ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଭାଡ଼ାଟିଆଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ବଡ଼ ଉପହାର। ବଢ଼ାଟିଆମାନଙ୍କ ପାଇଁ ବିଜୁଳି ପ୍ରିପେଡ୍ ପ୍ଲାନ୍ର ଘୋଷଣା କଲେ ଦିଲ୍ଲୀ ସରକାର। ଏହାପରେ ଘର ମାଲିକ ଭଡ଼ାଟିଆମାନଙ୍କ ଠାରୁ ମନ ଇଚ୍ଛା ବିଜୁଳି ବିଲ୍ ଆଦାୟ କରିପାରିବେନି। ଦିଲ୍ଲୀରେ ଭଡ଼ା ଘରେ ରହୁଥିବା...
ଲକ୍ଷ୍ନୌ: ବିଜେପି ସାଂସଦ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଚିନ୍ମୟାନନ୍ଦଙ୍କୁ ବ୍ଲାକ୍ମେଲ୍ କରି ଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗରେ ଆଜି ସକାଳ ୯.୧୫ରେ ଯୁବତୀଙ୍କ ଘରୁ ତାଙ୍କୁ ଗିରଫ କରିଛି ୟୁପି ଉତ୍ତର ପ୍ରଦେଶର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ।...
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ୧୯୯୮ ମସିହା ଯୋଧ୍ପୁର କୃଷ୍ଣସାର ମୃଗ ମାମଲାର ଅଭିଯୁକ୍ତ ସଲମାନ ଖାନ୍ଙ୍କୁ ହତ୍ୟା ଧମକ। ସୋଶାଲ୍ ମିଡିଆ ମାଧ୍ୟମରେ ଜଣେ ଦୁର୍ବୃତ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନାମରେ ସଲ୍ମାନଙ୍କୁ ଏହି ହତ୍ୟା ଧମକ ଆସିଛି। ଗ୍ୟାରି...
ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪.୩୫ ମିନିଟ୍ ସମୟରେ ଉତ୍ତର ଭାରତ ସମେତ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ପିଓକେ। ଭୂକମ୍ପରେ ପାକିସ୍ତାନରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ...
ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହେବାରେ ଲାଗିଛି। ଦୁଇ ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଓ ତୈଳ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ ଦର କେଜି ପ୍ରତି ୮୦ ଟଙ୍କାରେ ପହଞ୍ଚିଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ ଦର ମଧ୍ୟ ୮୦ ଛୁଇଁବାକୁ ବସିଲାଣି। ଆଜି...
ନୂଆଦିଲ୍ଲୀ: ମଙ୍ଗଳବାର ୪.୩୫ ସମୟରେ ଉତ୍ତର ଭାରତ ଏବଂ ପାକିସ୍ତାନର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଏହି ଭୂମିକମ୍ପରେ ଦୋହଲିଥିବା ସୂଚନା ମିଳିଛି। ସେହିଭଳି କଶ୍ମୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନର...
ଜାତିସଂଘ: ‘ଜଳବାୟୁ ଯୋଦ୍ଧା’ ତଥା ଇଣ୍ଟରନେଟ୍ରେ ବେଶ୍ ଚର୍ଚ୍ଚିତ ଚେହେରା ଗ୍ରେଟା ଥର୍ଣ୍ଣବର୍ଗ ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ଲଢ଼େଇ ଆରମ୍ଭ କରିଛନ୍ତି ତାହା ବ୍ୟାପକ ହେବାରେ ଲାଗିଛି। ତେବେ ସୋମବାର ଜାତିସଂଘର ଜଳବାୟୁ ସମ୍ପର୍କିତ କାର୍ଯ୍ୟକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଟମଟ କରି ଅନାଇବା...
ନୂଆଦିଲ୍ଲୀ: ଦେଶରେ ସୋଶାଲ୍ ମିଡିଆର ଦୁରୁପଯୋଗ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ ରୋକ୍ ଲାଗାଇବାକୁ ଏକ ଗାଇଡ୍ ଲାଇନ୍ ତିଆରି କରିବା ଜୁରୁରୀ। ସୋଶାଲ ମିଡିଆର ଦୁରୁପଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଗାଇଡ୍ ଲାଇନ୍ ପ୍ରସ୍ତୁତ...
