• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

naveen
ମୁଖ୍ୟମନ୍ତ୍ରୀ କହିଲେ, ଅଧିକ ସଭ୍ୟ ସଂଗ୍ରହ କର

ଭୁବନେଶ୍ୱର: ଅଧିକ ସଭ୍ୟ ସଂଗ୍ରହ କରିବାକୁ ବିଜେଡି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ହୋଇଥିବା ବୈଠକ ପରେ ଦଳର ଉପସଭାପତି ଦେବୀ ମିଶ୍ର ଏହି ସୂଚନା ଦେଇଛନ୍ତି। ଦେବୀ ମିଶ୍ର କହିଛନ୍ତି, ରାଜ୍ୟର ବିକାଶ, ‘5T’ ଓ...

hockey-3
ବେଲ୍‌ଜିୟମ୍‌କୁ ୨-୦ ଗୋଲ୍‌ରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ

ଆଣ୍ଟେ୍ୱପ: ବେଲଜିୟମ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଦ୍ୱିତୀୟାର୍ଦ୍ଧରେ ମନଦୀପ ସିଂହ ଏବଂ ଆକାଶଦୀପ ସିଂହଙ୍କ ଗୋଲ୍ ବଳରେ ଭାରତୀୟ ପୁରୁଷ ହକି ଟିମ୍ ଗୁରୁବାର ତା’ର ପ୍ରଥମ ମ୍ୟାଚରେ ବେଲଜିୟମକୁ ୨-୦ ଗୋଲ୍ ପରାସ୍ତ କରିଛି। ମନଦୀପ...

FB-ICC-Partnership-1-696x459
ଫେସ୍‌ବୁକ୍‌ ସହିତ ଆଇସିସିର ପାର୍ଟନର୍‌ଶିପ୍‌ ଘୋଷଣା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଫେସବୁକ୍ ସହ ପାର୍ଟନରଶିପର ଘୋଷଣା କରିଛି। ଯାହା ଫଳରେ ଭାରତୀୟ ଉପମହାଦୀପରେ ଆଇସିସିର ଗ୍ଲୋବାଲ୍ ଇଭେଣ୍ଟ୍ ପାଇଁ ସୋଶାଲ ମିଡିଆ ସାଇଟ୍ ପାଖରେ ଡିଜିଟାଲ୍ କଣ୍ଟେଟ୍ ଅଧିକାର ରହିବ। ଫେସବକ୍ ସବୁଠାରୁ ଲୋକପ୍ରିୟ ସୋଶାଲ ମିଡିଆ ପ୍ଲାଟଫର୍ମ, ଯେଉଁଥିରେ ୨୦୨୩...

A man walks over rubbles of a damaged house after an earthquake in Jatlan, Mirpur
ପୁଣି ଥରିଲା ପିଓକେ; ୭୫ ଆହତ

ମୁଜାଫରବାଦ: ମଙ୍ଗଳବାର ୫.୮ ତୀବ୍ରତାର ଭୂକମ୍ପ ଝଟ୍‌କାରେ ଛିନଛତ୍ର ହୋଇଯାଇଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଆଜି ମଧ୍ୟ ଥରିଛି। ଆଜି ହୋଇଥିବା ଭୂକମ୍ପ ଝଟ୍‌କାରେ ୭୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେହିପରି ଏକାଧିକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଛି। ବିଶେଷ କରି ମଙ୍ଗଳବାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ...

bsf_650x400_61524234316
ପାକିସ୍ତାନ ସୀମାନ୍ତରେ ରେଡ୍‌ ଆଲର୍ଟ

ନୂଆଦିଲ୍ଲୀ: ଭାରତ ବିରୋଧରେ ଆତଙ୍କୀଙ୍କୁ ବ୍ୟବହାର କରୁଥିବା ପାକିସ୍ତାନ ଏବେ ନୂଆ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ପାକିସ୍ତାନ ବନ୍ଧୁ ଚାଇନାର ଡ୍ରୋନ୍‌ ଦ୍ୱାରା ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇ ହମ୍‌ଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ଏହାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁରୁତ୍ୱର ସହ ନିଆଯାଇଛି।...

