ୟାଳୟରେ ଚୋରି ହୋଇଥିବା ବହିର ଯାଞ୍ଚ ପାଇଁ ପହଞ୍ଚିଥିଲା। କିନ୍ତୁ ଏହି ସମୟରେ ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲା ପୁଲିସ୍‌ର ଯାଞ୍ଚରେ...

dhoni-in-army-dress
୪କେଜିର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧି ସୀମାରେ ଟ୍ରେନିଂ ନେବେ ଧୋନି

ଶ୍ରୀନଗର: ଆଜିଠୁ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ଟିମ୍ ଇଣ୍ଡିଆର ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି। ଅଗଷ୍ଟ ୧୫ ଯାଏ ସେ ଏହି ପ୍ରଶିକ୍ଷିଣ ନେବେ। କିନ୍ତୁ ଏହି ସମୟରେ ସେ ସେନାର କୌଣସି ଅପରେଶନରେ ସାମିଲ ହେବେ ନାହିଁ।...

supreem court
ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସୁରକ୍ଷା ପ୍ରସଙ୍ଗ: ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ଓ ସୁରକ୍ଷା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। କାର୍‌ ଦୁର୍ଘଟଣାର ୧୫ ଦିନ ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକ ଜେଲରେ ଥିବା ଅଭିଯୁକ୍ତ ବିଜେପି ବିଧାୟକ...

gogi_630_630
ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ଗୁମର: ଦୁର୍ଘଟଣାର ୧୫ ଦିନ ପୂର୍ବରୁ ଚିଠି ଲେଖି ଜଣାଇଥିଲେ ପୀଡ଼ିତାଙ୍କ ମାଆ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ନୂଆ ନୂଆ ତଥ୍ୟ। ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ନିଜ ଭାଇ ଓ ସମର୍ଥକଙ୍କ ମାଧ୍ୟମରେ ପୀଡ଼ିତା ଓ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଟ୍ରକ ଦୁର୍ଘଟଣାର...

Capture
ଆଉ କେତେ ଜୀବନ ବାଜିରେ ଲାଗିବା ପରେ ଚେତିବ ପ୍ରଶାସନ ?

ରାୟଗଡ଼ା(ନନ୍ଦ କିଶୋର ପଟ୍ଟନାୟକ): ଗାଁ ବିଚ୍ଛିନ୍ନ କରି ରଖିଛି ମାକିମା ନାଳ। ନାଳ ପାର୍‌ ହେଲେ ଯାଇ ମିଳୁଛି ସାଧାରଣ ସୁବିଧା। ତେବେ ନାଳ ପାର୍‌ ହେବା ସୟମରେ ଜୀବନ ପ୍ରତି ବିପଦ ରହୁଛି। ଏଥିପାଇଁ ଜୀବନ ମଧ୍ୟ ଗଲାଣି କିନ୍ତୁ ତଥାପି ନିର୍ମାଣ ହେଉନି ପୋଲଟିଏ। ଗାଁ...

imam ul haq
ଅନେକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଏହି କ୍ରିକେଟର୍‌: ଦୋଷ ମାନିଲେ

ଇସ୍‌ଲାମାବାଦ୍‌: ଦୋଷ ମାନିଲେ ପାକିସ୍ତାନୀ କ୍ରିକେଟର୍ ଇମାମ୍‌ ଉଲ୍‌ ହକ୍। ଅନେକ ଯୁବତୀଙ୍କ ସହ ସମ୍ପର୍କ ରଖି ତାଙ୍କୁ ଧୋକା ଦେଇଥିବା ଖବର ସତ ବୋଲି ନିଜେ ଇମାମ୍‌ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ଇମାମ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ବିଭିନ୍ନ ଝିଅଙ୍କ ସହ ଚାଟ୍‌ କରୁଥିଲେ। ଜୁଲାଇ ୨୫...

dd
କ୍ରିକେଟରୁ ୮ ମାସ୍‌ ପାଇଁ ନିଲମ୍ବିତ ହେଲେ ପୃଥ୍ୱୀ ଶ’

ଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଡୋପ୍ ଟେଷ୍ଟରେ ବିଫଳ ହୋଇ କ୍ରିକେଟରୁ ୮ମାସ ସସପେଣ୍ଡ୍ ହୋଇଛନ୍ତି। ବିସିସିଆଇ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ପୃଥ୍ୱୀ ଅଜାଣତରେ ଏକ ପ୍ରତିବନ୍ଧକ ପଦାର୍ଥ ସେବନ କରିଥିଲେ, ଯାହା ସାଧାରଣତଃ କାଶ ଔଷଧ...

temple
ପୁରୀରେ ଖୋଲିବ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର

ପୁରୀ: ପୁରୀରେ ଖୋଲିବ ଯାତ୍ରୀ ପରିଚର୍ଯ୍ୟା କେନ୍ଦ୍ର ବା ଭିଜିଟର୍ ଫେଲିସିଏସନ୍ ସେଣ୍ଟର୍। ଶ୍ରୀମନ୍ଦିରରେ ଯାତ୍ରୀ ପରିଚର୍ଯ୍ୟାକୁ ଘରୋଇକରଣ କରିବାକୁ ଜିଲ୍ଲା ପ୍ରଶାସନ ଏଭଳି ପ୍ରାୟସା ଆରମ୍ଭ କରିଛି। ଟେଣ୍ଡର ମାଧ୍ୟମରେ ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ଠାରୁ ଆବେଦନ ଗ୍ରହଣ କରିବା ପରେ ଖୁବଶୀଘ୍ର ଏହାକୁ ଲାଗୁ କରାଯିବା...

bisthapita
ଆନ୍ଦୋଳନରତ ୮୦ ଜଣ କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ୍

ଗଞ୍ଚାମ: ଗଞ୍ଜାମ ଚମାଖଣ୍ଡି ଟାଟା ଫେରକ୍ରମ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରତ ୮୦ ଜଣ କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ। ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଥିଲେ ଅସ୍ଥାୟୀ କର୍ମଚାରୀ। ବିସ୍ଥାପିତ ଶ୍ରମିକମାନଙ୍କୁ ଗତ ୨୦୧୬ ମସିହାରୁ ଟାଟା ଫେରୋକ୍ରମ ବଦଳରେ ସହଯୋଗୀ କମ୍ପାନୀ ଟି.ଏସ ଏଲୟସରେ ଅସ୍ଥାୟୀ...

temple
ବ୍ୟାଙ୍କ ଲୁଟ୍‌ ପରେ ଏବେ ଟାର୍ଗେଟ୍‌ରେ ମନ୍ଦିର

ବାଲେଶ୍ୱର: ବାଲେଶ୍ୱରରେ ବ୍ୟାଙ୍କ ଲୁଟ କରିବା ପରେ ଏବେ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ସହରର ବିଭିନ୍ନ ସ୍ଥାନରେ ସିରିଜ ଲୁଟ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଚାରିଟି ମନ୍ଦିରରେ ପଶି ଦେବାଦେବୀଙ୍କ ଗହଣା ଓ ହୁଣ୍ଡିରୁ ଦାନ ଅର୍ଥ ଲୁଟିଛନ୍ତି। ସହଦେବଖୁଣ୍ଟା ଥାନା ଶୋଭାରାମପୁରର ଅନ୍ଧାରୀ...

dd
ୱାର୍ଲଡ୍‌ ୱାଇଡ୍‌ ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟ-୨୦୧୯ରେ ଓଡ଼ିଆ ବୋହୂ

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ଆସନ୍ତା ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ଗ୍ରୀସ୍‌ରେ ୱାର୍ଲଡ୍‌ ୱାଇଡ୍‌ ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟ-୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି। ଏହି କଣ୍ଟେଷ୍ଟରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବରେ ଜଣେ ଓଡ଼ିଆ ଝିଅ ଭାଗ ନେବାକୁ ଯାଉଛନ୍ତି। ସେ ହେଉଛନ୍ତି ବଲାଙ୍ଗୀରର ସୌମ୍ୟା ଆଚାର୍ଯ୍ୟ।...