ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଜାକିରନଗର ଅଞ୍ଚଳରେ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ୮ଟି ଦମକଳ...
ଏଥର ଫଟୋ ପଛର କାହାଣୀ- ‘ମୁଁ ଯାଉଛି, ଠାକୁରଙ୍କ ପାଖରେ ସବୁ କହିଦେବି।’ ଲେଖାଟି ପଢ଼ିଲା ମାତ୍ରେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠୁଥିବ ନିଶ୍ଚୟ। ତେବେ ଏହି କଥା ଆମେ କହୁନୁ, ଆପଣ ଦେଖୁଥିବା ସିରିଆର ଗୃହଯୁଦ୍ଧରେ ଯନ୍ତ୍ରଣାରେ ଛଟ୍ପଟ୍ ହୋଇ କାନ୍ଧୁଥିବା ଏକ ନିଷ୍ପାପ ଶିଶୁର ଏ...
ଯେମିତି ପାର୍ଟନର୍ସିପ୍ ଭଲ ହେଲେ ପଡ଼ିଆରେ କ୍ରିକେଟ୍ ମ୍ୟାଚ୍ ଖୁବ୍ ଜମେ, ସେମିତି ବନ୍ଧୁତ୍ୱ ଭଲ ହେଲେ ଲାଇଫ୍ର ମ୍ୟାଚ୍ ବି ଖୁବ୍ ଜମେ। ଆପଣ ଭାବୁଥିବେ ବନ୍ଧୁତ୍ୱ ଦିବସରେ ଆମେ ହଠାତ୍ କ୍ରିକେଟ୍ କଥା କାହିଁକି କହିଲୁ। ଏହାର କାରଣ ହେଲା, ଆମେ ଆଜି କ୍ରିକେଟ୍ ଷ୍ଟାର୍ଙ୍କ...
ଫ୍ଲରିଡା: ବୋଲରଙ୍କ ଦମରେ ପ୍ରଥମେ ଟି-୨୦ରେ ୱେଷ୍ଟଇଣ୍ଡିଜ୍କୁ ୪ ୱିକେଟ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିଥିବା ନଭଦୀପ ସାଇନ୍ଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍ ମାତ୍ର ୯୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ୯୬ ରନ୍ର ଟାର୍ଗେଟ ପାଇଥିବା ଟିମ୍ ଇଣ୍ଡିଆ...
ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର। ସ୍ମୃତିଶକ୍ତି, ମାନସିକ ଶାନ୍ତି ତଥା ଆହୁରି ଅନେକ ଅନ୍ତର୍ନିହିତ ଶକ୍ତିର ବିକାଶ ଦିଗରେ ଏହି ଗବେଷଣାଗାର କାର୍ଯ୍ୟ କରିବ। ସବୁ ବର୍ଗର ଲୋକଙ୍କୁ ଏଠାରେ ଶିକ୍ଷା ଦିଆଯିବ। ମଣିଷ ଭିତରେ ଥିବା ଅନ୍ତଃର୍ନିହିତ ଶକ୍ତିର ବିକାଶ ଓ...
ଫ୍ଲୋରିଡା: ଡେବ୍ୟୁଟାଣ୍ଟ ନଭଦୀପ ସାଇନ୍ଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଇଣ୍ଡିଜ୍ ଟିମ୍କୁ ୯୫ ରନ୍ରେରେ ସୀମିତ ରଖିଛି। ଅଭିଜ୍ଞ କାଏରନ୍ ପୋଲାର୍ଡ ଶେଷ ଯାଏ ଚେଷ୍ଟା କରିଥିଲେ ହେଁ ଦଳୀୟ ସ୍କୋରକୁ ୧୦୦ ପାର କରାଇବାରେ ବିଫଳ ହୋଇଛନ୍ତି। ଫଳରେ ଆମେରିକାର...
ନୂଆଦିଲ୍ଲୀ: ପାକିସ୍ତାନର ବର୍ଡର ଆକସନ୍ ଟିମ୍ ଏଲ୍ଓସି ଦେଇ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ଯବାନଙ୍କ ଘନ ଘନ ଆକ୍ରମଣ ଏହାକୁ ପଣ୍ଡ କରିଛି। ଏଥିରେ ୫ ଜଣ ଅନୁପ୍ରବେଶକାରୀ ନିପାତ ହୋଇଛନ୍ତି। କେରନ୍ ସେକ୍ଟରରେ ଏଭଳି ଘଟଣା ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ସେନା ପକ୍ଷରୁ...
ହାସନ୍: ପୂର୍ବତନ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି ସେ ରାଜନୀତି ଛାଡ଼ିବାକୁ ଚିନ୍ତା କରୁଛନ୍ତି। କଂଗ୍ରେସ ସହିତ ତାଙ୍କ ଦଳ ଜେଡିଏସ୍ର ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ମଧ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ୧୪ ମାସର ଏହି ସରକାର ବିଧାନସଭାରେ ଆସ୍ଥା ଭୋଟ୍ରେ ପରାଜୟ ଲାଭ...
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସାପୋରରେ ଆଜି ଭୋରରୁ ଆରମ୍ଭ ହୋଇଥିବା ସେନାର ଅପରେସନକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୨ଜୈସ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ଏକେ ରାଇଫଲ ସମେତ ବହୁ ମାରଣାସ୍ତ୍ର ଜବତ ହୋଇଛି। ଏହି ଅପରେସନରେ ଜଣେ...
ଶ୍ରୀନଗର: ବ୍ୟାପକ ସୁରକ୍ଷାକର୍ମୀ ନିୟୋଜନ, ସରକାରଙ୍କ ନିର୍ଦ୍ଦେଶ ଏବଂ ଜମ୍ମୁକଶ୍ମୀରର ଆଞ୍ଚଳିକ ଦଳଙ୍କ ଚେତାବନୀ ଭିତରେ ବିଭିନ୍ନ ଆଶଙ୍କା ମଧ୍ୟରେ ରହିଛନ୍ତି କଶ୍ମୀରବାସୀ। ଆଗକୁ କ’ଣ ପଦକ୍ଷେପ ରହିବ ଏବଂ କାହିଁକି ଏପରି ମିଲିଟାରୀ ଆୟୋଜନ, ସେନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଅନ୍ୟପକ୍ଷରେ ସମ୍ଭାବ୍ୟ ଅଘଟଣ...
ବରଗଡ଼: ପିଲାଏ ପଢ଼ିବେ, ପିଲାଏ ବଢ଼ିବେ। ସର୍ବଶିକ୍ଷା ଅଭିଯାନର ଏ ହେଉଛି ସରକାରୀ ନାରା। ହେଲେ ପିଲା କେମିତି ପଢ଼ୁଛନ୍ତି ଆଉ କେମିତି ବଢ଼ୁଛନ୍ତି, ତାହାର ଦୃଶ୍ୟ ଦେଖିଲେ ଆପଣ ବି ତାଜୁବ୍ ହୋଇଯିବେ। ପାଠ ପଢ଼ିବେ ବୋଲି ଜୀବନକୁ ପାଣି ଛଡ଼ାଇ ଭରା ନଈରେ ସ୍କୁଲ ଯାଉଛନ୍ତି...
ଯାଜପୁର: ଯାଜପୁର ଜିଲ୍ଲାର ବାପା-ପୁଅ ବିବାଦରେ ନୂଆ ଟ୍ୱିଷ୍ଟ। ବିବାଦର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ପୁଅ ସୂର୍ଯ୍ୟମୋହନ ମିଶ୍ର। ବାପା କ୍ଷେତ୍ରମୋହନଙ୍କ ସମସ୍ତ ଦାୟିତ୍ୱ ସେ ନେବାକୁ ପ୍ରସ୍ତୁତ। ସମ୍ପର୍କୀୟଙ୍କୁ ଛାଡ଼ି ତାଙ୍କ ସହ ତାଙ୍କ ବାପା କ୍ଷେତ୍ରମୋହନ ରୁହନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଭେଟି...