• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

dd
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍: ଧୋନି ବାଦ୍‌ ଭୁବନେଶ୍ୱରଙ୍କ ସ୍ଥାନରେ ହାର୍ଦ୍ଦିକ ଖେଳିବେ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଟିମର ୧୫ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ସାମିଲ୍ କରାଯାଇନଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟିମକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟି-୨୦ ସିରିଜ୍ ଖେଳିଥିବା...

pramod-2
ପ୍ରମୋଦଙ୍କ ସହ ଏହି ଖେଳାଳିମାନେ ପାଇଲେ ଖେଳ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ଆୟୋଜିତ ହୋଇଛି। ୨୦୧୬ ରିଓ ପାରାଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଆଥଲେଟ୍ ଦୀପା ମଲିକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏସିଆନ୍...

ff
ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ସେପ୍ଟେମ୍ବର ୨ ଯାଏ ରହିବାକୁ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍। ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଗିରଫ କରିଥିବା ଚିଦାମ୍ବରମ୍‌ଙ୍କର ଆସନ୍ତାକାଲି ସିବିଆଇ ରିମାଣ୍ଡ ସରୁଥିବାରୁ ସେ ଆସନ୍ତାକାଲି ସ୍ୱତନ୍ତ୍ର ସିବିଆଇ...

ECI-pti
ଜାତୀୟ ମାନ୍ୟତା ହରାଇପାରନ୍ତି ଏହି ୩ ଦଳ

ନୂଆଦିଲ୍ଲୀ: ମୋଦି ହାଓ୍ୱାରେ ଧରାଶାୟୀ ହୋଇଥିବା କିଛି ଦଳ ଏବେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଯଦି ନିର୍ବାଚନ ଆୟୋଗ ତାଙ୍କ ନିୟମ କୋହଳ ନକରନ୍ତି, ତେବେ ଦେଶର ୩ଟି ଦଳ ସେମାନଙ୍କର ଜାତୀୟ ମାନ୍ୟତା ହରାଇବେ। ତେଣୁ ଶେଷ ଥର ପାଇଁ ନିର୍ବାଚନ...

babul
ଜଙ୍ଗଲ ସୃଷ୍ଟି ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୫ ହଜାର ୯୩୩ .୯୮ କୋଟି

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୫ ହଜାର ୯୩୩ .୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କାମ୍ପା ଫଣ୍ଡ ଜରିଆରେ ଏହି ଟଙ୍କା ମଞ୍ଜୁର କରାଯାଇଥିବା ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୁରୁବାର...

crciet
OCA ବିରୋଧରେ CBI ଚାର୍ଜସିଟ୍

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ OCA ବିରୋଧରେ CBI ଚାର୍ଜସିଟ୍ ଦାଖଲ୍‌ ହୋଇଛି। ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଓଡ଼ିଶା କ୍ରିକେଟ ଆସୋସିଏସନ, ଓସିଏର ପୂର୍ବତନ ଅନରାରି ସଂପାଦକ ଓ ଏକ ହୋଟେଲର ଜଣେ ପ୍ରତିନିଧିଙ୍କୁ ମିଶାଇ...

cccc
ମାନ୍ଦାବସ୍ଥା ମାଡ଼ରେ ପ୍ରଭାବିତ ରାଜ୍ୟ ଖଣି ବ୍ୟବସାୟ ; ରାଜସ୍ୱ ହାନୀ ଚିନ୍ତାରେ ସରକାର, କ'ଣ ହେବ କାଳିଆ ଭବିଷ୍ୟତ ?

ଭୁବନେଶ୍ୱର: ଦେଶର ଆର୍ଥିକ ମାନ୍ଦାବସ୍ଥା ମାଡ଼ରେ ଧିମେଇ ଯାଇଛି ରାଜ୍ୟର ଖଣି ବ୍ୟବସାୟ। ଖଣିଜ ଉତ୍ତୋଳନ କମିବା ସହ କମିଛି ଲୁହାପଥର ଦର। ଏପ୍ରିଲ୍‌ରେ ଲୁହାପଥର ଟନ୍‌ ପିଛା ହାରିହାରି ୪ ହଜାର ଟଙ୍କା ଥିବା ବେଳେ ଏବେ ୩ ହଜାର ଟଙ୍କାକୁ ଖସି ଆସିଛି। ଦେଶର ଆର୍ଥିକ...

mayak
ଏନ୍‌ଏସି ଫାଟକରେ ତାଲା ପକାଇ ଧାରଣା ଦେଲେ ସଫେଇ କର୍ମଚାରୀ

କଣ୍ଟାବାଞ୍ଜି(ସୁରୁଦାସ ବାଗ): ସ୍ୱଚ୍ଛତାକୁ ସମଗ୍ର ଦେଶରେ ଗୁରୁତ୍ୱ ଦିଆଯାଉଛି। ହେଲେ ସ୍ୱଚ୍ଛତାର ଏହି ସଂଗ୍ରାମରେ ସିପାହୀ ସାଜିଥିବା ସଫେଇ କର୍ମଚାରୀଙ୍କୁ ଉଚିତ ନ୍ୟାୟ ମିଳୁନି। ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏପରି ଅଭିଯୋଗ କଣ୍ଟାବାଞ୍ଜି ଏନ୍‌ଏସି କର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି। ଏହାର ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ଏନ୍‌ଏସି...

