ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଆଲୋଚନା କରିବ ଭାରତ। ଆବଶ୍ୟକ ପଡ଼ିଲେ ପାକିସ୍ତାନ ସହ ଦ୍ୱିପାକ୍ଷିକ ବୈଠକରେ ବସିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ। ବ୍ୟାଙ୍କକକ୍ରେ ଚାଲିଥିବା ଏସିଆନ୍ ମିଟ୍ରେ ଆମେରିକା ବୈଦେଶିକ ସଚିବ ମାଇକାଲେ...
ନୂଆଦିଲ୍ଲୀ: ପଶ୍ଚିମବଙ୍ଗକୁ ରସଗୋଲା ପାଇଁ ମିଳିଥିବା GI ଟ୍ୟାଗ୍ର ପୁନଃ ବିଚାର କରାଯିବ। କେନ୍ଦ୍ର ସରକାରଙ୍କ ଜୋଗ୍ରଫିକାଲ୍ ଇଣ୍ଡିକେଟର୍ ରେଜଷ୍ଟ୍ରି ପକ୍ଷରୁ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଓ ପ୍ରକ୍ରିୟାକରଣ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଏହି ନୋଟିସ୍ ଜାରି କରିଛି GI ବିଭାଗ।...
କୋରାପୁଟ: ଗୋଟିଏ ପଦବି ପାଇଁ ଦୁଇ ଜଣ ଦାବିଦାର। କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୋଟିଏ ପଦବିକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧିକ୍ଷଣ ଯନ୍ତ୍ରୀ ପଦବି ପାଇଁ ଏଠାରେ ଦୁଇ ଜଣ ଅଫିସରଙ୍କ...
ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମୁଣ୍ଡ ପୁରାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ-ପାକିସ୍ତାନ ଯଦି ଚାହିଁବେ ତେବେ ଦଶନ୍ଧି ପୁରୁଣା କଶ୍ମୀର ବିବାଦରେ ସେ ମଧ୍ୟସ୍ଥତା କରିବା ପାଇଁ ଚେଷ୍ଟା କରିବେ ବୋଲି ଟ୍ରମ୍ପ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ...
ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ଉଚ୍ଚସ୍ତରୀୟ ମଧ୍ୟସ୍ଥତା କମିଟି ନିଜ ଅସାମର୍ଥ୍ୟତା ପ୍ରକାଶ କରିଛି। ଏଥିସହିତ ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟି ମାମଲାରୁ ଓହରି ଯାଇଛି। ଜମି ବିବାଦର ସମାଧାନ ନେଇ ଗତକାଲି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବା...
କଟକ: କଟକରେ ତିନି ତିନିଟି ହତ୍ୟାକାଣ୍ଡ ଘଟାଇଥିବା ସିରିଏଲ୍ କିଲର ନାରାୟଣ ସାହୁକୁ ଗତକାଲି ଗିରଫ କରିବା ପରେ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କମିଶନରେଟ୍ ପୁଲିସ୍। ରାଣୀହାଟ ହତ୍ୟାକାଣ୍ଡର ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ। ତେଣୁ ସେହି ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତି ଅଛି ନା ନାହିଁ, ତାର ଖୋଳତାଡ଼...
ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲ୍କୋ ସ୍ମେଲଟର୍ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଆଜି ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ଠିକା ଶ୍ରମିକମାନେ ମୃତଦେହକୁ କମ୍ପାନୀର ପ୍ରଶାସନିକ କୋଠା ସମ୍ମୁଖରେ ରଖିଥିବା ବେଳେ ସ୍ମେଲ୍ଟର ପ୍ଲାଣ୍ଟ୍ ଫାଟକରେ ତାଲା ପକାଇ...
ଭୁବନେଶ୍ୱର: ରାଜସ୍ଥାନରୁ ମଣିପୁର ପର୍ଯ୍ୟନ୍ତ ଏକ ମନସୁନ୍ ଟ୍ରପ୍ଲାଇନ ରହିଛି। ଏହା ଆସନ୍ତା ୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ...
ରାୟଗଡା: ରାୟଗଡ଼ାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ପୁଲିସ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ ଗାଡିମଟର ଯାଞ୍ଚ କରାଯାଇଥିଲା। ଏଥିରେ ୩୦ଟି ମଟର୍ ସାଇକେଲ, ୧୦ଟି ଅଟୋ, ୪ଟି ମୋପେଡ୍ ଓ ୩ଟି ଡ୍ରାଇଭିଂ ଲାଇସେନସ ଜବତ କରାଯାଇଛି। ଦ୍ରୁତ ଗତିରେ ଗାଡ଼ି...
ନୂଆଦିଲ୍ଲୀ: ବିଶିଷ୍ଟ ସ୍ଥପତି ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମା ଲକ୍ଷ୍ମୀଙ୍କର ଏକ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଉପହାର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ଅନ୍ୟ ସାଂସଦମାନେ ମୂର୍ତ୍ତି ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...