ନୂଆଦିଲ୍ଲୀ: ଡ୍ରୋନ୍ ଦ୍ୱାରା ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ନେଇ ଭାରତକୁ ଆସିଥିବା ଏକ ଡ୍ରୋନକୁ ଆଜି ପାକ୍ ସୀମାନ୍ତକୁ ଲାଗିଥିବା ପଞ୍ଜାବର ଅଟ୍ଟାରୀରୁ ଠାବ କରାଯାଇଛି। ପାକିସ୍ତାନର ସ୍ଲିପର ସେଲ ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଥିବା ଆକାଶଦୀପକୁ...
ଯୋଧପୁର: ରାଜସ୍ଥାନରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବୋଲେରୋ ଓ ମିନି ବସ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୮ ଜଣ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି। ଦୁର୍ଘଟଣାରେ ୮...
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁପ୍ୱାରା ସେକ୍ଟର ନିକଟରେ ଏଲ୍ଓସି ଅତିକ୍ରମ ପ୍ରୟାସ କରୁଥିବା ପ୍ରାୟ ୪ ଜଣ ଆତଙ୍କବାଦୀ ପ୍ରାଣ ବିକଳରେ ଦୌଡ଼ୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ପଥର ପଛରେ ଲୁଚି ଲୁଚି ସେମାନେ ପଳାଇଯାଉଛନ୍ତି। ତେବେ ସେମାନେ ଏଭଳି ବିକଳରେ ଦୌଡ଼ିବାର କାରଣ...
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ବିଶ୍ୱ ସ୍ତରରେ ଏକ ଘରିକିଆ ହୋଇଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ସବୁଠାରୁ ବଡ଼ ଷଡ଼ଯନ୍ତ୍ର ରଚନା କରୁଛି। ବର୍ତ୍ତମାନ ନ୍ୟୁୱର୍କରେ ଚାଲିଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ପରେ ଭାରତରେ ବଡ଼ ଧରଣର ଆକ୍ରମଣ କରିବାକୁ ପାକିସ୍ତାନ ଫୂଲଦମରେ ପ୍ରସ୍ତୁତି ଆରମ୍ଭ କରିଛି।...
ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ପରିବେଶ ଭିତରେ ଲୋକଙ୍କୁ କନ୍ଦାଉଛି ପିଆଜ ଦର। ସବୁଠାରୁ ଅଧିକ ପିଆଜ ଯୋଗାଉଥିବା ମହାରାଷ୍ଟ୍ରରେ ଆସନ୍ତା ମାସରେ ନିର୍ବାଚନ ଥିବାରୁ ଏହି ସମୟରେ ପିଆଜ ସଙ୍କଟ ଚିନ୍ତାର କାରଣ ପାଲଟିଛି। ତେବେ ପିଆଜ ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଆଶ୍ୱସ୍ତି ମିଳିବା ପିଆଜ...
ଗଞ୍ଜାମ: ରଙ୍ଗେଇଲୁଣ୍ଡାରେ ପହଞ୍ଚିଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ। ଏୟାରଷ୍ଟ୍ରପି୍ରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ସେନାର ବରିଷ୍ଠ କର୍ମଚାରୀ। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଆର୍ମି ଏୟାର ଡିଫେନ୍ସ କଲେଜ୍କୁ ନିଆଯାଇଛି। ଏହାପୂର୍ବରୁ ରାଷ୍ଟ୍ରପତି ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ସେ ରଙ୍ଗେଇଲୁଣ୍ଡା...
ବଲାଙ୍ଗିର/କଳାହାଣ୍ଡି (ଘଟେଶ୍ୱର/ରାଜକୁମାର): ଘରକୁ ଫେରିବା ପାଇଁ ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ ଜଣେ ଛାତ୍ରୀ। ଠିକ୍ ଏହି ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କୁ କମେଣ୍ଟ ମାରିଥିଲେ। ଏପରିକି ମାଡ଼ ମାରିଥିଲେ। ଯେଉଁଥିପାଇଁ ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ହୋଇଛି। ଏପରି...
ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନା ହଡ଼ପ ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି। ଏ ନେଇ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଏବଂ ପୌରାଞ୍ଚଳ ଘେରାଉ କରିଛି ବିଜେପି। ରାଜଧାନୀ ଭୁବନେଶ୍ୱରରେ ବି ବିଜେପି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ହୋଇଛି। BMC ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା...
ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରୁ ପୁଲିସ ୪ ଦଲାଲ ଗିରଫ କରିବା ଘଟଣାରେ ନୂଆ ଟ୍ୱିଷ୍ଟ। ଗିରଫ ହୋଇଥିବା ବ୍ୟକ୍ତିମାନେ ଦଲାଲ୍ ନୁହନ୍ତି ବରଂ ସେମାନେ ମେଡିକାଲ୍ ରି-ପ୍ରେଜେଣ୍ଟେଟିଭ୍। ଆଜି ଏନେଇ ଅଭିଯୋଗ ଆଣିଛି ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍ ୟୁନିଅନ୍। OSRU ଏମ୍.ଆର୍ୟୁଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି। ତୁରନ୍ତ...
ଭୁବନେଶ୍ୱର: ଜୁନାଗଡ଼ ଗଣଦୁଷ୍କର୍ମରେ ବିଜେଡି ଲିଙ୍କ୍ ଆଣି ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଦଳର ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବର ହେଉଛି ଜଣେ ବିଜେଡି ନେତାଙ୍କ ସହଯୋଗୀ। ସେ ହେଉଛି ବିଜେଡି ନେତା ପ୍ରବୋଧ ରଥଙ୍କ ବସ୍...
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଣୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମୁଖ୍ୟ ଶାସନ ସଚିବ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ବାୟୁ...