• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

earth-day-anthem
୫୦ଟି ଭାଷାରେ ଅନୁବାଦିତ ହେଲାଣି ଏହି ଭାରତୀୟଙ୍କ ଗୀତ

ନୂଆଦିଲ୍ଲୀ ଜଣେ ଭାରତୀୟ ରାଷ୍ଟ୍ର ଦୂତ ତଥା କବି ଅଭୟ କେଙ୍କ ଲିଖିତ ପୃଥିବୀକୁ ଉତ୍ସର୍ଗୀକୃତ ଆନ୍ଥେମ୍‌ ବର୍ତ୍ତମାନ ସୁଦ୍ଧା ୫୦ଟି ଭାଷାରେ ଅନୁବାଦ ହେବାର ଗୌରବ ଲାଭ କରିଛି। ଶେଷ ଥର ପାଇଁ ଏହା ଜୁଲୁ ଭାଷାରେ ଅନୁବାଦ କରାଯାଇଥିଲା। ଏହା ଅନୁବାଦ ହୋଇଥିବା ଅନ୍ୟ କିଛି...

bjp-5 (1)
ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ ତୋପ ସଲାମୀର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜେଟଲୀଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁଅ ରୋହନ୍‌ ଜେଟଲୀଙ୍କୁ ମୁଖାଗ୍ନି ଦେଇଥିଲେ। ବିଭିନ୍ନ...

Untitled-1
ମୋଦିଙ୍କ କଥା କେମିତି ବୁଝୁଥିଲେ ବିୟର ଗ୍ରୀଲ୍ସ ? ଗୁମର ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଏକ ରହସ୍ୟର ଗୁମର ଖୋଲିଛନ୍ତି। ନିକଟରେ ‘ଡିସକଭରି ଚ୍ୟାନେଲ’ରେ ଦେଖାଯାଇଥିବା ‘Man vrs. Wild’ର ଆଙ୍କର ବା ଉପସ୍ଥାପକ ବିୟର ଗ୍ରୀଲ୍ସ (Bear Grylls) ହିନ୍ଦୀ ବୁଝିପାରୁନଥିଲେ। ତଥାପି ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି...

modi
ମୋଦି କହିଲେ ଅଗଷ୍ଟ ୨୯ରୁ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୨୯ରୁ ଦେଶରେ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ। ଦେଶବାସୀଙ୍କୁ ଆଜି ମନ୍ କି ବାତ୍ ଶୁଣାଇବା ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ ଅଭିଯାନ ଆରମ୍ଭ ହେବ।...

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ନୂଆଦିଲ୍ଲୀ: ତଲାକ ଦେବାର ବିଭିନ୍ନ ଅଜବ ଘଟଣା ଆପଣ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ତଲାକ ଘଟଣା ବିଷୟରେ କହିବୁ, ତାହା ପଢ଼ିସାରିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  କାରଣ ଏହି ତଲାକ ଆବେଦନରେ ଜଣେ ପତ୍ନୀ ସ୍ୱାମୀର ଅନାବିଳ ପ୍ରେମ ଓ ସ୍ନେହଁରେ...

arun-jaitly
ଦିନେ ଅମିତାଭ ବଚ୍ଚନଙ୍କ ଫିଲ୍ମ ପାଇଁ ସୁପ୍ରିମକୋର୍ଟରେ କେଶ୍ ଲଢ଼ିଥିଲେ ଅରୁଣ ଜେଟ୍‌ଲୀ

ମୁମ୍ବାଇ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଟଲ୍‌ ମ୍ୟାନ୍‌ ଅରୁଣ ଜେଟ୍‌ଲୀ ଆଉ ଏ ଦୁନିଆରେ ନାହାନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଗତକାଲି ଦିନ ୧୨ଟା ୭ରେ ସେ ଏ ଦୁନିଆ ରଙ୍ଗମଞ୍ଚରୁ ଶେଷ ବିଦାୟ ନେଇଛନ୍ତି। ତାଙ୍କ ଦେହାନ୍ତରେ ସାରା ଦେଶ ଶୋକରେ ବୁଡିଛି।...

IAS-OFFICER-GOPINATH
ଜାମ୍ମୁ-କାଶ୍ମୀର ପାଇଁ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର୍

ଥିରୁଅନନ୍ତପୁରମ: ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ୩୩ ବର୍ଷୀୟ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଳିର ଏହି ଯୁବ ଆଇଏଏସ ଅଫିସର ତାଙ୍କ ଇସ୍ତଫା ପତ୍ର...

sidnhu
ଇତିହାସ ରଚିଲେ ପି.ଭି ସିନ୍ଧୁ

ବାସେଲ: କ୍ରମାଗତ ତୃତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁ। ଆସନ୍ତାକାଲି ସେ ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଏହାପୂର୍ବରୁ ସିନ୍ଧୁ ଦୁଇଥର ଫାଇନାଲରେ ପ୍ରବେଶ କରିଥିଲେ ହେଁ...

national-hellotricity-13
ଜେଟ୍‌ଲୀଙ୍କୁ ହରାଇ ଶୋକରେ କ୍ରୀଡ଼ା ଜଗତ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଜେପି ଭେଟରାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ। ଅଗଷ୍ଟ ୯ରୁ ଏମ୍‌ସରେ ଚିକିତ୍ସିତ ହେଉଥିବା ଜେଟଲୀ ଆଜି ଦିନ ପ୍ରାୟ ୧୨.୦୭ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି। ବହୁ ବିଶିଷ୍ଟ କ୍ରୀଡ଼ା...

