• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବହୁ ଦିନର ମନସ୍କାମନା ପୂରଣ ହେବ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୩ୟା ଅହୋରାତ୍ର,ଘାତଚନ୍ଦ୍ର-ନାସ୍ତି ,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି

Sagittarius

ଧନୁ

Monday 08 Jul 2024

ମୂଳା- ମନର କଥା ବନ୍ଧୁଙ୍କ ଆଗରେ ପ୍ରକାଶ କରନ୍ତୁ । ଯୁବକ, ଯୁବତୀ ମାନଙ୍କ ପାଇଁ ବିବାହର ସୁଯୋଗ ଆସିବ । କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ ।

ପୂ,ଷାଢା- କଳା, ସାହିତ୍ୟ,ସାମ୍ବାଦିକତା ଆଇନ କ୍ଷେତ୍ରରୁ ସୁଫଳ ପାଇବେ। କୌଣସି ବ୍ୟକ୍ତି ନିକଟରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ପାଇବେ । ରାଜନୀତିରେ ଆଗଧାଡିର ନେତା ହେବେ

ଉ,ଷାଢା- ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ବିରୋଧୀଙ୍କ ମୁକାବଲା କରିବା ପାଇଁ ଚେଷ୍ଟା କରିବେ

ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :