ନବରଙ୍ଗପୁର: ଉପାନ୍ତରେ ଥମୁନି ଜନନୀ ଯନ୍ତ୍ରଣା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଡକରିକୋଟରେ ଆମ୍ବୁଲାନ୍ସ ଆସିନପାରିବାରୁ ଗର୍ଭବତୀ ମହିଳାଙ୍କୁ ସେବତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୋହି ମେଡ଼ିକାଲ୍ ନେଲେ ସମ୍ପର୍କୀୟ। ପ୍ରାୟ ୫ କିଲୋମିଟର ଧରି କାଦୁଆ ରାସ୍ତା ଉପରେ ବିପଦଜନକ ଭାବେ ଗର୍ଭବତୀଙ୍କୁ ବୋହି ବୋହି ମେଡ଼ିକାଲ ଯାଇଥିଲେ...
ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସ୍ଥିତିର ସମୀକ୍ଷା କରିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍। ବର୍ତ୍ତମାନ ସୁଦ୍ଧା ଜାମ୍ମୁ ଓ କାଶ୍ମୀରର ସ୍ଥିତି ସ୍ୱାଭାବିକ ରହିଥିବା ଡୋଭାଲ କହିଛନ୍ତି। କେନ୍ଦ୍ରର ନିଷ୍ପତ୍ତିକୁ କଶ୍ମୀରବାସୀ ସ୍ୱାଗତ କରିଛନ୍ତି। ଜମ୍ମୁ-କଶ୍ମୀରରେ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ ଓ ସୁରକ୍ଷା...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ଚକଡ଼ା-ବଗୁଆ ଗାଁରେ ଏକ ଜୋରରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ଦୁହିଁଙ୍କ ଶବ ଭାସୁଥିବା ଦେଖି ପାଖ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୌଣସି କାରଣରୁ...
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ତେହରୀ ଗଡ଼ଓ୍ୱାଲ ଅଂଚଳରେ ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏଥିରେ ଆହତ ହୋଇଥିବା ପିଲାମନଙ୍କୁ ଡାକ୍ତରଖାନା ନିଆଯାଇଛି। ଖବର ଅନୁସାରେ, ୧୮ ଜଣ ସ୍କୁଲ୍ ପିଲାଙ୍କୁ ନେଇ ଭ୍ୟାନ୍ଟି ଯାଉଥିଲା। ଗାଡ଼ିଟି...
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। କଶ୍ମୀରକୁ ନେଇ ଭାରତର ପଦକ୍ଷେପ ପରେ ସୀମାରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ। କଶ୍ମୀରରେ ପ୍ରତିବନ୍ଧ ପ୍ରସଙ୍ଗରେ ଜାତିସଂଘ ଅବଗତ ଅଛି। ଏହା ମାମଲାରେ ଜଡ଼ିତ...
ରାଉରକେଲା: ବିନ୍ଦୀ ଜୀବନରୁ ନାବାଳକକୁ ମଳିଲା ମୁକ୍ତି। ଦୀର୍ଘ ୫ ବର୍ଷ ଧର ଜଣଙ୍କ ଘରେ ବନ୍ଦୀ ଥିବା ନାବାଳକକୁ ପୁଲିସ ଉଦ୍ଧାର କରିଛି। ଏଥିସହ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ରାଉର୍କେଲାରେ ଘଟିଛି ଏଭଳି ଘଟଣ। ଅଭିଯୋଗ ଅନୁସାରେ, ଗତ ୫ ବର୍ଷ ହେଲା...
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଉପରକୁ ସ୍ଥିତି ଶାନ୍ତ ଦେଖାଯାଉଥିଲେ ବି ଭିତରେ ଭିତରେ ଜନ ଅସନ୍ତୋଷ ଓ ରାଜନୈତିକ ଉଷ୍ଣତା ଥିବା ଅନୁମାନ କରାଯାଉଛି। ଗୃହବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫ୍ତିଙ୍କୁ ଗତକାଲି ଗିରଫ...