ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ନିଜର ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ନଚେତ୍ କଂଗ୍ରେସ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି। ବିଧାନସଭାରେ ଆଜି ବିଜେପି ବିଧାୟକ ବିଷ୍ଣୁ ସେଠୀ ମୁସଲିମ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା...
ପୁରୀ: ବହୁଚର୍ଚ୍ଚିତ ଚନ୍ଦ୍ରଯାନ-୨ ମିଶନରେ ରହିଛି ପୁରୀ ଶଙ୍କରାଟର୍ଯ୍ୟଙ୍କ ଅବଦାନ। ଜଗତ୍ଗୁରୁଙ୍କଠାରୁ ବୈଦିକ ଗାଣିତିକ ସୂତ୍ରକୁ ନେଇ କାମରେ ଲଗାଇଛି ଇସ୍ରୋ। ଯାହାଦ୍ୱାରା ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠ ଛୁଇଁବା ନେଇ ଆକଳନ କରୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକ। ତେବେ ଜଗଦ୍ଗୁରୁଙ୍କ କେଉଁ ପ୍ରକାର...
ଭୁବନେଶ୍ୱର: ୨୮ ନୁହେଁ, ରାଜ୍ୟରେ ଅଧିକ ବାଘ ଅଛନ୍ତି। କେନ୍ଦ୍ରୀୟ ବାଘ ଗଣନା ରିପୋର୍ଟ ଆସିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ । ବାଘ ଦୃଷ୍ଟିଗୋଚର ହୋଇଥିବା ରାଜ୍ୟର ନୂଆ ବନଖଣ୍ଡକୁ ଗଣନାରେ ସାମିଲ କରାନଯିବା...
ଭୁବନେଶ୍ୱର: ଜଳ ବିବାଦର ସମାଧାନ ନେଇ ଏକକ ଟ୍ରିବ୍ୟୁନାଲ୍ ଗଠନ ପାଇଁ ଆସିଥିବା ବିଲକୁ ଲୋକସଭାରେ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଆଜି ବିଧାନସଭାରେ ତାତି ଦେଖିବାକୁ ମିଳିଛି। ଶାସକ ବିଜେଡି ଆରମ୍ଭରୁ ଏକକ ଟ୍ରିବ୍ୟୁନାଲକୁ ବିରୋଧ କରୁଥିବା ବେଳେ ପାର୍ଲାମେଣ୍ଟରେ କେମିତି ଏହି ବିଲକୁ ସମର୍ଥନ କଲା...
କଟକ: କଟକ ଓଏମ୍ପି ଛକ ଡବଲ୍ ମର୍ଡର ଘଟଣାରେ କମିଶନରେଟ୍ ପୁଲିସକୁ ସୁରାଗ୍ ମିଳିଛି। ସିରିଏଲ୍ କିଲିଂ ମାମଲାରେ ୪ ଦିନ ତଳୁ ଅଟକ ଥିବା ନୟାଗଡ଼ର ନାରାୟଣ ସାହୁ ହିଁ ହତ୍ୟାକାରୀ ବୋଲି ଦାବି କରିଛି ପୁଲିସ। ପୂର୍ବ ପ୍ରତିଶୋଧ ନେବାକୁ ବିଳମ୍ବିତ ରାତିରେ ନାରାୟ ହିଁ...
ଯାଜପୁର(ଗୁଲାମ ଗସ୍): ପୁଅ ବଡ଼ ହେଲେ ରହିବ। ସେଥିପାଇଁ କଷ୍ଟାର୍ଜିତ ସମ୍ପତ୍ତିରେ ଘର ଖଣ୍ଡେ କରିଥିଲେ। ସେ ଘରେ ପୁଅ ବୋହୂଙ୍କ ସହ ରହି ସରଗ ସୁଖ ପାଇବେ ବୋଲି ଭାବିଥିଲେ। କିନ୍ତୁ ସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହିଗଲା। ନିର୍ଯାତନାରେ ଅତିଷ୍ଠ ବାପା ଏବେ ଘର ଛାଡ଼ି...
ଥିରୁଭନନ୍ତପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍ କରାଉଛନ୍ତି। ଏହି ଗୁଜବ ସୋଶାଲ ମିଡିଆ ଜରିଆରେ ପ୍ରଚାରିତ ହୋଇଯିବା ପରେ ଲୋକେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ପହଞ୍ଚିଯାଇଥିଲେ। ଏପରିକି ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବାକୁ ମଧ୍ୟ ପଛାଇନଥିଲେ।...
ନୂଆଦିଲ୍ଲୀ: ଏୟାରସେଲ ମ୍ୟାକ୍ସିକ୍ କେସ୍ରେ ଅଭିଯୁକ୍ତ ପି ଚିଦାମ୍ବରମ ଓ ତାଙ୍କ ପୁଅଙ୍କୁ ସିବିଆଇ କିମ୍ବା ଇଡି ଆସନ୍ତା ୯ ତାରିଖ ଯାଏ ଗିରଫ କରିପାରିବ ନାହିଁ। ଆଜି ଦିଲ୍ଲୀର ଏକ କୋର୍ଟ ବାପା ପୁଅଙ୍କ ସୁରକ୍ଷା ଅବଧିକୁ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର କୋର୍ଟ ବିଚାରପତି ଓପି ସାଇନିଙ୍କ...