bumra
ରେକର୍ଡ କଲେ ବୁମ୍ରା; ସମସ୍ତଙ୍କୁ ପଛରେ ପକାଇଦେଲେ

ଆଣ୍ଟିଗୁଆ: ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଖୁବ୍‌ କମ୍‌ ଇନିଂସ୍‌ରେ ୫୦ଟି ୱିକେଟ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ...

bjp-n
ଅସ୍ତମିତ ଅରୁଣ; ଥିଲେ ବିଜେପିର ସଂକଟ ମୋଚନ

ନୂଆଦିଲ୍ଲୀ: ବିଜେପି ରାଜନୀତିରେ ଉଜ୍ଜ୍ୱଳ ଜ୍ୟୋତିଷ୍କ ହୋଇ ଜଳୁଥିବା ଅରୁଣ ଆଜି ଅସ୍ତ ହୋଇଯାଇଛନ୍ତି ମରଣପାରିର ଅଦୃଶ୍ୟ ଆକାଶ ସେପଟେ। ନୂଆ ଦିଲ୍ଲୀର ଏମ୍‌ସ ହସ୍‌ପିଟାଲ୍‌ରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ଅରୁଣ ଜେଟ୍‌ଲୀଙ୍କର ଆଜି ୬୬ ବର୍ଷରେ ଦେହାନ୍ତ ହୋଇଛି। ଦଳର ପ୍ରତ୍ୟେକ ଉତ୍ଥାନ ପତ୍ତନକୁ...

Arun-Jaitley-Admitted-to-AIIMS-644x362
ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା; ପ୍ରଧାନମନ୍ତ୍ରୀ ଓ ଶାହ କହିଲେ ଏମିତି

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ୬୬ ବର୍ଷରେ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଭାରତୀୟ ରାଜନୀତି ଜଗତରେ ଶୋକର ଛାୟା ଖେଳି ଯାଇଛି।...

arun jaitely
ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ଅରୁଣ ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ:ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ସଙ୍କଟମୋଚକ...

naxal
ଯବାନଙ୍କ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମାରରେ ଆଜି ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଯବାନ ଆହତ ହୋଇଛନ୍ତି। ଏବେ ବି ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ରହିଛି ସୂଚନାଯୋଗ୍ୟ, ପୁଲିସ...

dhoni1
ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର ଧୋନି; ବଂଶୀ ବଜାଇଲେ

ଅଗଷ୍ଟ ୨୩ ଆଉ ୨୪ ଦୁଇଦିନ ଧରି ଜନ୍ମାଷ୍ଟମୀ ପାଳନ କରାଯାଉଥିବାରୁ ସାରାଦେଶ ଏବେ ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର। ଏଥିରୁ ବାଦ୍ ପଡି ନାହାଁନ୍ତି ଟିମ୍‌ ଇଣ୍ଡିଆରେ ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନି। ସିଏ ବି ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳାରେ ବୁଡ଼ିଥିବା ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କୁ...

Untitled-1
ୟୁଏଇରେ ପହଞ୍ଚିଲେ ମୋଦି

ଦୁବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫ୍ରାନ୍ସ ଗସ୍ତ ଶେଷ କରି ୟୁଏଇରେ ପହଞ୍ଚିଛନ୍ତି। ମୋଦିଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଏହା ଦ୍ୱିତୀୟ ଦେଶ। ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ରେଡ୍ କାର୍ପେଟରେ ଆବୁଧାବି ସରକାର ସ୍ୱାଗତ କରିଥିଲେ। ଏହି ସମୟରେ ଆବୁଧାବିର ରାଜା କ୍ରାଉନ ପ୍ରିନ୍ସ...

india
ଭାରତଠାରୁ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରି ପାକିସ୍ତାନର ଲାଭ ହେଲା ନା କ୍ଷତି ?

ଇସ୍‌ଲାମାବାଦ: ଭାରତ ଜାମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ କରିବା ପରେ ଅଗଷ୍ଟ ୯ ତାରିଖରେ ପାକିସ୍ତାନ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଥିଲା। କିନ୍ତୁ ଏଥିରେ ତା’ର ଲାଭ ହେଲା ନା କ୍ଷତି ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ...

ବାବ୍ରୀ ମସଜିଦ୍‌ ମାମଲାରେ ଶୁଣାଣି କରୁଥିବା ବିଚାରପତିଙ୍କ ଜୀବନ ପ୍ରତି ବିପଦ; ସୁରକ୍ଷା ମାଗିଲେ

ନୂଆଦିଲ୍ଲୀ: ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଯିବା ମାମଲାର ଶୁଣାଣି କରୁଥିବା ଟ୍ରାଏଲ୍ କୋର୍ଟର ବିଚାରପତି ଆଜି ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବିଚାରପତି ଜଷ୍ଟିସ୍‌ ସୁରେନ୍ଦ୍ର କୁମାର ଯାଦବ ଏଭଳି ଆବେଦନ କରିବା ପରେ ଏହାକୁ ନେଇ...