bjp-5
ବିଜେପିରେ ଯୋଗ ଦେଲେ ରେସଲର୍‌ ଯୋଗେଶ୍ୱର ଦତ୍ତ ଓ ହକି ଷ୍ଟାର୍ ସନ୍ଦୀପ ସିଂହ

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର୍‌ ତଥା ପଦ୍ମଶ୍ରୀ ସମ୍ମାନିତ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ହରିଆଣା ବିଜେପି ମୁଖ୍ୟ ସୁଭାଷ ବରାଲାଙ୍କ ଉପସ୍ଥିତିରେ ଏହି ଦୁଇ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ବିଜେପିରେ ଯୋଗ ଦେଇଛନ୍ତି। ଯୋଗେଶ୍ୱର ଅନ୍ତର୍ଜାତୀୟ...

bb
୩ ଦିନିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଲା ଓକିଲ ସଂଘ

ସମ୍ବଲପୁର: ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆଜିଠୁ ୩ ଦିନିଆ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଆଜି, ଆସନ୍ତାକାଲି ଓ ୩୦ ତାରିଖ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ କମିଟି ଆହ୍ୱାନ...

puri
ମେଘନାଦ ପାଚେରୀ ସଂଲଗ୍ନ ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେବ ଏସ୍‌ଆଇଏ

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀ ସଂଲଗ୍ନ ୭୫ ମିଟର ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେବ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବା SIA ସର୍ବେକ୍ଷଣ।  ୫ଟି ମୌଜାରେ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଏଥିପାଇଁ ୫ଟି ଟିମ୍ ଗଠନ କରିଛି ପୁରୀ ଜିଲ୍ଲା ପ୍ରଶାସନ।  ଆଜି ଜିଲ୍ଲାପାଳଙ୍କ...

ra
ଗରିବ କଲ୍ୟାଣ ନାଁରେ ଲୁଟିନେଲେ ୧୩୯୦ କୋଟି

ଭୁବନେଶ୍ୱର : ଦେଶରେ କେହି ଭୋକିଲା ରହିବେ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌। ଏଥିରେ ବାହାରିଛି ଦୁର୍ନୀତିର ଗନ୍ଧ। ଗରିବ କଲ୍ୟାଣ ନାଁରେ ରାଜ୍ୟରେ ୧୮ ଲକ୍ଷ ୬୭ ହଜାର ୮୦୩ ଭୂତ ହିତାଧିକାରୀ ୧୩୯୦ କୋଟି ଟଙ୍କାର ଚାଉଳ...

ଉଉ
ଦୁଇଦିନରେ ୮ ଜିଲ୍ଲାରୁ ୪୩ ଦଲାଲ ଗିରଫ; ଆର୍‌ଟି ଅଫିସ୍ ଓ ଡାକ୍ତରଖାନାରେ ଦଲାଲି କରୁଥିଲେ

ଭୁବନେଶ୍ୱର: ଦୁଇ ଦିନରେ ରାଜ୍ୟର ବିଭିନ୍ନ ମେଡିକାଲ୍‌ରୁ ଧରାଗଲେଣି ୩୦ ଦଲାଲ। ଏଥିରେ ଭୁବନେଶ୍ୱରରୁ ୪, ସମ୍ବଲପୁର ଭିମ୍‌ସାରରୁ ୫, ବଲାଙ୍ଗିରରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ରାଉରକେଲାରୁ ୪, ବାଲେଶ୍ୱରରୁ ୩ ଓ ନବରଙ୍ଗପୁରରୁ ୨ ଦଲାଲ ଅଛନ୍ତି। ଦଲାଲମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...