ଏହି ସପ୍ତାହରେ ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ ,ଏହି ସପ୍ତାହରେ ଆକସ୍ମିକ ଧନ ଲାଭ ହେବ ,ଏହି ସପ୍ତାହରେ ବିଦେଶ ଯାତ୍ରାର ଯୋଗ ରହିଛି । କୌଣସି ନୂତନ ବନ୍ଧୁଙ୍କ ସହ ଭେଟ ହେବ ।
ପ୍ରତିଯୋଗୀତା ପରିକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । କୌଣସି କାର୍ଯ୍ୟ ଆରମ୍ଭ କଲେ ପୁରଣରେ ବିଳମ୍ବ ହେବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଅଲୋଚନା କରିବା ଉଚିତ । ଭାଗ୍ୟଦୋୟ ହେବାର ସୁଯୋଗ ଆସିପାରେ । ଛାତ୍ରଛାତ୍ରି ପଢାରେ ନିଜକୁ ଦୂରେଇ ରଖିବେ ।
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