ଭୁବନେଶ୍ୱର: ବିଶ୍ୱଶାନ୍ତି, ସଂହତି ତଥା ସବୁଜ ବିଶ୍ୱ ପାଇଁ ଜାତିସଂଘର ଏକ ସମ୍ମିଳନୀରେ ଯୋଗ ଦେବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡର-ଇନ୍-ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ। ଆଗାମୀ ଦିନରେ ଜେନେଭାଠାରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏଥିରେ ୫୦ଟି ଦେଶର ପ୍ରତିନିଧିଙ୍କ...
ଅନୁଗୋଳ: ବହୁଚର୍ଚ୍ଚିତ କୁଶକୀଳା ଡବଲ ମର୍ଡର ଘଟଣାରେ ଅନୁଗୋଳ ଜିଲ୍ଲା ଦୌରାଜଜ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଝସକେତନ ରାଉତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ୩୯ ଜଣଙ୍କ ସାକ୍ଷ୍ୟ ଆଧାରରେ ଏହି ରାୟ ପ୍ରକାଶ ପାଇଥିବାବେଳେ ଅଭିଯୁକ୍ତ ଉପରେ ୩୦୨,୨୦୧ ଓ ୩୬୪ ଦଫା ଲାଗିଥିଲା। ଆର୍ଥିକ...
ନୂଆଦିଲ୍ଲୀ: ସ୍କୁଟି ଚଲାଉଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହାର କାରଣ କ’ଣ ଜାଣିଲେ ଯେକେହି ମଧ୍ୟ ତାଙ୍କର ପ୍ରଶଂସା କରିବେ। ଭାଇରାଲ୍ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଏକ ବସ୍ ରାସ୍ତାର ଡାହାଣ ପଟେ ଛିଡ଼ା ହୋଇଛି। ଆଉ ତା’ର ସାମ୍ନାରେ ଏହି...
ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଆଉ ଜଣେ ଜିଲ୍ଲାପାଳ। ଏଥର ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଳ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ରାସ୍ତାରେ ଯାଉଥିବାବେଳେ ନିଜ ଗାଡ଼ିରୁ ଓହ୍ଲାଇବା ସହ ଏକ ଅସହାୟ ଦୃଷ୍ଟିହୀନ ଦମ୍ପତିଙ୍କୁ ଭେଟି ଭଲମନ୍ଦ ପଚାରିବୁଝିଛନ୍ତି। ତା’ସହ ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି...
ଭୁବନେଶ୍ୱର: ଏଏସ୍ଆଇଙ୍କୁ ଦେବୋତ୍ତର କମିଶନ୍ଙ୍କ ଚିଠି ପରେ ଲିଙ୍ଗରାଜ ମନ୍ଦିର ବିପଦସଙ୍କୁଳ ହୋଇପଡ଼ିଥିବା ସନ୍ଦେହ ସୃଷ୍ଟି ହୋଇଛି। ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ୍ ଥିବା ନେଇ ଏଏସ୍ଆଇକୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର୍। ଏଏସ୍ଆଇ ବାରମ୍ବାର ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଅବହେଳା କରିଛି। ଫଳରେ ଏବେ ଦଧିନଉତିରେ ଫାଟ୍...
ଭୁବନେଶ୍ୱର: ମନ୍ଦିର ପାଣ୍ଠିଉପରେ ରହିବ ଏଜି(ଆକାଉଣ୍ଟିଂ ଜେନେରାଲ୍)ଙ୍କ ନଜର। ଏଣିକି ଅଡିଟ୍ ହେବ ମନ୍ଦିରର ସମସ୍ତ ଆୟଓ ବ୍ୟୟ। ଏଥିପାଇଁ ଦେବୋତ୍ତର କମିଶନର୍ ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍ ପାଇଁ ଏଜିଙ୍କୁ ଚିଠି ହୋଇଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରେ ରହିଛି- ଭୁବନେଶ୍ୱରର ଲିଙ୍ଗରାଜ, ରାମ...
ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଟାର୍ଗେଟ୍ରେ ଭାରତର ୩ ଶକ୍ତିଶାଳୀ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍। ଏହି ୩ ବ୍ୟକ୍ତି ଜୈଶ୍ରେ ହିଟ୍ ଲିଷ୍ଟରେ ଥିବା ଜଣାପଡ଼ିଛି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍...
ନ୍ୟୁୟର୍କ: ଗତକାଲି ନ୍ୟୁୟର୍କଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବହୁ ଅଜବ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଯଦିଓ ଦ୍ୱିପାକ୍ଷିକ ସମ୍ପର୍କ କାରଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ଲୋକେ କିନ୍ତୁ ଦୁଇ ନେତାଙ୍କ ମଝିରେ ଥୁଆ ହୋଇଥିବା...
ଭୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସାରା ଭାରତରେ ଉତ୍ସବର ମାହୋଲ୍। ଆଉ ଏହି ଧାରା ୩୭୦ ଉଚ୍ଛେଦକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ତିଆରି କରିଛି ‘ଉଠିଗଲା ଧାରା ୩୭୦’ ଗୀତ। ଏହି ଗୀତଟି ହେଉଛି ଫିଲ୍ମ ‘ମିଷ୍ଟର ମଜ୍ନୁ’ର। ଏହାକୁ ଆଶୁତୋଷ ଏବଂ...
ଚଣ୍ଡୀଗଡ଼: ହେଭି ଲିଫ୍ଟିଂ ଡ୍ରୋନ୍ ଯୋଗେ ଭାରତୀୟ ସୀମାକୁ ଅସ୍ତ୍ର ପଠାଉଛି ପାକିସ୍ତାନ। ପଞ୍ଜାବର ତରନ୍ ତାରନ୍ଠାରେ ବ୍ୟାପକ ପରିମାଣର ଅସ୍ତ୍ର ଜବତ ପରେ କରାଯାଇଥିବା ତଦନ୍ତରୁ ଯେଉଁ ତଥ୍ୟ ଆସିଛି, ତାହା ଶୁଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବ। ଏହି ତଦନ୍ତରୁ ଜଣାପଡ଼ିଛି ଗତ ୮ ଦିନରେ...
ମୁମ୍ବାଇ: ଏନ୍ସିପି (ନ୍ୟାସ୍ଲନାଲ କଂଗ୍ରେସ ନେତା) ଶରଦ ପାୱାର୍ଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇସିଆଇର୍(ଇସିଆଇଆର୍ ଏଫ୍ଆଇଆର୍ ସହିତ ସମାନ। ଏଥିରେ ପିଏମ୍ଏଲ୍ଏ ଆକ୍ଟ ଦ୍ୱାରା ଇଡି ଏନ୍ଫୋର୍ସମେଣ୍ଟ କେସ୍ କରିଥାଏ।) ଜାରି କରିଛି। ଏଥିସହିତ ଅଜିତ୍ ପାୱାର୍ ଆନନ୍ଦ ପାୱାର ଓ ଜୟନ୍ତ ପାଟିଲ୍ଙ୍କ ବିରୋଧରେ ମଧ୍ୟ ଷ୍ଟେଟ୍...