ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବିଶ୍ୱକୁ ବିଭ୍ରାନ୍ତ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଥିଲା, ତା’ ପୁଣିଥରେ ଧରା ପଡ଼ିଯାଇଛି। ଏଥର କାଶ୍ମୀର ପ୍ରସଙ୍ଗରେ ଶ୍ରୀଲଙ୍କାର ନାଁ ନେଇ ପାକିସ୍ତାନ ଗୋଟି ଚାଳନା କରିଥିଲା। ହେଲେ ଶ୍ରୀଲଙ୍କା ସର୍ବସମ୍ମୁଖରେ ପାକିସ୍ତାନର ମୁଖା ଖୋଲି ଦେଇଛି। ଏଥିସହ ଶ୍ରୀଲଙ୍କା ସରକାର...
ୱାଶିଂଟନ୍: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣିଥରେ ଆଗ୍ରହ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଦୁଇଥର କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ସାଜିବାକୁ ଆଗ୍ରହ ଦେଖାଇଥିବା ଟ୍ରମ୍ପ ଏବେ ହ୍ୱାଇଟ୍ ହାଉସ୍ ଜରିଆରେ ନିଜର ଉତ୍ସାହକୁ ପ୍ରଦର୍ଶନ କରିଛନ୍ତି। ଭାରତ ବାରମ୍ବାର...
ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ସୁପ୍ରିମ୍କୋର୍ଟରୁ କେବଳ ଇଡି ତଦନ୍ତ ମାମଲାରେ ଅନ୍ତରୀଣ ସୁରକ୍ଷା ମିଳିଛି। କିନ୍ତୁ ସିବିଆଇ ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍କୋର୍ଟ ମନା କରି ଦେଇଛନ୍ତି ଫଳରେ ସୋମବାର ଯାଏ ଚିଦାମ୍ବରମ୍ ରିମାଣ୍ଡରେ ରହିବା ନିଶ୍ଚିତ ହୋଇଛି। ଆଇଏନ୍ଏକ୍ସ ମିଡିଆ ମାମଲା ଉଭୟ...
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ମଧ୍ୟରେ ଫସିଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ଆଜି ଝଟ୍କା ଲାଗିଛି। ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନାହିଁ। ଫଳରେ ଉକ୍ତ କମ୍ପାନୀଗୁଡ଼ିକ ଆଜି ଏୟାର...
ଯଦି ଆପଣଙ୍କୁ ପଚରାଯାଏ ଯେ ସ୍ୱାଧୀନତା ଦିବସ କେବେ ପାଳନ କରାଯାଏ, ତେବେ ଆପଣ କହିବେ ଅଗଷ୍ଟ ୧୫ ତାରିଖ। କିନ୍ତୁ ଆମ ଦେଶରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଅଗଷ୍ଟ ୧୮ ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ। ଆଜ୍ଞା ହଁ କଥାଟା ଆପଣଙ୍କ...
ନୂଆଦିଲ୍ଲୀ; ଟ୍ରିପଲ୍ ତଲାକ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍। ମାମଲାର ଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ସବୋର୍ଚ୍ଚ ଅଦାଲତ। ଟ୍ରିପଲ ତଲାକ୍ ଆଇନକୁ ପୁଣି ଥରେ ସମୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଏନେଇ କେନ୍ଦ୍ର ସରକାର ଜବାବ ରଖିବା ପରେ କୋର୍ଟ...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଞ୍ଚଳିକ ଉତ୍ତେଜନା ହ୍ରାସ ଲାଗି କି ପଦକ୍ଷେପ ନେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏ ସମ୍ପର୍କରେ ମୋଦିଙ୍କଠୁ ତାଙ୍କ ଯୋଜନା ସମ୍ପର୍କରେ ଶୁଣିବା ଲାଗି ଆଗ୍ରହୀ ଥିବା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ...
ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଲାଗି ଆତଙ୍କାଦୀ ସଂଗଠନ ଲସ୍କର-ଇ-ତଏବା ଯୋଜନା କରୁଛି। ଶ୍ରୀଲଙ୍କାରୁ ତାମିଲନାଡୁରେ ୬ ଜଣ ଏଲ୍ଇଟି ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି। ଏହାପରେ ଚେନ୍ନାଇ ଓ କୋଏମ୍ବାତୁରରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରବେଶ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ...
ନୂଆଦିଲ୍ଲୀ: ବ୍ଲାକ୍ଲିଷ୍ଟ ହୋଇପାରେ ପାକିସ୍ତାନ। ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ବା FATF ପକ୍ଷରୁ ପାକିସ୍ତାନକୁ ବ୍ଲାକଲିଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କୀଙ୍କୁ ପ୍ରୋତ୍ସାହନ ଭଳି ବିଭିନ୍ନ କାର୍ଯ୍ୟରେ ପାକିସ୍ତାନ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସନ୍ତୋଷଜନକ ଜବାବ...
ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଏବେ ଭୟଙ୍କର ଭାବେ ବିଗିଡ଼ିଯାଇଛି। ବିଗତ ୭୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଖରାପ ସମୟ। ଜିଏସ୍ଟି ଓ ବିମୁଦ୍ରାକରଣ ପରେ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଦେଶରେ ପୂର୍ବରୁ ୩୫ ପ୍ରତିଶତ...