ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୩ୟା ଅହୋରାତ୍ର,ଘାତଚନ୍ଦ୍ର-ନାସ୍ତି ,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି
ମୃଗଶିରା- କର୍ମକ୍ଷେତ୍ରରେ ସହକର୍ମୀ ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି । ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେବା ଆଶଙ୍କା ରହିଛି । ବନ୍ଧୁ୍ମାନଙ୍କ ସହିତ ସିନେମା ଦେଖି ଯାଇପାରନ୍ତି
ଆଦ୍ରା- ରାଜନୀତିରେ ବ୍ୟସ୍ତତା ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ଦୂରେଇ ଯିବ । ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଇ କୃତକାର୍ୟ୍ୟ ହେବେ।
ପୁନର୍ବସୁ- ଯାନବାହନରେ ସତର୍କ ରହନ୍ତ, ଅନ୍ୟଥା ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। ମହିଳା ମାନେ ଘର କାମରେ ଅଧିକ ବ୍ୟସ୍ତ ରହି ପାରନ୍ତି
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