ଭୁବନେଶ୍ୱର: ରାତି ଅଧରେ ମୋବାଇଲ୍ ଦୋକାନ୍ରୁ ଲୁଟିନେଲେ ୨୫ରୁ ଅଧିକ ଦାମି ମୋବାଇଲ୍। ଗତ ୨୬ ତାରିଖରେ ଭୁବନେଶ୍ୱର ଖଣ୍ଡଗିରି ସାମପୁରରେ ଥିବା ଏକ ମୋବାଇଲ୍ ଦୋକାନରୁ ଏଭଳି ଲୁଟ୍ ହୋଇଛି। ଆଉ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଦୁଇଜଣ ଲୁଟେରା ପ୍ରଥମେ ଦୋକାନର...
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆସନ୍ତାକାଲି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଦିଲ୍ଲୀରେ ସଂସଦୀୟ ବୋର୍ଡ ବୈଠକ ପରେ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯିବ...
ଭୁବନେଶ୍ୱର: ରାଜ୍ୟ ପାଇଁ ଏବେ ବିଜେପୁର ହୋଇଛି ଟପ୍ ଇଲେକ୍ସନ୍ ବେଟଲ୍ ଫିଲ୍ଡ। କଂଗ୍ରେସ ପୂର୍ବରୁ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ବିଜେଡି ପୁଣିଥରେ ରୀତା ସାହୁଙ୍କୁ ନିଜର ପ୍ରାର୍ଥୀ କରିଛି। ତେବେ ଏ ସଂପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ନିଜର...
ଭୁବନେଶ୍ୱର: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଛନ୍ତି ଜଣେ ଓଡ଼ିଆ ଆଇଏଏସ୍ ଅଧିକାରୀ। ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ତଥା ଆଇଏଏସ୍ ଅଧିକାରୀ ଅନୂପ ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଜଣାପଡ଼ିଛି। ଓଡ଼ିଆ ଅଫିସର ଅନୂପ ପୂଜାରୀଙ୍କ ସମେତ ଅନ୍ୟ ତିନିଜଣ ଆଇଏସ୍ ଅଧିକାରୀଙ୍କ...
କଟକ : ଓଡ଼ିଶା କ୍ରିକେଟରେ ପୁଣିଥରେ ଚାଲିବ ଆଶୀର୍ବାଦ ବେହେରାଙ୍କ ରାଜ୍। ହୁଏତ ଆଶୀର୍ବାଦ ବେହେରା ଆଉ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସହ ସିଧାସଳଖ ସଂଶ୍ଳିଷ୍ଟ ନାହାନ୍ତି, କିନ୍ତୁ ଏବେ ତାଙ୍କ ସ୍ଥାନ ନେବେ ପୁଅ ସଞ୍ଜୟ ବେହେରା। ଶୁକ୍ରବାର ବହୁ ପ୍ରତୀକ୍ଷିତ ଓସିଏର ସାଧାରଣ ନିର୍ବାଚନରେ...
ୱାଶିଂଟନ୍: ଆତଙ୍କୀସ୍ତାନ ପାକିସ୍ତାନ ଉପରେ ପୁଣିଥରେ ପଞ୍ଝା କଷିଛି ଆମେରିକା। ପାକିସ୍ତାନରେ ସକ୍ରିୟ ଥିବା ହାଫିଜ ମହମ୍ମଦ ସୟିଦ ଓ ମାସୁଦ ଆଝାର ଭଳି ଆତଙ୍କବାଦୀଙ୍କ ବିଚାର କରିବାକୁ ଆମେରିକା ଆଜି ପାକିସ୍ତାନକୁ କହିଛି। ଭାରତରେ ଅନୁପ୍ରବେଶ କରୁଥିବା ଗୋଷ୍ଠୀ ଉପରେ ପାକିସ୍ତାନ ରୋକ ଲଗାଇବା ଉଚିତ। ଏହାଦ୍ୱାରା...
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି...
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଟୁଇଷ୍ଟ। ଯିଏ ବାଇକ୍ରେ ଲିଫ୍ଟ ଦେଇଥିଲା ଓ ଯାହାକୁ ପୁଲିସ ମାମଲାରେ ରାଜସାକ୍ଷୀ ସଜାଇଥିଲା, ସେ ହିଁ ଲଳିନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର ଘଟଣାର ମୁଖ୍ୟ ଖଳନାୟକ। ସୋଶାଲ୍ ମିଡ଼ିଆରେ ପୀଡ଼ିତାଙ୍କ ବୟାନ ଭାଇରାଲ୍ ହେବା ପରେ...
ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ତଥ୍ୟ କେନ୍ଦ୍ରକୁ ନଦେଲେ ମଧ୍ୟ ‘ପିଏମ୍ କିଷାନ’ ଯୋଜନାରେ ସିଧାସଳଖ ସାମିଲ ହୋଇପାରିବେ ଚାଷୀ। ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ‘ପିଏମ୍ କିଷାନ’ ଯୋଜନାରେ ଅସହଯୋଗକୁ ଦେଖି ଏଭଳି ବାଟ ବାହାର କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ‘ପିଏମ୍ କିଷାନ’ ୱେବ୍ସାଇଟକୁ...