ଏହି ସପ୍ତାହରେ ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ ,ଏହି ସପ୍ତାହରେ ଆକସ୍ମିକ ଧନ ଲାଭ ହେବ ,ଏହି ସପ୍ତାହରେ ବିଦେଶ ଯାତ୍ରାର ଯୋଗ ରହିଛି । କୌଣସି ନୂତନ ବନ୍ଧୁଙ୍କ ସହ ଭେଟ ହେବ ।
କୈାଣସି ନୂତନ ଯୋଜନାର ଶୁଭାରମ୍ଭ ହୋଇପାରେ । ଅଜଥା ଦ୍ରବ୍ୟ କ୍ରୟରେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି । କୈାଣସି ଭୁଲ ପାଇଁ ଅପଯଶ ପ୍ରତିଷ୍ଠା ବୃଦ୍ଧି ପାଇବ । ପ୍ରଶାସନିକ ସ୍ତରରେ ଭଲ କାମ କରିପାରନ୍ତି । ଆତ୍ମବଳ ବୃଦ୍ଧି ପାଇବା ସହିତ ସୁଖ-ଶାନ୍ତି ପ୍ରାପ୍ତ ହେବ । ମହିଳା ମାନେ କୈାଣସି ପ୍ରଭାବଶାଳୀ କାର୍ୟ୍ୟରେ ଜଡିତ ରହିବେ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ ଦ୍ୱାରା ସଫଳତା ପାଇବେ ।
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