pnkaj
ମଧ୍ୟାହ୍ନ ଭୋଜନରେ ସାଲୁବାଲୁ ହେଉଛନ୍ତି ପୋକ ! ପ୍ରଧାନଶିକଙ୍କୁ ତାଲା ପକାଇଲେ ଗାଁ ଅଭିଭାବକ

ଗଞ୍ଜାମ: ମଧ୍ୟାହ୍ନ ଭୋଜନରେ ସାଲୁବାଲୁ ହେଉଛନ୍ତି ପୋକ। ଥାଳିରେ ଭାତ ଡାଲି କମ୍, କିନ୍ତୁ ପୋକ ସଂଖ୍ୟା ଅଧିକ।  ଏହି ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ।  ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ପିଲାମାନେ ଅଭିଯୋଗ କରିବା ପରେ ଗାଁରେ...

jhajkhand
ପ୍ରେମ, ପ୍ରତାରଣା ପରେ ଧାରଣା; ପ୍ରେମିକଙ୍କ ଘର ଆଗରେ ପ୍ରେମିକା ଓ ପରିବାରର ଧାରଣା

ରାୟଗଡ଼ା: ଲଭ୍ ସେକ୍ସ ଆଉ ତା ପରେ ଧୋକା। ଏଭଳି ଅଭିଯୋଗ ଆଣି ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଯୁବତୀ ଓ ତାଙ୍କ ପରିବାର। ଏହି ଘଟଣା ଏବେ ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁସାରେ, ରାୟଗଡ଼ାର ଏକ ଘରୋଇ କଲେଜ୍‌ରେ ପଢ଼ୁଥିଲେ ଝାଡ଼ଖଣ୍ଡ...

Pramod-Bhagat_
କ୍ରୀଡ଼ା ଜଗତର ବିଭିନ୍ନ ପୁରସ୍କାର ପ୍ରଦାନ ଆଜି; ଅର୍ଜୁନ ପୁରସ୍କାର ପାଇବେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଅବଶରରେ ଆଜି ନୂଆଦିଲ୍ଲୀରେ କ୍ରୀଡ଼ାଜଗତର ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବ। ରାଜୀବ ଗାନ୍ଧି ଖେଳରତ୍ନ ସହିତ ଅର୍ଜୁନ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯିବ। ଏଥିରେ ଅର୍ଜୁନ ପୁରସ୍କାର ପାଇବେ ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ତା ଆଗରୁ ଭୁବନେଶ୍ୱରରେ...

dhana
ରାସ୍ତାରେ ଧାନ ରୋଇଲେ ଲୋକେ

ବାଲେଶ୍ୱର: ରାସ୍ତାରେ ଧାନ ରୋଇଲେ ଲୋକେ। ଗାଁରେ ନିତିଦିନିଆ ଯିବା ଆସିବା ପାଇଁ ରାସ୍ତା ଖଣ୍ଡେ ନଥିବାରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗାଁ ଲୋକେ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତର ମଲ୍ଲିକାପୁର ଗାଁରେ ନିତିଦିନିଆ ଯିବା ଆସିବା କରିବା ପାଇଁ ରାସ୍ତା ଖଣ୍ଡେ...

rajnath
ପାକିସ୍ତାନକୁ ରାଜନାଥଙ୍କର ଚରମବାଣୀ

ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କାଶ୍ମୀର କେବେ ପାକିସ୍ତାନର ଥିଲା ଯେ ସେ ଏଥିପାଇଁ ପ୍ରଳାପ କରୁଛି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ। ଲଦାଖ ଗସ୍ତ ଅବସରରେ ଆଜି ରାଜନାଥ କହିଛନ୍ତି, ପଡ଼ୋଶୀ ଭାବେ ପାକିସ୍ତାନକୁ ଆମେ ସମ୍ମାନ ଦେଉଛୁ। କିନ୍ତୁ...

dama
ବିଜେପି ଉପରେ ଅସନ୍ତୋଷ ଝାଡ଼ିଲେ ଦାମ ରାଉତ

ଭୁବନେଶ୍ୱର:  ନିର୍ବାଚନରେ ହାରିଲା ପରେ ଅଲୋଡ଼ା ହୋଇପଡ଼ିଛନ୍ତି ବିଜେପି ନେତା ଦାମୋଦର ରାଉତ। ବିଜେପି ନେତାମାନେ ଆଉ ଦାମୋଦର ରାଉତଙ୍କୁ ପଚାରୁ ନାହାନ୍ତି। କୌଣସି କାମରେ ତାଙ୍କୁ ଡକା ଯାଉନି କିମ୍ବା ତାଙ୍କର ଆବଶ୍ୟକତା ଆଉ ଲୋଡ଼ୁନି ବିଜେପି। ଆଜି ଏଭଳି କିଛି ଢଙ୍ଗରେ ନିଜ ଅସନ୍ତୋଷ ପ୍ରକାଶ...

Untitled-1
ପରମାଣୁ ଅସ୍ତ୍ର ବହନ କରୁଥିବା କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ବାଚାଳ ପ୍ରାୟ ହୋଇଯାଇଥିବା ପାକିସ୍ତାନ ଆଉ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇଛି। ପରମାଣୁ ଅସ୍ତ୍ର ବହନ କରିପାରୁଥିବା ଗଜନବୀ କ୍ଷେପଣାସ୍ତ୍ରକୁ ଗତକାଲି ପରୀକ୍ଷା କରିଛି ପାକିସ୍ତାନ। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ ହେଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଛି। ଏହା...