• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

j-2
ଭାରତ ସହ ସବୁ ସମ୍ପର୍କ କାଟିଲା ପାକିସ୍ତାନ୍; ଫେରାଇନେଲା ରାଷ୍ଟ୍ରଦୂତ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀର ସମ୍ପର୍କିତ ଧାରା ୩୭୦ର ଉଚ୍ଛେଦ ଓ ରାଜ୍ୟକୁ ଦୁଇ ଭାଗ କରିବାର ପ୍ରଭାବ ଏବେ ଭାରତ ଓ ପାକିସ୍ତାନ ସମ୍ପର୍କ ଉପରେ ପଡ଼ିଛି। ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଥିବାରୁ ପାକିସ୍ତାନ ଆଜି ଏହାର ରାଗ ଶୁଝାଇଛି। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଜି...

india
ଭାରତର ସ୍ୱାଧିନତା ଦିବସକୁ କଳାଦିବସ ଭାବେ ପାଳନ କରିବ ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫କୁ ପଡ଼ୋଶୀ ପାକିସ୍ତାନ କଳାଦିବସ ଭାବେ ପାଳନ କରିବ। ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଏବେ ପାକିସ୍ତାନ ଏହାର ପ୍ରତିଶୋଧକୁ ନେବାକୁ ପଣ କରିଛି। ଏଥିପାଇଁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ଏକ...

terrorists
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା

ନୂଆଦିଲ୍ଲୀ: ଆତଙ୍କୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଜମ୍ମୁକଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ସହ ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଉପରେ ନଜର ପକାଇଛି। ପୂର୍ବରୁ ବହୁ ଥର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମୁମ୍ବାଇ ସହରକୁ ବିପଦ ରହିଥିବା ଖୋଦ୍‌ ଗୁଇନ୍ଦା ବିଭାଗ ପକ୍ଷରୁ...

secretariat-odisha-750x430
ରାଜ୍ୟ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ କେତେକ ଅଦଳବଦଳ କରିଛନ୍ତି। ୧୭ଜଣ ଆଇଏଏସ୍ ଓ ଆଇପିଏସଙ୍କୁ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଭାବେ କେବିକେ ମୁଖ୍ୟ...

kalia 2
କାଳିଆ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିଭଳି ଅର୍ଥ ଆଦାୟ କରିବେ ରାଜ୍ୟ ସରକାର?

ଭୁବନେଶ୍ୱର: କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କିଭଳି ଅର୍ଥ ଆଦାୟ କରିବେ ରାଜ୍ୟ ସରକାର? ଯେଉଁମାନେ କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡୁ ଅର୍ଥ ଫେରସ୍ତ ପାଇଁ ସରକାର ଅପିଲ୍ କରିବା ପରେ କ’ଣ ହେବ ପରବର୍ତ୍ତୀ ପଦକ୍ଷେପ? ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ୍...

odisha high court
ସ୍ୟାଟ୍ ଉଚ୍ଛେଦ ମାମଲା; ସ୍ଥଗିତାଦେଶ ଦେବାକୁ ମନାକଲେ ହାଇକୋର୍ଟ

ଭୁବନେଶ୍ୱର: ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ ହାଇକୋର୍ଟ।  ତେବେ ମାମଲାରେ ପକ୍ଷ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ନୂଆ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟରେ ଦାଖଲ କରାଯାଇପାରିବ ବୋଲି କହିଛନ୍ତି...

doval
କଶ୍ମୀରବାସୀଙ୍କ ସାଙ୍ଗରେ ବସି ଖାଇଲେ ଜାତୀୟ ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏବେ ହାଇଆଲର୍ଟ ଜାରି କରାଯାଇଛି। ହିଂସାକାଣ୍ଡ ଘଟିବା ଆଶଙ୍କାରେ ପୂରା ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କ ଛାଉଣିରେ ପରିବର୍ତ୍ତନ କରାଯାଇଛି। ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ସେ କିଛି ସ୍ଥାନୀୟ...

indo_pak_1
ଭାରତ ସହ କୂଟନୀତିକ ସମ୍ପର୍କ ଛିନ୍ନ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଇ ଆସିଥିବା ଧାରା ୩୭୦ ଉଚ୍ଛେଦ କରିବା ଘଟଣାକୁ ପାକିସ୍ତାନ ଏଯାଏ ହଜମ କରୁପାରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ସରକାର ଦୁଇଥର ଜାତୀୟ ସୁରକ୍ଷା କମିଟିର ବୈଠକ ଡାକି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଜାତୀୟ...

Maharashtra-rain-640x360
ଲଗାଣ ବର୍ଷାରେ ଭାସିଲା ଦକ୍ଷିଣ ଓଡ଼ିଶା; ୭ ଜିଲ୍ଲାକୁ ରିପୋର୍ଟ ତଲବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଣପୁର ଓ କାଶୀନଗରଠାରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାୟଗଡ଼ା ସମେତ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଜରୁରୀକାଳୀନ ଭିତ୍ତିରେ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ...

e;lection
ଆରମ୍ଭ ହେଲା କଶ୍ମୀରରେ ହିଂସା; ପୁଲିସ୍‌କୁ ପଥର ଫିଙ୍ଗିଲେ

ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ ଅଘୋଷିତ ଜରୁରୀ ପରିସ୍ଥିତି ସମ୍ପର୍କରେ ଏବେ ତଥ୍ୟ ସାମ୍ନାକୁ ଆସିଛି। ପୁଞ୍ଚରେ ପୁଲିସ୍‌ କର୍ମୀମାନଙ୍କୁ ଲୋକମାନେ ପଥର ମାଡ଼ କରିଥିବା ଖବର ମିଳିଛି। ଏଥିରେ ଏକାଧିକ ପୁଲିସ୍‌ କର୍ମୀ ଆହତ ହୋଇଥିବା ବେଳେ ଜଣେ ଅଧିକାରୀ ଗୁରୁତର ହୋଇଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ...

Supreme-Court-of-India
ଅଯୋଧ୍ୟା ଜମି ବିବାଦ ଶୁଣାଣିର ଦ୍ୱିତୀୟ ଦିନରେ ରାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାର ଜମି ବିବାଦ ମାମଲା ଶୁଣାଣିର ଦ୍ୱିତୀୟ ଦିନରେ ସୁପ୍ରିମକୋର୍ଟ ନିର୍ମୋହୀ ଆଖଡ଼ା ଉପରେ କ୍ଷୁବ୍ଧ ହୋଇଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ଦୀର୍ଘ ବର୍ଷ ହେଲା ଗୋଟିଏ ପକ୍ଷ ରହି ଆସିଥିବା ନିର୍ମୋହୀ ଆଖଡ଼ାକୁ ସୁପ୍ରିମକୋର୍ଟ ନିଜର ଦାବିକୁ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ଦସ୍ତାବିଜ...

mdh
ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ବେଳେ ଧକେଇ କାନ୍ଦିଲେ ଏମ୍‌ଡିଏଚ୍‌ ମସଲା ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କର ସୁଅ ଛୁଟିଥିଲା। ତେବେ ଏମ୍‌ଡିଏଚ୍‌ ମସଲା ପ୍ରତିଷ୍ଠାତା ମହାଶୟ ଗୁଲାଟି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାବ ବିହ୍ୱଳ ହେବାର ଦୃଶ୍ୟ ସବୁଠାରୁ ନିଆରା ଥିଲା। ଏହି ୯୬ ବର୍ଷ...

Hafiz-Saeed-
ବଢ଼ିଲା ହାପିଜ୍‌ର ଅଡ଼ୁଆ; ଦୋଷୀ ବୋଲି ପ୍ରମାଣିତ ହେଲା

ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଆତଙ୍କବାଦୀ ସଂଗଠନ ଓ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗିରଫ ହୋଇଥିବା ହାଫିଜ ଆଜି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି। ପାକିସ୍ତାନ ଆତଙ୍କବାଦ ନିରୋଧ ବିଭାଗ ପକ୍ଷରୁ ହାଫିଜ ବିରୋଧରେ...

sushma-swaraj-reu
ଓଡ଼ିଶା ସହ ସୁଷମାଙ୍କ ସମ୍ପର୍କ ଏମିତି

ଭୁବନେଶ୍ୱର: ଦେଶକୁ କନ୍ଦାଇ ଦେଇ ଆରପାରିକୁ ଚାଲିଗଲେ ସୁଷମା ସ୍ୱରାଜ୍। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ସହ ସୁଷମାଙ୍କ ସଂପର୍କ ବି ବେଶ୍ ନିବିଡ଼ି ଥିଲା। ତାଙ୍କରି ଉଦ୍ୟମରେ ଓଡ଼ିଶାରେ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ବା...

sand atr
ବାଲୁକାକଳାରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତରେ ବାଲୁକାକଳା ମାଧ୍ୟମରେ ଶୋକ ବ୍ୟକ୍ତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା କରି ସୁଷମାଙ୍କୁ ଏକ ପୁସ୍ତକର ଗୋଟିଏ ପାର୍ଶ୍ୱରେ ପ୍ରଦର୍ଶିତ କରିଥିବା ବେଳେ ଅପର ପାର୍ଶ୍ୱରେ ଭାରତ...

bb
କଟକ ତାରକସି କାମକୁ ଜିଆଇ ଟ୍ୟାଗ୍‌ ପାଇଁ ଦାବି

କଟକ: ରସଗୋଲା ପରେ ଏବେ କଟକ ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ପାଇଁ ଦାବି ହୋଇଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ତାରକସି କାମକୁ ଜିଆଇ ମାନ୍ୟତା ଦାବି ଜୋର୍ ଧରିଛି। ଚାନ୍ଦିର ଭଳିକି ଭଳି ଅଳଙ୍କାର ହେଉ ବା...

b
୫ଟି ସିନେମା ହଲ୍‌କୁ କମିଶନରେଟ୍‌ ପୁଲିସ୍‌ର ନୋଟିସ୍

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକର ୫ଟି ସିନେମା ହଲ୍‌ର ସ୍କ୍ରିନିଂ ବନ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କମିଶନରେଟ ପୁଲିସ। ଏହି ନୋଟିସ୍  ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି। ଏହି ହଲ୍‌ଗୁଡ଼ିକ ହେଲା ଭୁବନେଶ୍ୱରର ସ୍ୱାତି, ସ୍ତୁତି, ମହାରାଜ, କେଶରୀ ଓ...

chasi
ରୋଗପୋକ ନିରାକରଣ ପାଇଁ ଚାଷୀଙ୍କୁ ମୋବାଇଲ୍‌ରେ ମିଳିବ ପରାମର୍ଶ

ଭୁବନେଶ୍ୱର: ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା। ଏଣିକି ଏଥିରୁ ମିଳିବ ନିସ୍ତାର। କାରଣ, ଫସଲର ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ମୋବାଇଲରେ ପରାମର୍ଶ ମିଳିବ। ଏଥିପାଇଁ ଚାଷୀ ନିଜ ଫସଲରେ ଦେଖାଦେଇଥିବା ରୋଗ ବା ପୋକ ସମ୍ପର୍କରେ ଭିଲେଜ୍‌ ଏଗ୍ରିକଲ୍‌ଚର ୱାର୍କର ବା ଭିଏଡବ୍ଲ୍ୟୁଙ୍କୁ ଜଣାଇବେ।...

170410_Aedes_aegypti_Full
ଗଞ୍ଜାମ୍‌ରେ ଡେଙ୍ଗୁ ଆତଙ୍କ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଗୋବିନ୍ଦପୁର ଗାଁରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ଚିକିତ୍ସା ଲାଗି ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲର ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଏକ ଡାକ୍ତରି ଦଳ ଗାଁରେ ପହଞ୍ଚି ସ୍ଥିତି...

670-750x430
ଗାଁରେ ବୁଲୁଛି ବାଘ !

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଗାଁ ପାଖରେ ବାଘ ୨ଟି ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ବାଘ ଉପରେ ନଜର ରଖିଛନ୍ତି । ତେବେ ବାଘ...