• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

e-5
ମହାରାଷ୍ଟ୍ର ବନ୍ୟା; ଉଦ୍ଧାର କରୁଥିବା ଡଙ୍ଗା ବୁଡ଼ି ୯ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବିଶେଷ କରି ସାଙ୍ଗଲି ଜିଲ୍ଲାରେ ବନ୍ୟା ଯୋଗୁ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଜି ନିୟୋଜିତ ହୋଇଥିବା ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି। ବନ୍ୟା...

ra
ସମ୍‌ଝୌତା ଏକ୍ସପ୍ରେସ୍‌ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ସରକାର ଏବେ ଭୀଷଣ ବିଚଳିତ ହୋଇପଡ଼ିଛନ୍ତି। ଗତକାଲି ଭାରତ ସହ କୂଟନୀତିକ ଓ ବାଣିଜ୍ୟକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏବେ ରେଳ ପଥ ମଧ୍ୟ ବନ୍ଦ କରିଦେଇ ଥିବା ସୂଚନା ମିଳିଛି। ଭାରତ...

Capture
ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ୭ ରାଜ୍ୟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଗୁଇନ୍ଦା ରିପୋର୍ଟ ଅନୁସାରେ ଦେଶର ୭ଟି ରାଜ୍ୟକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀଙ୍କୁ...

abhinadan
ଅଭିନନ୍ଦନଙ୍କୁ ମିଳିପାରେ 'ବୀର ଚକ୍ର'

ନୂଆଦିଲ୍ଲୀ: ୱିଂ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀର ଚକ୍ର ଉପାଧି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ଅଭିନନ୍ଦନଙ୍କ ସମେତ ଆଉ ୫ଜଣ ଯବାନଙ୍କୁ ମଧ୍ୟ ‘ବାୟୁ ସେନା ମେଡାଲ୍’ ମିଳିବ ବୋଲି କୁହାଯାଉଛି। ଅଭିନନ୍ଦନଙ୍କ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ...

Mehbooba-Mufti
ଦଳର ଦୁଇ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ କହିଲେ ମେହବୁବା ମୁଫ୍‌ତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବେ ଦଳୀୟ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବା ପାଇଁ କହିଛନ୍ତି। ନଚେତ୍ ଦଳରୁ ନିଲମ୍ୱିତ ହେବେ। ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ପ୍ରକାଶ ପାଇଛି। ମେହବୁବା ମୁଫତି ଯେତେବେଳ ଗେଷ୍ଟ ହାଉସକୁ ସ୍ଥାନାନ୍ତର ହେଉଥିଲେ ସେହି ସମୟରେ...

modi-
ନେହରୁଙ୍କ ଅନ୍ଦାଜ୍‌ରେ ମୋଦି ! ଆଜି ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୮ଟା ବେଳେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଓ ଧାରା-୩୭୦କୁ ଉଚ୍ଛେଦ କରିବା ବିଷୟରେ ଅଭିଭାଷଣ ରଖିପାରନ୍ତି। ତେବେ ଗତକାଲି, ମାନେ ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ...

unnao_case
ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ଓକିଲଙ୍କ ଅବସ୍ଥା ସଂକଟାପନ୍ନ; ଉଭୟଙ୍କୁ ଭେଣ୍ଟିଲେଟର୍‌ରେ ରଖାଗଲା

ନୂଆଦିଲ୍ଲୀ: ଟ୍ରକ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଥିବା ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ଆଇନଜୀବୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏବେ ଉଭୟ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟରରେ ରହିଥିବା ଡାକ୍ତର କହିଛନ୍ତି। ଜୁଲାଇ ୨୯ ତାରିଖରେ ଉତ୍ତର ପ୍ରଦେଶ ରାଏବରେଲି ଜିଲ୍ଲାରେ ପୀଡ଼ିତାଙ୍କ କାରକୁ ଏକ ଟ୍ରକ ଧକ୍କା...

1851898-imrankhantrumpxx-1542870439-390-640x480
ପାକିସ୍ତାନକୁ ତାଗିଦ୍‌ କଲା ଆମେରିକା

ଓ୍ୱାଶିଂଟନ: ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନ୍ ୬ ତାରିଖରେ କହିବା ପରେ ଆମେରିକାର ସାସଂଦ ତଥା ବୈଦେଶିକ କମିଟିର ଦୁଇ ଅଧିକାରୀ ପାକିସ୍ତାନକୁ ଶାନ୍ତି କାଏମ ରଖିବା ପାଇଁ ଅପିଲ୍ କରିଛନ୍ତି। ଆମେରିକାର ବୈଦେଶିକ ବ୍ୟାପାର କମିଟିର ଦୁଇ ସଦସ୍ୟ ସିନେଟର...

ଦୋଲୂ
ଧୋନିଙ୍କୁ ପଛରେ ପକାଇଲେ ପନ୍ତ

ଗାଏନା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଛକା ମାରି ଟିମ୍ ଇଣ୍ଡିଆକୁ ଜିତାଇଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକ ନୂଆ ମାଇଲଖୁଣ୍ଟ ନିଜ ନାମରେ କରିଛନ୍ତି। ୪୨ ବଲରେ ୬୫ ରନର ଇନିଂସ୍ ଖେଳିଥିବା ପନ୍ତ ଭାରତର ପ୍ରଥମ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଏହି...

ରାହୁଲ୍‌ଙ୍କୁ ବିସିସିଆଇର ନୋଟିସ୍‌; ଗାଙ୍ଗୁଲି, ହରଭଜନଙ୍କ ସମାଲୋଚନା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ଦୁଇଟି ଲାଭଜନକ ପଦବୀ(କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ)ରେ ଥିବା ଅଭିଯୋଗରେ ବିସିସିଆଇ ରାହୁଲ ଡ୍ରାଭିଡଙ୍କୁ ନୋଟିସ୍‌ ପଠାଇଛି। ବିସିସିଆଇର ଏଭଳି ନୋଟିସକୁ ନୂଆ ଫ୍ୟାଶନ ବୋଲି କହି ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୌରଭ...

India, Jammu and Kashmir, Ladakh Region, Nubra Valley, Diskit Buddhist Monastery
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ମହାରାଷ୍ଟ୍ର ସରକାର ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଉଭୟ ଜମ୍ମୁ-କଶ୍ମୀର ଓ ଲଦାଖରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମହାରାଷ୍ଟ୍ର ସରକାର ଆକର୍ଷଣୀୟ ରିଜର୍ଟ ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ...

pakistan
୩୭୦ ଧାରା ଉଚ୍ଛେଦ ନେଇ ପୂର୍ବରୁ ଜଣାଇନଥିଲା ଭାରତ: ଆମେରିକା

ୱାଶିଂଟନ୍‌: ପାକିସ୍ତାନର ଭାଷା କହିଛି ଆମେରିକା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ନିଷ୍ପତ୍ତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଆମେରିକାକୁ ଜଣାଇଥିଲେ ହେଁ ୱାଶିଂଟନ୍‌ ଏହାକୁ ବାଏଁବାଏଁ ଉଡ଼ାଇ ଦେଇଛି। ଆମେରିକା ପକ୍ଷରୁ ଆଜି କୁହାଯାଇଛି, ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦...