• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

narayan
କୋର୍ଟରେ ମାମଲା ଦାୟର୍‌ କଲେ ନାରାୟଣଙ୍କ ପତ୍ନୀ

କଟକ: କଟକ ଟ୍ରିପଲ୍‌ ମର୍ଡର ଅଭିଯୋଗରେ ‘ସାଇକୋ କିଲର୍‌’ କୁହାଯାଉଥିବା ନାରାୟଣ ସାହୁଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାକୁ ବିରୋଧ କରି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ମାମଲା ଦାୟର କରିଛନ୍ତି। ଗୀତାଞ୍ଜଳିଙ୍କ କହିବା ଅନୁସାରେ ଗତ ୨୨ ତାରିଖରେ...

bk
ବି.କେ ଶର୍ମାଙ୍କୁ ପୁଲିସ୍‌ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଫିସର ବିଜୟ କୁମାର ଶର୍ମା ରାଜ୍ୟର ପୁଲିସ୍ ଡିଜି ଇନ୍‌ଚାର୍ଜ। ସେ ଏବେ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ସେ କିଛିଦିନ ପାଇଁ ଡିଜିପି ଇନ୍‌ଚାର୍ଜ ଭାବେ ଦାୟିତ୍ୱ ତୁଲାଇଥିଲେ। ପୁଲିସ ମହାନିର୍ଦ୍ଦେଶ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ...

rainfall-750x430
୧୧ ଜିଲ୍ଲାକୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍‌ ଡିପ୍ରେସନ୍‌ର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା,...

ଶେଷକୃତ୍ୟ ସମ୍ପନ୍ନ: ପଞ୍ଚଭୂତରେ ଲୀନ ହେଲେ ସୁଷମା

ନୂଆଦିଲ୍ଲୀ: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ୍‌ ଶ୍ମସାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ଟି ତୋପ ସଲାମୀର ରାଷ୍ଟ୍ରୀ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ କରାଯାଇଛି। ସୁଷମାଙ୍କ ଝିଅ ବାଂଶୁରୀ ଅନ୍ତିମ ସଂସ୍କାରର...

rajnath
ଅନ୍ତିମ ଯାତ୍ରାରେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ହେବ। ଏଥିପାଇଁ ଦିଲ୍ଲୀସ୍ଥିତ ବିଜେପିର ନୂଆ ମୁଖ୍ୟାଳୟଠାରୁ ସୁଷମାଙ୍କ ପାର୍ଥିବ ଶରୀର ଅନ୍ତିମ ଯାତ୍ରାରେ ବାହାରିଛି। ଲୋଧି ରୋଡ ଶ୍ମସାନରେ ସୁଷମା ଶେଷକୃତ୍ୟ କରାଯିବ। ଦିନ ପ୍ରାୟ ୧୧ଟାରୁ ବିଜେପି ମୁଖ୍ୟାଳୟରେ ସୁଷମାଙ୍କ ପାର୍ଥିବ ଶରୀରର...

g-1
ସୁଷମାଙ୍କ ପାଇଁ କାନ୍ଦିଲେ ମୋଦି, ଆଡ୍‌ଭାନୀ ଓ ରାମ୍‌ଗୋପାଲ୍‌

ନୂଆଦିଲ୍ଲୀ: ସମସ୍ତଙ୍କୁ କନ୍ଦେଇ ସବୁଦିନ ପାଇଁ ଚାଲି ଯାଇଛନ୍ତି କାଳଜୟୀ ନେତ୍ରୀ ସୁଷମା ସ୍ୱରାଜ। ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୁଷମା ସ୍ୱରାଜଙ୍କ ଶେଷ ଦର୍ଶନ ପାଇଁ ଆଜି ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ନେତାଙ୍କ ଭିଡ଼ ଲାଗିଥିଲା। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ...

sushma
ଆଉ କିଛି ସମୟ ପରେ ପଞ୍ଚଭୂତରେ ବିଲୀନ ହେବେ ସୁଷମା

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମର ଶରୀର ଏବେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରହିଛି। ବିଜେପି ସଭାପତି ଅମିତ ଶାହ ଦଳୀୟ ପତାକା ତାଙ୍କ ମର ଶରୀର ଉପରେ ଘୋଡ଼ାଇ ଅନ୍ତିମ ଦର୍ଶନ କରିଛନ୍ତି। ସୁଷମାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ...

DGP-720x430
ଡିଜିପି ଆର୍‌.ପି ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ ! କିଏ ହେବେ ରାଜ୍ୟ ପୁଲିସ୍‌ ଡିଜି ?

ଭୁବନେଶ୍ୱର: ଓଡ଼ିଶା ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ। ଏନେଇ ଚୟନ କମିଟିର ସୁପାରିଶକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହି ବଦବୀ ପାଇଁ ପୂର୍ବରୁ ଚୟନ କମିଟି ଆର୍‌ପି ଶର୍ମାଙ୍କ ନାଁ ସୁପାରିଶ କରିଥିଲା। ଅନ୍ୟପକ୍ଷେ ଆର.ପି ଶର୍ମା ସ୍ୱେଚ୍ଛାକୃତ...

୩୭୦ ଉଚ୍ଛେଦକୁ କଂଗ୍ରେସ ବିଧାୟିକାଙ୍କ ଖୋଲା ସମର୍ଥନ

ଲକ୍ଷ୍ନୌ: କଂଗ୍ରେସ ଧାରା-୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବେଳେ ଦଳର ଜଣେ ବିଧାୟିକା କିନ୍ତୁ ଏହାକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସେ ହେଲେ ରାୟବରେଲୀର କଂଗ୍ରେସ ବିଧାୟିକା ଅଦିତି ସିଂହ। ଅଦିତି ୩୭୦ ଉଚ୍ଛେଦକୁ ସ୍ୱାଗତ କରିଛନ୍ତି। ଦେଶର ସୁରକ୍ଷା ସହ ଜମ୍ମୁ ଓ କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ...