• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th July 2023: ଟିକିଏ ଟିକିଏ କଥାରେ କଳହ ଲାଗିପାରେ

ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର। ଚନ୍ଦ୍ର – ମକର ଦିବା ୦୧.୩୮ ଗତେ କୁମ୍ଭ; ତିଥି – ୫ମୀ ରାତ୍ରି ୧୨.୧୭ ଗତେ ୬ଷ୍ଠୀ

Cancer

କର୍କଟ

Friday 07 Jul 2023

ପୁନର୍ବସୁ-ଆଜି ଯାହାକୁ ଯାହା କହିବେ ସବୁକିଛି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ଦୀର୍ଘଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜିହିଁ ଅର୍ଥଲାଭ କରିବେ।

ପୁଷ୍ୟା-ପ୍ରତିଦ୍ୱନ୍ଦ୍ୱୀଙ୍କ କାର‌୍ୟ୍ୟ, ବାଣିଜ୍ୟରେ ପ୍ରତିବନ୍ଧକଜନିତ ଦୁଶ୍ଚିନ୍ତା ବଢ଼ିପାରେ। ବନ୍ଧୁଙ୍କ ସହାୟତାରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।

ଅଶ୍ଳେଷା-ସମସ୍ୟା ଲାଗି ରହିଲେ ମଧ୍ୟ ମନଦେଇ କାମଟିକୁ ପୂରା ନ କରିବା ଯାଏଁ ଛାଡ଼ିବେ ନାହିଁ । ଆପଣଙ୍କ ଅତି ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି।

ପ୍ରତିକାର– ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :