ଭୁବନେଶ୍ୱର: ରାଜଧାନୀରେ ଲଗାତର ଲୁଟର ୨ ଦିନ ପରେ ବି ପୁଲିସର ହାତ ଖାଲି। ଅପରାଧୀଙ୍କ ଟେର ପାଉନି କମିଶନରେଟ ପୁଲିସ। ଦୁଇଦିନ ଧରି ରାତି ତମାମ ବ୍ଲକିଂ, ଚେକିଂରୁ ମଧ୍ୟ କିଛି ବି ସଫଳତା ମିଳୁନି। ତେଣୁ ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି ପୁଲିସ। ବିଶେଷ...
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆହୁରି ୨୫ ହଜାର କେନ୍ଦ୍ରୀୟ ସୁରକ୍ଷାକର୍ମୀ ମୁତୟନ କରାଯିବ। ଏଥିପାଇଁ ଗତକାଲିଠାରୁ ସୁରକ୍ଷାକର୍ମୀମାନେ ପହଞ୍ଚିବାରେ ଲାଗିଛନ୍ତି। ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ କରାଯାଉଛି। ଏହି କେନ୍ଦ୍ରୀୟ ଫୋର୍ସ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦର ମୁକାବିଲା ସହ ଆଇନ ଶୃଙ୍ଖଳା ଦାୟିତ୍ୱରେ ରହିବେ ବୋଲି...
ରାୟଗଡ଼ା: କେବେ ସରିବ ଏ ଦୁଃଖ ? କେତେ ଦିନ ପର୍ଯ୍ୟନ୍ତ ଖଟିଆରେ ବୁହା ହେଉଥିବେ ରୋଗୀ ଓ ଗର୍ଭବତୀ। ଏବେ ପୁଣି ଜଣେ ଗର୍ଭବତୀ ଖଟିଆରେ ବୁହା ହୋଇ ଡାକ୍ତରଖାନା ଯିବା ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଜଣେ ଗର୍ଭବତୀଙ୍କୁ ଖଟରେ ବୁହାଇ ଡାକ୍ତରଖାନା...
ମାଲକାନଗିରି: ୪ଦିନ ପରେ ପୁଣି ଲଗାଣ ବର୍ଷା ମାଲକାନଗିରିକୁ ବେହାଲ୍ କରିଛି। ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। କୋରକୋଣ୍ଡା ଓ MV 36 ପୋଲ ଉପରେ ୫ଫୁଟ୍ ଉଚ୍ଚର ପାଣି ଚାଲିଛି। ଏଥିଯୋଗୁ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲଗାତର ୨ ଦିନ ଧରି...
ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗତକାଲି ୬୪ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଅପରେସନ ପରୀ -୩ କାର୍ଯ୍ୟକ୍ରମ ଅନୁଯାୟୀ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ୬ଟି ପୁଲିସ ଷ୍ଟେସନ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଇଥିଲା। ହୋଟେଲ, ଢାବା, ଜଳଖିଆ ଦୋକାନ ଓ ଅନ୍ୟ...
ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଗୁଇନ୍ଦା ରିପୋର୍ଟ ମିଳିଛି। ଏହି ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ପୁରୀ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସ୍ପି ଉମାଶଙ୍କର ଦାସ। ଏହି ସୂଚନା ମିଳିବା ପରେ...
କୋରାପୁଟ: ରାଜ୍ୟରେ ବଢ଼ି ଚାଲିଛି ଲାଞ୍ଚ ଓ ଲାଞ୍ଚୁଆଓ ଅଫିସର୍ଙ୍କ ସଂଖ୍ୟା। ପ୍ରାୟ ସବୁ ଲେବୁଲ୍ରେ ପିସି କାରବାରରେ ଚାଲିଛି କାମ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ସିଡିପିଓ ସୁରମା ସେଠ୍। ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ପ୍ରି ସ୍କୁଲ କିଟ୍ କିଣା ବାବଦକୁ ପ୍ରତି...
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଆସନ୍ତାକାଲି ସୁଦ୍ଧା ୨୫ ଲକ୍ଷ ଟଙ୍କା ସହାୟତା ଓ ସିଆରପିଏଫ୍ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତା’ସହ ଦୁଷ୍କର୍ମ ଓ ଟ୍ରକ୍ ଦୁର୍ଘଟଣା ସଂପର୍କିତ ସମସ୍ତ ୫ଟି ଯାକ ମାମଲା ଦିଲ୍ଲୀସ୍ଥିତ ସିବିଆଇ କୋର୍ଟକୁ ସ୍ଥାନାନ୍ତର କରିବାକୁ...
ଭୁବନେଶ୍ୱର: ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବ୍ୟାଗ୍ର ଓଜନ ପରଖିବେ ସ୍କ୍ୱାଡ୍। ସ୍କୁଲ ପିଲାଙ୍କ ବ୍ୟାଗ୍ ଓଜନ ହ୍ରାସ କଡ଼ାକଡ଼ି ପାଳନ କରିବାକୁ ଆଜି ସବୁ ଜିଲ୍ଲାପାଳ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ପିଲାଙ୍କ ସ୍କୁଲ...