ଇସ୍ଲାମାବାଦ: ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ନୂଆ ନାଁରେ ନିଜର କାର୍ଯ୍ୟ ଆରମ୍ଭ କରିଛି। ଜୈଶ ଏକ ଆତଙ୍କୀ ସଂଗଠନ ହୋଇଥିବାରୁ ପାକିସ୍ତାନ ଉପରେ ବିଭିନ୍ନ ଅନ୍ତର୍ଜାତୀୟ ରାଷ୍ଟ୍ର ଚାପ ସୃଷ୍ଟି କରୁଛନ୍ତି। ଅନ୍ତର୍ଜାତୀୟ ଚାପରୁ ବିର୍ତ୍ତିବା ପାଇଁ ଏବେ ଜୈଶ ନିଜର ନାଁ...
ଭୁବନେଶ୍ୱର: ନୂତନ ସଂଶୋଧିତ ମୋଟର୍ ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପକଡ଼ ଚାଲିଛି। ତେଣୁ ଡ୍ରାଇଭିଂ ଲାଇସେନ୍ସ ସହ ଗାଡ଼ିର ସମସ୍ତ କାଗଜପତ୍ର କରିବାକୁ ଆରଟିଓ ଅଫିସ୍ରେ ଲୋକଙ୍କ ଲମ୍ୱା ଲାଇନ୍ ଲାଗୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ଓ ସବ୍ଡିଭିଜନ୍ ସ୍ତରରେ କ୍ୟାମ୍ପ...
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବର୍ତ୍ତମାନ ଥିରୁଭନନ୍ତପୁରମର ସାଂସଦ ଶଶି ଥରୁରୁ ସାରା ଦେଶରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ଜାତୀୟ ଗଣମାଧ୍ୟମରେ ଡିବେଟ୍ ହେଉଁ କିମ୍ବା କୌଣସି ସେମିନାର୍, ସେ ସୁବୁଠି ନିଜ ଦଳର ଅଭିମୁଖ୍ୟକୁ ଖୁବ୍ ଦୃଢ଼ ଓ ସୁନ୍ଦର ଭାବରେ ଉପସ୍ଥାପନା କରନ୍ତି। ସେ କେବଳ...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ତଦନ୍ତ ଚାଲିଥିବା ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବ ନାହିଁ ପୁଲିସ୍। ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନା ଗଠିତ ୩ ଜଣିଆ ଖଣ୍ଡପୀଠ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। କ୍ରିମିନାଲ୍ ପ୍ରୋସିଡ୍ୟୁରୋ...
ଭୁବନେଶ୍ୱର: ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ। VAHANରେ ପଲ୍ୟୁସନ ସାର୍ଟିଫିକେଟ ଅପଲୋଡ ହୋଇଥିବା ଆବଶ୍ୟକ। ପୁରୁଣା ଅଫଲାଇନ ପଲ୍ୟୁସନ ସାର୍ଟିଫିକେଟ ଚଳିତମାସ ଶେଷରେ ଅକାମି ହୋଇଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ସଂଖ୍ୟା କମ...
ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଭାରତରେ ଭୟଙ୍କର ହମ୍ଲା କରିବାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଅଣ୍ଟା ଭିଡ଼ିଛନ୍ତି। ଭାରତ ଓ ପାକିସ୍ତାନ ସୀମାନ୍ତରେ ପ୍ରାୟ ୫୦୦ରୁ ଅଧିକ ତାଲିମ ପ୍ରାପ୍ତ ଆତଙ୍କବାଦୀ ଅନୁପ୍ରେବଶ ଅପେକ୍ଷାରେ ରହିଛନ୍ତି। ଭାରତରେ ଏଯାଏ ଯେତେ ସବୁ ଆତଙ୍କୀ ହମ୍ଲା ହୋଇଛି,...