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍ ଓ ପ୍ରଶାସନ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ କେତେ ତତ୍ପର ଥିଲା, ସେକଥା ଏବେ ଜଳ ଜଳ ହୋଇ ସାମ୍ନାକୁ ଆସୁଛି। ପୀଡ଼ିତା ଜଣଙ୍କ କ୍ଷମତାସୀନ ବିଜେପି ଦଳର ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ ଅଭିଯୋଗ ଆଣିଥିବାରୁ, ପ୍ରଶାସନ ଜାଣିଶୁଣି...
ନୂଆଦିଲ୍ଲୀ: ଗଣମାଧ୍ୟମ ଓ ବିରୋଧୀଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେପି। ଦୀର୍ଘ ଗୋଟିଏ ବର୍ଷ ହେଲା ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ବିଜେପି ଆଜି ଦଳରୁ ବହିଷ୍କୃତ କରିଛି। ପୂର୍ବରୁ ଦଳ ସେନଗାରଙ୍କୁ କେବଳ ନିଲମ୍ବନ କରିଥିଲା। ହେଲେ ଏବେ ହାଇକମାଣ୍ଡ...
ନୂଆଦିଲ୍ଲୀ: ମୋଦି-୨ ସରକାର ଡିଜିଟାଲ ଇଣ୍ଡିଆ ଗଠନ କରିବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ, ଖୁବ୍ଶୀଘ୍ର ଏହା ପୂରଣ ହେବାକୁ ଯାଉଛି। ଏହି ଡିଜିଟାଲ ଇଣ୍ଡିଆର ମୂଳଦୁଆ ସଂସଦରୁ ହିଁ ଆରମ୍ଭ ହେବ। କାରଣ ଖୁବ୍ଶୀଘ୍ର ଲୋକସଭା ପେପରଲେସ୍ ହେବାକୁ ଯାଉଛି। ଆଜି ଏନେଇ ବାଚସ୍ପତି ଓମ ବିର୍ଲା ପ୍ରସ୍ତାବ...
ନୂଆଦିଲ୍ଲୀ: ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଜିଠୁ ଆରମ୍ଭ କରିଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଅର୍ଥାତ୍ କୌଣସି ରାଜ୍ୟର ପିଡିଏସ ଉପଭୋକ୍ତା ଅନ୍ୟ ଏକ ରାଜ୍ୟର ପିଡିଏସ ଦୋକାନରୁ ନିଜର...
ମୟୂରଭଞ୍ଚ: ଆଜିର ଦୁନିଆରେ ସମ୍ପର୍କର ମାନେ ଯେମିତି କିଛି ନାହିଁ। କ୍ରୋଧ ଓ ତିକ୍ତତା ଭିତରେ ହଜି ଯାଉଛି ମାୟା ମମତା। କଥା କଥାରେ ରକ୍ତରଞ୍ଜିତ ହେଉଛି ସମ୍ପର୍କ। କେତେବେଳେ ବାପା ମାରୁଛି ପୁଅକ ତ ଆଉ କେତେବେଳେ ଭେଣ୍ଡିଆ ପୁଅ ହତ୍ୟା କରୁଛି ଜନ୍ମଦାତାକୁ। ଏଭଳି ହତ୍ୟା...
ଭଦ୍ରକ: ଆଜିକାଲି ପ୍ରାୟ ପ୍ରତି ଦିନେ,ଦୁଇଦିନ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି ଲାଞ୍ଚଖୋର୍ ଅଫିସର୍, ନେତା ଓ ଠିକାଦାରଙ୍କ ଭଳି ଲାଞ୍ଚୁଆ ବ୍ୟକ୍ତି। ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି, ଭଦ୍ରକ ବାସୁଦେବପୁର ବ୍ଲକ ବରଣ୍ଡୁଆ ସେବା ସମବାୟ ସମିତିର ସଭାପତି ନଗେନ୍ଦ୍ର ବିଶ୍ୱାଳ ଓ ତାଙ୍କ ସରପଞ୍ଚ ପତ୍ନୀ...
ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ କୁଳଭୂଷଣ ଯାଦବଙ୍କୁ ମିଳିବ କନ୍ସୁଲାର ଏସିସ୍ ବା ଆଇନଗତ ସହାୟତା। ଆସନ୍ତାକାଲିଠୁ ଆଇନ ସହାୟତା ଦେବା ପାଇଁ ପାକିସ୍ତାନ ରାଜି ହୋଇଛି। ଆସନ୍ତାକାଲି ଭାରତୀୟ ପ୍ରତିନିଧି କୁଳଭୂଷଣକୁ ଦେଖା କରି ତାଙ୍କ ସହ ଆଲୋଚନା କରିବେ। ଗତମାସରେ ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ରେ...
ବ୍ରହ୍ମପୁର: ପୁଣି ବ୍ରହ୍ମପୁରରେ ମାତିଲେ ଲୁଟେରା। ପୁରୁଣା ଷ୍ଟାଇଲ୍ରେ ପୁଲିସର ପରିଚୟ ପତ୍ର ଦେଖାଇ ଲୁଟେରାମାନେ ଜଣେ ମହିଳାଙ୍କଠୁ ୭ ଭରି ଓଜନର ସୁନା ଚେନ୍ ଓ ମଙ୍ଗଳସୂତ୍ର ଲୁଟି ନେଇଛନ୍ତି। ବ୍ରହ୍ମପୁର ଦଳୁଆସାହି ନିକଟରେ ଘଟିଛି ଏହି ଲୁଟ୍ ଘଟଣା। ମନ୍ଦିରକୁ ଯାଉଥିବା ବେଳେ ଏତେ ସୁନା...